Home Left

ବାଂଲାଦେଶ ଅଧିନାୟକ ପଦ ଛାଡ଼ିବେ ମୋର୍ତାଜା

ଢାକା,୫ା୩- ଜିମ୍ବାଓ୍ବେ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ପରେ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦରୁ ମଶ୍ରଫି ମୋର୍ତାଜା ବିଦାୟ ନେବେ। ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଦଳ ପ୍ରସ୍ତୁତି କରିବା ପାଇଁ ବିସିବି ମୁଖ୍ୟ ନାଜିମୁଲ ହାସନ ଦୀର୍ଘ…

କରୋନା ଭାଇରସ ଚାଇନାରୁ ଆସିଥିବାରୁ ଏହା ବେଶିଦିନ ରହିବ ନାହିଁ: ମୋରାରି ବାପୁ

ପ୍ରୟାଗରାଜ,୫।୩: କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଆଧ୍ୟାତ୍ମିକ ଗୁରୁ ମୋରାରି ବାପୁ ମଜାଳିଆ ଢଙ୍ଗରେ…

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ ଶେୟାର କରିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି। ଏହାର କ୍ୟାପଶନରେ ପବୀତ୍ର…

ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ ଏ ନେଇ ଜିଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳ ଶୁଭମ୍‌ ସକ୍ସେନାଙ୍କ ଆବାସିକ…

୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଦିଲ୍ଲୀର ସମସ୍ତ ସ୍କୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ଧୀରେ ଧୀରେ ପାଦ ରଖିବା ଆରମ୍ଭ କରିଛି। ଗୁରୁବାର ସୁଦ୍ଧା କରୋନା ଭାଇରସରେ ୩୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି, ଏହାସହ ପାଖାପାଖି ୨୯ ହଜାର ଲୋକଙ୍କ ଉପରେ କଡା ନଜର ରଖାଯାଇଛି ବୋଲି…

ଖାକିରେ କଳଙ୍କ: ବଳାତ୍କାର ପରେ ନାବାଳିକା ଝିଆରି ୫ ମାସର ଗର୍ଭବତୀ, ହାବିଲଦାରଙ୍କୁ ବାନ୍ଧିଲା କ୍ୟାପିଟାଲ ପୋଲିସ

ଭୁବନେଶ୍ୱର, ୫।୩(ବ୍ୟୁରୋ): ଖାକିରେ କଳଙ୍କ। ଜଣେ ହାବିଲଦାରଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସେ ହେଲେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ପେଟି । ସମ୍ପର୍କୀୟ ନାବାଳିକା ଝିଆରିଙ୍କୁ ବିଜୟ ବଳାତ୍କାର କରିଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ…

ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା

ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବାଧ୍ୟ ହୋଇ ସେ ଷ୍ଟିୟରିଂ ସମ୍ଭାଳି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଘଟଣା ୨୪…

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଗୃହରେ ବଜେଟ ଅଧିବେଶନ ଚାଲିଥିବା ବେଳେ…

ଏଠାଲେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ!

ଉତ୍ତର କୋରିଆର ଶାସକ କିମ-ଜଙ୍ଗ-ଉନଙ୍କ କ୍ରୁର ଶାସନରେ ଅତିଷ୍ଠ ହୋଇ ଅନେକ ଲୋକ ଶରଣ ନେବାକୁ ଦକ୍ଷିଣ କୋରିଆ ଚାଲି ଆସୁଛନ୍ତି। ଏମିତିକି ସେଠାକାର ଯୁବବର୍ଗ ମଧ୍ୟ କିମଙ୍କ ଶାସନରେ ଏବେ ଅତିଷ୍ଠ ହୋଇ ପଡିଥିବା ଜଣାପଡିଛି। ନିକଟରେ ନାରା କାଙ୍ଗ…

ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ ରିୟା ଜଣେ ନିର୍ମାତା ସହ ଫ୍ୟାଶନ ଷ୍ଟାଇଲିଷ୍ଟ। ଭଉଣୀ ସୋନମଙ୍କ ସହ ମିଶି ଏକ…

କରୋନା ମୁକାବିଲା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୫।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ରକ୍ଷା ପାଇବାକୁ ସମସ୍ତ ସ୍ଥାନରେ ପୂର୍ବ ପ୍ରସ୍ତୁତି ସହ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ…

କୋର୍ଟ ପରିସରରୁ ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ହିଂସା ଓ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ସଂମ୍ପୃକ୍ତ ଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଏଏପି)ର ନିଲମ୍ବିତ କାଉନସିଲର ତାହିର ହୁସେନଙ୍କୁ ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗିରଫ କରିଛି। ଗୁରୁବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri