୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍ନେସ
ଲଣ୍ଡନ: ବ୍ରିଟେନ୍ର ପୋର୍ଟସ୍ମାଉଥ୍ରେ ରହୁଥିବା ଇୟାନ ମୋରିସ୍ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ ସାଥ୍…
ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ଶେଫାଳି
ସିଡ୍ନୀ,୪ା୩(ପି.ଟି.)- ଭାରତୀୟ ମହିଳା ବ୍ୟାଟିଂ ସେନସେଶନ ଶେଫାଳି ବର୍ମା ବୁଧବାର ଆଇସିସି ମହିଳା ଟି୨୦ ଅନ୍ତର୍ଜାତୀୟ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍ ଶୀର୍ଷକୁ ଉଠିଛନ୍ତି। ଚଳିତ ବିଶ୍ୱକପ୍ରେ ଚମତ୍କାର ପ୍ରଦର୍ଶନ ଯୋଗୁ ୧୬ ବର୍ଷୀୟା ଶେଫାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ନ୍ୟୁଜିଲାଣ୍ଡର ସୁଜି…
କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍ରେ ଭିଡ଼ିଓ ଭାଇରାଲ
ମୁମ୍ବାଇ: ଏବେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍ର ଏହି ଭିଡ଼ିଓରେ ସୋନାକ୍ଷୀ ସ୍ନୁକର ଖେଳୁଥିବା ଦେଖିବାକୁ ମିଳୁଛି। ତେବେ ତାଙ୍କ ପୋଷା କୁକୁର ସ୍ନୁକର ବଲ୍କୁ ଧରିବା…
ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ସଜନାଗଡ଼, ୪।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତ ଡାହିସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୯ଟାରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଦ୍ୟାଧର ମାଣିକଙ୍କ ୨ ବଖରା ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର…
କରୋନା ଭୟ: ୫୪ ହଜାର କଏଦୀଙ୍କୁ ମୁକ୍ତ କଲା ଇରାନ
ତେହେରାନ୍,୪।୩ : କରୋନା ଆତଙ୍କରେ ଇରାନ ସରକାର ଆତଙ୍କିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୨୩ ସାଂସଦଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇସାରିଛି। ସୁରକ୍ଷା ଦୃଷ୍ଟିରୁ ସରକାର ୫୪ ହଜାର କଏଦୀଙ୍କୁ ମୁକ୍ତ କରିଛନ୍ତି। ତେବେ ୫ ବର୍ଷରୁ କମ ସମୟ ଜେଲରେ ବିତାଇଥିବା…
ବିଦ୍ୟୁତ ସଂସ୍ପର୍ଶରେ ଆସି ଟଳିଲା ଆଉ ଏକ ଦନ୍ତା
ସମ୍ବଲପୁର, ୪।୩ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଇଚ୍ଛାପାଲ ଗ୍ରାମ ନିକଟରେ ବୁଧବାର ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ଛନ୍ତି । ହାତୀର ଦାନ୍ତ…
କଣ୍ଟେନରକୁ ପଛରୁ ଧକ୍କା ଦେଲା ଇଣ୍ଡିକା: ଜଣେ ମୃତ, ତିନି ଗୁରୁତର
ଭଦ୍ରକ ଅଫିସ, ୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା-ଧାମରା ଓଭରବ୍ରିଜ ନିକଟରେ ଇଣ୍ଡିକା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ବାସୁଦେବପୁର ସୁରେଶରପୁର ଗ୍ରାମର କଟି ମଲ୍ଲିକ ବୋଲି ଜଣାପଡିଛି। ପ୍ରକାଶ…
ଭାଇଚାରା ଆଗରେ ହାର ମାନିଲା ଦଙ୍ଗା: ମନ୍ଦିରକୁ ମୁସଲମାନ୍-ମସଜିଦ୍କୁ ହିନ୍ଦୁ ରହିଲେ ଜଗି
ନୂଆଦିଲ୍ଲୀ,୪।୩: ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ସ୍ଥାନୀୟ ଅଞ୍ଚଳର ଭାଇଚାରା ଆଗରେ ହାର୍ ମାନିଛି। ତେବେ ଦଙ୍ଗାକୁ ସ୍ଥାନୀୟ ଶିବ ବିହାର ଅଞ୍ଚଳର ମହାଲକ୍ଷ୍ମୀ ଏନକ୍ଲେଭ୍ର ବାସିନ୍ଦା ସାହସର ସହିତ ମୁକାବିଲା କରିଛନ୍ତି। ସ୍ଥାନୀୟ ବାସିନ୍ଦା ଦେଶବାସୀଙ୍କୁ ସାମ୍ପ୍ରଦାୟିକ ସଦ୍ଭାବର ବାର୍ତ୍ତା…
ନିଆରା ବିବାହ: ମାତ୍ର ୧୭ ମିନିଟ୍ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ
ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା କି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ନ ଥିଲା। କେବଳ…
ଅଟକିଲା ନାବାଳିକା ବିବାହ
ନୟାଗଡ ଅଫିସ,୪।୩-ନୟାଗଡ ଜିଲା ଦଶପଲ୍ଲା ବ୍ଲକର ଘୋଳାହାଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବିବାହ ବନ୍ଦ କରାଇବାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ଲାଇନ ସଫଳ ହୋଇଛନ୍ତି । ସୋମବାର ରାତିରେ ନିର୍ବନ୍ଧ ହୋଇଥିଲା । ମଙ୍ଗଳବାର…
ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ : ଘର ଭାଙ୍ଗି ଲୁଟିନେଲେ ଉପକରଣ
ରଣପୁର,୪ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ କରାଯାଇ ରବୀନ୍ଦ୍ର ବେହେରାଙ୍କ ପରିବାରକୁ ପ୍ରଥମେ ବାସନ୍ଦ କରାଗଲା। ଆଉ ଏହାର କିଛିବର୍ଷ ପରେ ମଙ୍ଗଳବାର ତାଙ୍କ ଘର ଭାଙ୍ଗି ସମସ୍ତ ଉପକରଣ ଲୁଟି ନେଲେ। ଏପରି କି ଏକ…
ଲିଭରପୁଲକୁ ହରାଇ ଏଫ୍ଏ କପ୍ କ୍ୱାର୍ଟରରେ ଚେଲସି
ଲଣ୍ଡନ,୪ା୩- ନିକଟରେ ଚଳିତ ସିଜନର ପ୍ରିମିୟର ଲିଗ୍ରେ ପ୍ରଥମ ଥର ପରାସ୍ତ ହୋଇଥିବା ଲିଭରପୁଲକୁ ପୁଣି ପରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚେଲସି ଦଳ ୨-୦ ଗୋଲରେ ଲିଭରପୁଲକୁ ହରାଇ ଏଫ୍ଏ କପ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ର…
Archives


