୩ ସପ୍ତାହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବନ ବିଭାଗ ସଚିବଙ୍କୁ ଓଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଓ ଖୋର୍ଦ୍ଧା ଜିଲାର ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ଦନ୍ତା ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ…
ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ: ବାହାବେଦିରୁ ଥାନାକୁ ଗଲେ ବର
କଟକ ଅଫିସ,୨୭ା୨: ୩ ବର୍ଷ ତଳେ ପାଠ ପଢାଉଥିବାବେଳେ ନିଜ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ଆଇନର ସ୍ବୀକୃତି ମିଳିଥିଲା। ତେବେ ସ୍ତ୍ରୀଙ୍କୁ ନିଜ ଘରକୁ ନେଇ ନ ଥିଲେ କି…
ଆଧାର ଲିଙ୍କ୍ ଆଳରେ ୩.୫୪ ଲକ୍ଷ ଠକେଇ
ଭୁବନେଶ୍ୱର,୨୭ା୨(ବ୍ୟୁରୋ): ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରାଇ ଦେବାକୁ କହି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ହଡପ କରାଯାଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି।…
ଏକାମ୍ର: ଜମି ଅଧିଗ୍ରହଣ ପାଇଁ ୫୧ ଚୁକ୍ତି ସ୍ବାକ୍ଷର
ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ଯୋଜନା ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିସ୍ ଆଣ୍ଡ୍ ମନୁମେଣ୍ଟ୍ସ ରିଭାଇଭାଲ ଆକ୍ସନ) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବୁଧବାର ଜମି ଅଧିଗ୍ରହଣ ପାଇଁ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧି…
ଅସୁରକ୍ଷିତ ଭଞ୍ଜବିହାର ଛାତ୍ରାବାସ
ବ୍ରହ୍ମପୁର ଅଫିସ,୨୭ା୨ – ଭଞ୍ଜବିହାରରେ ୬ ଛାତ୍ରାବାସ ରହିଛି। ସେଗୁଡିକ ହେଲୋ ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ବାହୁଦା ଓ ଯୋଗେନ୍ଦ୍ର । ଏହା ସବୁ ଛାତ୍ରାବାସରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ମୌଳିକ ସୁବିଧା…
ବାଙ୍କୀରେ ଡବଲମର୍ଡର ଘଟଣାକୁ ସୋନିଆ ଗାନ୍ଧୀଙ୍କ ନିନ୍ଦା
ବାଙ୍କୀ, ୨୭ା୨ (ସ୍ବ.ପ୍ର): ବାଙ୍କୀରେ ଘଟିଥିବା ଡବଲ ମର୍ଡର ଘଟଣାକୁ ଅଖିଳଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ ନିନ୍ଦା କରିଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଖଜୁରିପଦା (ନୂଆଗାଁ) ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଏବଂ ଖବରଦାତା…
ଟ୍ରାଫିକ ଜାମ୍ରେ ଫସିଲେ ପରୀକ୍ଷାର୍ଥୀ
ଯୋଡ଼ା, ୨୭।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା- ଗୁଆଲୀ ରାସ୍ତାରେ ବୁଧବାର ଟ୍ରାଫିକ ଜାମ୍ ଚରମସୀମାରେ ପହଞ୍ଚିଛି। ବିଳମ୍ବିତ ରାତିଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ ଜାମ୍ରେ ହଜାର ହଜାର ସଂଖ୍ୟାରେ…
ଓଡ଼ିଶାରୁ ୫ ସାମ୍ବାଦିକ ସମ୍ବର୍ଦ୍ଧିତ
ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ଭାରତୀୟ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଗୁଜରାଟର ଗାନ୍ଧୀନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ଦୁଇଦିନ ଧରି ଅନୁଷ୍ଠିତ ବୈଠକରେ ହରିୟାନା, ପଞ୍ଚାବ, ହିମାଞ୍ଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, କର୍ନାଟକ, ଓଡ଼ିଶା ଆଦି ରାଜ୍ୟରୁ…
ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ
ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…
ସତ୍ୟନଗର ରାସ୍ତାକଡ଼ରୁ ହଟିଲା ୧୧୩ ଅସ୍ଥାୟୀ ଦେକାନ
ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ସତ୍ୟନଗର ମୁଖ୍ୟ ରାସ୍ତାରେ ଏବେ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇଛି। ମୁଖ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଶତାଧିକ ଅସ୍ଥାୟୀ ଦୋକାନ ଗଢ଼ି ଉଠୁଥିବା ବେଳେ ବୁଧବାର ସମସ୍ତ ଅସ୍ଥାୟୀ ଦୋକାନକୁ ହଟାଇ ଦିଆଯାଇଛି। ବିଏମ୍ସି, ବିଡିଏର ସ୍କ୍ବାଡ ଦ୍ୱାରା…
ଆ’ ଡାକିଲେ ମାଡ଼ି ଆସୁଛନ୍ତି ମୟୂର
ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକ୍କ ମ୍ୟାନ ନାମରେ ଡାକୁଛନ୍ତି। କାହ୍ନୁ ବି ମୟୂରଙ୍କ ପ୍ରେମରେ ପଡ଼ିଛନ୍ତି। କାହ୍ନୁଙ୍କ ଆ’ ଡାକର ସ୍ବର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି…
ପୋଲିସ ଉଠାଇନେଲା ୩୭ ଗାଡ଼ି, ଉତ୍ତେଜନା
ଭୁବନେଶ୍ୱର,୨୭ା୨(ବ୍ୟୁରୋ): ପୋଲିସ ମନ ଇଚ୍ଛା କାର୍ଯ୍ୟ କରୁଛି। ହଠାତ୍ କଟକଣା ଲଗାଇ ଲୋକଙ୍କୁ ହଇରାଣ କରୁଛି। କେଉଁଠି କଟକଣା ଲାଗିଛି, ଲୋକେ ଜାଣିପାରୁନାହାନ୍ତି। ପୂର୍ବ ସୂଚନା ନ ଦେଇ ଫଳକ ନ ଲଗାଇ ଗାଡ଼ି ଉଠାଇ ନେଉଛି। କେତେଜଣ ଗାଡ଼ି ଚାଳକ…
Archives


