Home Left

ଟ୍ରମ୍ପଙ୍କ ସହ ଭାରତ ଆସିବେ ଝିଅ ଇଭାଙ୍କା

ଓ୍ବାଶିଂଟନ୍‌,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ମଧ୍ୟ ଭାରତ ଆସୁଛନ୍ତି। କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜେରେଡ ମଧ୍ୟ ପ୍ରତିନିଧିମଣ୍ଡଳ…

ଅନୁଗୋଳ ଜିଲା ବିଜେଡି ସଭାପତି ହେଲେ ମହେନ୍ଦ୍ର ବସ୍ତିଆ

ଅନୁଗୋଳ ଅଫିସ,୨୧।୨: ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଥିବା ମହେନ୍ଦ୍ର ବସ୍ତିଆ ଅନୁଗୋଳ ଜିଲା ବିଜେଡି ମଙ୍ଗ ଧରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି…

ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ନିର୍ବାହୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଏବଂ କିଛି ଠିକା କର୍ମଚାରୀ ସର୍ଭେ…

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରମାନେ ପୁରୀ ବେଳାଭୂମୀରେ ହୃଦୟସ୍ପର୍ଶୀ ବାଲୁକାକଳା…

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା: ଅଭିନବ ଶୈଳୀରେ ଦାବି ଉପସ୍ଥାପନ କଲା ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ

ବରଗଡ଼ ଅଫିସ,୨୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶୁକ୍ରବାରରୁ ଅଭିନବ ଶୈଳୀରେ ଦାବି ଉପସ୍ଥାପନ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଏହି ଅଭିଯାନର ସଭ୍ୟାସଭ୍ୟବୃନ୍ଦ…

ଜାଗରରେ ଅଘଟଣ: ଦୀପ ନିଆଁରେ ପୋଡ଼ି ମହିଳା ଗୁରୁତର

ବ୍ରହ୍ମପୁର ଅଫିସ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ଜଣେ ମହିଳା ମନ୍ଦିର ଯାଇଥିବା ବେଳେ ସେଠାରେ ଏକ ଅଘଟଣ ଘଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମର ଲୋକନାଥ ରେଡ୍ଡୀଙ୍କ ସ୍ତ୍ରୀ ସରସ୍ବତୀ ଶୁକ୍ରବାର ପୂର୍ବାହ୍ନରେ କଳାଯମୁନା ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ…

ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ପାକିସ୍ତାନ ସେନା ନିହତ

ଶ୍ରୀନଗର,୨୧।୨: ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାଙ୍କ ଗୁଳିରେ ଗୁରୁବାର ଜଣେ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି। ଏଥିସହ କେତେକ ସେନା ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର…

ଓ୍ବାରିସ ପଠାନଙ୍କ ଉପରେ କଟକଣା ଲଗାଇଲେ ଓ୍ବାଇସି

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ) ନେତା ଓ୍ବାରିସ ପଠାନଙ୍କ ଉପରେ ଶୁକ୍ରବାର କଟକଣା ଲଗାଇଛନ୍ତି ଦଳର ସୁପ୍ରିମୋ ଅସାଦୁଦ୍ଦିନ ଓ୍ବାଇସି। ପଠାନ ଗଣମାଧ୍ୟମ ବା ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,…

ପାକିସ୍ତାନ ନାଗରିକତା ପାଇଁ ଆବେଦନ କଲେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ

କରାଚୀ,୨୧।୨- ପାକିସ୍ତାନ ସୁପର ଲିଗ୍‌ (ପିସିବି)ର ୫ମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଡିଫେଣ୍ଡିଂ ଚାମ୍ପିୟନ କୁଏଟା ଗ୍ଲାଡିଏଟର୍ସ ୩ ଉଇକେଟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ଜିତି ନେଇଛି। ପ୍ରଥମ ଥର ପାଇଁ ପୂରା ପିଏସ୍‌ଏଲ ପାକିସ୍ତାନରେ ଖେଳାଯାଉଛି। ଲିଗ୍‌ରେ ୩୬ ଜଣ…

ମହାଶିବରାତ୍ରୀରେ ଘୋଷଣା ହେଲା କେଦାରନାଥ କବାଟ ଖୋଲିବା ତିଥି

ଡେରାଡୁନ,୨୧।୨: ପବିତ୍ର ମହାଶିବରାତ୍ରୀ ଅବସରରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମର କବାଟ ଖୋଲିବା ତିଥି ଘୋଷଣା ହୋଇଛି। ଭକ୍ତଙ୍କ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ ସକାଳ ୬ଟା ୧୦ ମିନିଟ୍‌ରେ ଏକାଦଶ ଜ୍ୟୋର୍ତିଲିଙ୍ଗ କେଦାରନାଥଙ୍କ କବାଟ ଖୋଲିବ। ଏହାପରେ ୬ମାସ…

‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ

ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍‌ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର ଗୁରୁତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ଆରାଧନା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ…

ଶିବଭକ୍ତ ପୋଲିସକର୍ମୀ

ଭୋପାଳ,୨୧।୨: ମଧ୍ୟପ୍ରଦେଶ ଭୋପାଳର ଜଣେ ସିଂଘମଙ୍କୁ ଶିବଭକ୍ତ ଅବତାରରେ ଦେଖିବାକୁ ମିଳିଛି। ମହାଶିବରାତ୍ରୀର ପୂର୍ବ ସନ୍ଧ୍ୟାରେ ଭୋପାଳରେ ଆଇପିଏସ୍‌ ମିଟ୍‌ର ଆୟୋଜନ ହୋଇଥିଲା। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଯୋଗଦେଇଥିବା ବେଳେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri