୧୦ବର୍ଷ ପରେ ମିଳିଲା ହଜିଲା ପୁଅ
ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ ଫେରିପାଇବା ପରେ ଆତମ ବିଭୋର ହୋଇପଡ଼ିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର…
ଅଷ୍ଟଶମ୍ଭୁ ପୀଠରେ ହରିହର ଭେଟ
ବିରିଡି, ୨୨।୨ (ଡି.ଏନ୍.ଏ.): ପବିତ୍ର ଶିବଚତୁଦ୍ଦଶୀ ତିଥି ଅବସରରେ ଶୁକ୍ରବାର ହାଜିପୁରସ୍ଥିତ ପବିତ୍ର ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ସେବାୟତମାନଙ୍କ ସହ ଏକ ବିରାଟ ପଟୁଆରରେ ବାଜା, ବାଣ, ରୋଶଣିରେ ଚାନ୍ଦପୁରସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରକୁ…
ଗରିବୀ ସର୍ଭେ ଆରମ୍ଭ କଲେ ସରକାର
ନୂଆଦିଲ୍ଲୀ,୨୨-୨: ଦେଶରେ ଗରିବୀର ଆକଳନ କରିବା ଲାଗି ସରକାର ନୂଆ ସର୍ଭେ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ପୋଷଣର ମାତ୍ରା, ପିଇବା ପାଣି, ହାଉସିଂ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଲୋକଙ୍କ ନିକଟରେ…
ଜାରକା ବିଟ୍ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍
ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ଅଧିକାରୀ ପି.କେ. ପଣ୍ଡା ଜାରକାରେ ପହଞ୍ଚି ଧର୍ମଶାଳା ବିଧାୟକ ପ୍ରଣବ କୁମାର…
ଯାଜପୁରରୋଡ ସିଏଚ୍ସିକୁ ଅବହେଳା
ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍ଏଫ୍ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରେ ଲକ୍ଷାଧିକ ଟଙ୍କା ଜିଲା ବାହାରେ ଖର୍ଚ୍ଚ…
ବିକାଶ ହାର ୪.୯% ରହିବା ଅନୁମାନ
ନୂଆଦିଲ୍ଲୀ,୨୨-୨: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ବିକାଶ ହାର ୪.୯% ରହିବା ନେଇ ଅନୁମାନ କରାଯାଇଛି। ବିକାଶ ହାର ଚଳିତ ଆର୍ଥତ୍କ ବର୍ଷ ୫% ରହିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପୂର୍ବରୁ କହିଛି। ଏହି ଆକଳନ ତୁଳନାରେ…
ଗୁରୁଦେବ ହସ୍ପିଟାଲ ସିଲ୍ କଲା ପ୍ରଶାସନ
ବ୍ରହ୍ମପୁର ଅଫିସ, ୨୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମନଗରରରେ ଥିବା ଗୁରୁଦେବ ହସ୍ପିଟାଲକୁ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ସିଲ୍ କରାଯାଇଛି । ହସ୍ପିଟାଲ ମାଲିକ କ୍ଲିନିକାଲ ଏଷ୍ଟାବ୍ଲିସ୍ମେଣ୍ଟ ସମ୍ପର୍ର୍କିତ କାଗଜପତ୍ର ଦେଇ ନ ପାରି ନ ଥିବାରୁ…
ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି ବାଲୁଙ୍କେଶ୍ୱର
ବରୀ,୨୨।୨: ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମରେ ରହିଛନ୍ତି ବାଲୁଙ୍କେଶ୍ୱର ମହାଦେବ। ଏହି ମହାଦେବଙ୍କୁ ଭକ୍ତି ବିଶ୍ୱାସ ଓ ବିନମ୍ରତାର ସହିତ ପୂଜାର୍ଚ୍ଚନା କରି ନିଜକୁ ସମର୍ପିତ କରିଦେଲେ ପ୍ରତ୍ୟେକ୍ଷ ଦର୍ଶନ ମିଳିଥାଏ ବୋଲି ଗ୍ରାମବାସୀଙ୍କର ବିଶ୍ୱାସ ରହିଛି।…
ଚାଇନାର ଅଲିମ୍ପିକ ଫୁଟବଲ କ୍ୱାଲିଫାୟର ସିଡ୍ନୀରେ
କୁଆଲାଲମ୍ପୁର, ୨୧ା୨ (ଏଏଫ୍ପି)-ଅଲିମ୍ପିକ ମହିଳା ଫୁଟ୍ବଲ କ୍ୱାଲିଫାୟର ଅନ୍ତର୍ଗତ ଦକ୍ଷିଣ କୋରିଆ ବିପକ୍ଷ ହୋମ୍ ଲେଗ୍ ମ୍ୟାଚ ଚାଇନା ଅଷ୍ଟ୍ରେଲିଆର ସିଡ୍ନୀରେ ଖେଳିବ। ଏସିଆନ ଫୁଟ୍ବଲ କନଫେଡେରେଶନ (ଏଏଫ୍ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଘାତକ କରୋନା ଭାଇରସ ଯୋଗୁ ଏହି…
ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ
ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍ଲିଂ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ରେସ୍ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୩ କେଜି କାଟେଗୋରି ବ୍ରୋଞ୍ଜ ପଦକ ବାଉଟରେ ଭିନେଶ…
ପାକିସ୍ତାନୀ କଳାକାରଙ୍କୁ କାହିଁକି ନେଲେ ନାହିଁ ରେହମାନ!
ମୁମ୍ବାଇ: ବଲିଉଡ୍ର ନାମୀ ସଙ୍ଗୀତକାର ଏ. ଆର୍. ରେହେମାନ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମ୍ୟୁଜିକାଲ ଫିଲ୍ମ। ଯେଉଁଥିରେ ପ୍ରାୟ ୧୫ଟି ଗୀତ ରହିଛି। ନିକଟରେ ଏହାର ଶୁଟିଂ କରାଯାଇଥିବା ବେଳେ ଏହାକୁ ନେଇ ରେହେମାନ୍ ବଡ କଥା କହିଛନ୍ତି। ସେ…
ସ୍ମିତାଙ୍କ ଲୁକ୍କୁ କପି କଲେ ରିଚା
ମୁମ୍ବାଇ: ବଲିଉଡ୍ ନାୟିକା ସ୍ମିତା ପାଟିଲଙ୍କ ଦମଦାର ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରିଛି। ଖୁବ୍ କମ୍ ଦିନର ଅତିଥି ସ୍ମିତା ବଲିଉଡ୍ରେ ଯେତିକି ଫିଲ୍ମ କରିଛନ୍ତି ସବୁଥିରେ ତାଙ୍କର ଅଭିନୟକୁ ଦର୍ଶକେ ପସନ୍ଦ କରିଛନ୍ତି। ନିକଟରେ ତାଙ୍କ ଦ୍ୱାରା…
Archives


