Home Left

ଏସିଆ କପ୍‌ ମହିଳା ହକି: ଭାରତ-ଚାଇନା ଫାଇନାଲ

ହାଙ୍ଗ୍‌ଝୋ,୧୩ା୯: ଏସିଆକପ୍‌ ମହିଳା ହକିର ଫାଇନାଲ ରବିବାର ଭାରତ ଓ ଚାଇନା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଶନିବାର ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ୧-୧ରେ ଡ୍ର ରହିଥିଲା। ଭାରତର ଫାଇନାଲରେ ପ୍ରବେଶ ଚାଇନା-କୋରିଆ ମ୍ୟାଚର…

ମିଳୁନି ନ୍ୟାୟ: ଥାନାଧିକାରୀ, ବିଇଓଙ୍କ ନାଁରେ ଲିଖିତ ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ…

ଭବାନୀପାଟଣା, ୧୩।୯ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ  ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ  ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ।…

ମୋଦି ଓ ତାଙ୍କ ମା’ଙ୍କ AI ଭିଡିଓ ଉପରେ ଦିଲ୍ଲୀ ପୋଲିସର କଡ଼ା ଆକ୍ସନ, କଂଗ୍ରେସ IT ସେଲ୍‌ ବିରୋଧରେ ଏଫଆଇଆର ଦାଖଲ

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ତିଆରି ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ ପୋଲିସ ଏକ FIR ରୁଜୁ କରିଛି। ଦିଲ୍ଲୀ ପୋଲିସ ଶନିବାର (ସେପ୍ଟେମ୍ବର ୧୩, ୨୦୨୫) ବିହାର କଂଗ୍ରେସର…

ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…  

ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ…

ନେପାଳରେ ସଂସଦୀୟ ନିର୍ବାଚନର ତାରିଖ ଚୂଡ଼ାନ୍ତ, ରାଜନୈତିକ ଦଳ କହିଲେ ସଂସଦ ଭଙ୍ଗ ‘ଅସାମ୍ବିଧାନିକ’

କାଠମାଣ୍ଡୁ,୧୩।୯: ନେପାଳରେ ସଂସଦୀୟ ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ତାଙ୍କ କାର୍ଯ୍ୟାଳୟରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆସନ୍ତା ବର୍ଷ ୫ ମାର୍ଚ୍ଚ, ୨୦୨୬ରେ ଦେଶରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ରାମଚନ୍ଦ୍ର…

ଭାରତ ପରେ ଏବେ ଚାଇନା ଉପରେ ନଜର ପକାଇଲେଣି ଟ୍ରମ୍ପ, ନାଟୋ ଦେଶକୁ କହିଲେ…

ଓ୍ବାଶିଂଟନ,୧୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନାଟୋକୁ ଅପିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହା ରୁଷିଆ ଉପରେ ଚାଇନାର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ…

ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା: ପାକିସ୍ତାନ ବିପକ୍ଷରେ ଭାରତ ଫେଭରାଇଟ୍‌

ଦୁବାଇ,୧୩ା୯: ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇଭୋଲଟେଜ ମ୍ୟାଚ୍‌କୁ ନେଇ ସର୍ବଦା କ୍ରକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ। ହେଲେ…

Asia Cup: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ କ୍ରିକେଟର ଡେବ୍ୟୁ କରିବା ନିଶ୍ଚିତ! ଧାଡ଼ିରେ ଏହି ୮ ଖେଳାଳି

ନୂଆଦିଲ୍ଲୀ,୧୩।୯: କ୍ରିକେଟ ଜଗତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଓ ଉତ୍ସାହରେ ଭରପୂର ହୋଇଥାଏ। ଏସିଆ କପ ୨୦୨୫ରେ ଆସନ୍ତା ୧୪ ସେପ୍ଟେମ୍ବରରେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମହାମୁକାବିଲା ଦେଖିବାକୁ…

ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ ସେବା ଜରିଆରେ ଆପଣ ସହଜରେ ବାଇକ୍‌କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇ…

ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା

ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ ଯିବା…

ରାଷ୍ଟ୍ରୀୟ ଲୋକ ଅଦାଲତ: ୩ ଲକ୍ଷ ୯୭ ହଜାର ୭୫୦ ଟଙ୍କା ଆଦାୟ

ଦିଗପହଣ୍ଡି,୧୩ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଜୁଡ଼ିସିଆଲ କମ୍ପ୍ଲେକ୍ସରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ୩ଟି ଦେୱାନି ମାମଲାର ଚୂଡାନ୍ତ ଫୈସଲା କରିଥିବା ବେଳେ ସ୍ଥାନୀୟ ପ୍ରଥମ…

ଏବେ ହେବନି ବିମାନ ଦୁର୍ଘଟଣା? ଇଞ୍ଜିନିୟର୍ସ ଆଣିଲେ ନୂଆ କନସେପ୍ଟ, ୨ ସେକେଣ୍ଡରୁ କମ୍‌ ସମୟରେ ବଞ୍ଚିଯିବ ଜୀବନ

ନୂଆଦିଲ୍ଲୀ,୧୩।୯: କିଛି ମାସ ପୂର୍ବରୁ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି, ଇଞ୍ଜିନିୟରମାନେ ଏକ କନସେପ୍ଟ ପ୍ରସ୍ତୁତ କରିଛନ୍ତି ଯାହା ନିଶ୍ଚିତ କରିବ ଯେ କୌଣସି ବିମାନ କେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri