Home Left

ମନ୍ଦିରକୁ ଧକ୍କା ଦେଲା କାର୍‌, ଦମ୍ପତି ଆହତ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ଜିଲା ମନମୁଣ୍ଡାର ମେଟାକାନୀ ମନ୍ଦିରରେ ଗୁରୁବାର ଏକ କାର୍‌ ଧକ୍କା ଦେବାରୁ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ସେହିପରି ସମ୍ପୃକ୍ତ କାର୍‌ ମଧ୍ୟ ଚୂରମାର ହୋଇଯାଇଛି । ଅପରାହ୍ନ ପ୍ରାୟ ସାଢ଼େ ୨ଟା…

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା, ୨୭ା୨ (ପି.ଟି.)- ଚଳିତ ଆଇସିସି ମହିଳା ଟି୨୦ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ୮୬ରନରେ ବାଂଲାଦେଶକୁ ହରାଇ ଦେଇଛି। ଦଳକୁ ସହଜ ବିଜୟ ଦେବାରେ ଆଲିସା ହିଲି (୮୩ ରନ) ଓ ବେଥ୍‌ ମୁନି (୮୧*) ଙ୍କର ବିଶେଷ ଭୂମିକା ରହିଛି। ପ୍ରଥମ…

ଓଡ଼ିଶା ସିନିୟର ହ୍ୟାଣ୍ଡବଲ ଦଳରେ ଆର୍ଯ୍ୟନ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଉଦୀୟମାନ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଜୁନିୟର ସ୍ତରରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି। ତାଙ୍କୁ ଓଡ଼ିଶା ସିନିୟର ହ୍ୟାଣ୍ଡବଲ ଦଳରେ ସାମିଲ କରାଯାଇଛି। ଚଳିତମାସ ୨୯ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିହାରରେ ହେବାକୁଥିବା ପୂର୍ବାଞ୍ଚଳ…

ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ୨୦ ଓ ୨୧ ତାରିଖରେ ଦିଲ୍ଲୀସ୍ଥିତ କନ୍‌ଷ୍ଟିଚ୍ୟୁସନ କ୍ଲବ…

ତିନିଦିନ ହେଲା ସ୍କୁଲରେ ତାଲା, ଡିଇଓ କହିଲେ ଜାଣିନାହିଁ

କେନ୍ଦୁଝର, ୨୭ା୨(ସ୍ବ.ପ୍ର.): ସରକାର ଉତ୍ତମ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ଲାଗୁ କରୁଥିବା ବେଳେ କେନ୍ଦୁଝରରେ ଉପଯୁକ୍ତ ତଦାରଖ ଅଭାବରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସାହାରପଡ଼ା ବ୍ଲକ ବାଇକଳା ଗ୍ରାମରେ ଥିବା ମହାପାଟ ଉଚ୍ଚ ବିଦ୍ୟାଳୟରେ ୩ ଦିନ…

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଗଛକୁ ଧକ୍କା ଦେଲା ଅଟୋ, ୮ ଆହତ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ୫୯ ନଂ. ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ରାସ୍ତାପାର୍ଶ୍ୱ ଗଛକୁ ପିଟି ହେବାରୁ ଏଥିରେ ଯାଉଥିବା…

ଜିଲାପାଳଙ୍କ ସ୍ବଚ୍ଛତା ତଦାରଖ; ଡଷ୍ଟବିନ୍‌ ନ ଥିବାରୁ ଦୋକାନୀଙ୍କୁ ଜରିମାନା: ଶାୈଚାଳୟରେ ପାଣି ଜମିଥିବା ସ୍ଥାନ ନିଜେ ସଫା କଲେ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାତି ପ୍ରାୟ ୧୦ରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗସ୍ତକରି ସହରର ସ୍ବଚ୍ଛତା ତଦାରଖ କରିଥିଲେ। ମୁଖ୍ୟ ବଜାରରେ ଥିବା ଏକ ରାଶନ ଦୋକାନ ନିରୀକ୍ଷଣ କରିଥିଲେ। ସେଠାରେ ଡଷ୍ଟବିନ ନ ଥିବାରୁ…

ଜ୍ୟାକ୍‌ଲିନ୍‌ଙ୍କ ସହ ଆଲବମ୍‌ରେ ନଜର ଆସିବେ ଆସିମ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ରନର୍ସ ଅପ୍‌ ହୋଇଥିଲେ ଜାମ୍ମୁ-କଶ୍ମୀର ମଡେଲ ଆସିମ ରିଆଜ। ପ୍ରତିଯୋଗୀ ଭାବେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ କରିଥିବା ଆସିମ୍‌ଙ୍କ ଲୋକପ୍ରିୟତା ଏବେ ଶୀଖର ଛୁଉଁଛି। ତାଙ୍କ ହାତରେ ଏବେ ଗୋଟିଏ ପରେ…

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ ‘ମଲଙ୍ଗ’। ଏଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ ଦିଶା। ସେ ଏବେ ସଲମାନଙ୍କ ସହ…

୧୫ ଦିନ ଧରି ପାଳନ କରାଯିବ ବିଜୁ ଜୟନ୍ତୀ: ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ପ୍ରବାଦ ପୁରୁଷ ବିଜ ପଟ୍ଟନାୟକଙ୍କ ଜୟନ୍ତୀ ୧୫ ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ମାର୍ଚ୍ଚ ୫ରୁ ୨୦ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜୀବନୀକୁ…

ଏଣିକି ଉପରିସ୍ଥ ଅଧିକାରୀଙ୍କ ସୁପାରିସରେ ହେବ ଗ୍ରୁପ୍‌-୩ କର୍ମଚାରୀଙ୍କ ପଦୋନ୍ନତି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଏଣିକି ରାଜ୍ୟର ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ଦରକାର ପଡ଼ିବନି ସିସିଆର୍‌। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କେବଳ ଉପରସ୍ଥ ଅଧିକାରୀ ସୁପାରିସ କରିଦେଲେ ପଦୋନ୍ନତି ହୋଇଯିବ ବୋଲି ସେ…

ସନ୍ଧ୍ୟାରେ ନବୀନ-ଧର୍ମେନ୍ଦ୍ର ସାକ୍ଷାତ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୬ଟାରେ ଲୋକ ସେବା ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବ। ଏହି ଅବସରରେ ଜାପାନ ରାଷ୍ଟ୍ରଦୂତ ଓ ଇସ୍ପାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri