Home Left

ବିବାହ ବାର୍ଷିକରେ ରୋଗୀଙ୍କୁ ଫଳ ବାଣ୍ଟିଲେ

ବନ୍ତ,୫।୩(ସ୍ବ.ପ୍ର.)-ନିଜ ବିବାହ ବାର୍ଷିକରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଣ୍ଟିଛନ୍ତି ବନ୍ତ ବ୍ଲକ ସରମରା ଗ୍ରାମର ଦମ୍ପତି ପ୍ରିୟବ୍ରତ ରାଉତ ଓ ଶୁଭଶ୍ରୀ ରାଉତ। ଏହି ଦମ୍ପତି ଗୁରୁବାର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବାଣ୍ଟିବା ସହ…

ହୋଟେଲ ଉପରେ ଚଢାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପୁରୁଷୋତ୍ତମପୁର, ୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ…

ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍‌ରେ। ଇଣ୍ଡିଆନ୍‌ ଆଇଡଲ୍‌ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା ପରେ ଏବେ ଏକୁଟିଆ ଛୁଟି ମନାଇବାକୁ ବାହାରିଛନ୍ତି। ଏହି ସମୟର କିଛି ଫଟୋ ନେହା…

କୁସୁନପୁର, ବିଛାଖଣ୍ଡିରେ ଚାଲୁଥିବା ବେଆଇନ କ୍ରସର ଉଚ୍ଛେଦ କାର୍ଯ୍ୟ ୨ୟ ଦିନରେ: ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି

ଧର୍ମଶାଳା, ୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ଓ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରସର ଉଚ୍ଛେଦ କାର୍ଯ୍ୟ ଗୁରୁବାର ୨ୟ ଦିନରେ ପହଞ୍ଚିଛି। ପୂର୍ବରୁ ଏ ନେଇ କ୍ରସର ମାଲିକଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସମୟ ସୀମା…

ବଜାରରେ ଦୀପିକାଙ୍କ ପଦ୍ମାବତୀ ଲୁକ୍‌ର କଣ୍ଢେଇ, ଭାଇରାଲ ହେଉଛି ଫଟୋ

ବମ୍ବେ: ଚଳଚ୍ଚିତ୍ର ‘ପଦ୍ମାବତ୍‌’ରେ ରାଣୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ମହାରାଓ୍ବଲ ରତନ ସିଂଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ରୂପରେ ବେଶ୍‌ ଭାଇରାଲ ହୋଇଥିଲା ତାଙ୍କ ଲୁକ୍‌। ଏବେ ଏହି ଲୁକ୍‌ର କିଛି କଣ୍ଢେଇ ବଜାରକୁ ଆସିଛି। ସୋସିଆଲ ମିଡିଆରେ…

ଫେକ୍‌ ପାସପୋର୍ଟ ପାଇଁ କିମ୍ବଦନ୍ତୀ ଫୁଟବଲର ଗିରଫ

ନୂଆଦିଲ୍ଲୀ, ୫ା୩- ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡିନୋ ପାରାଗୁଏରେ ଗିରଫ ହୋଇଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶରେ ପ୍ରବେଶ କରିବା ଲାଗି ସେ ଫେକ ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି। ୨୦୦୨ରେ ବ୍ରାଜିଲକୁ ଫିଫା ବିଶ୍ୱକପ୍‌ ଚାମ୍ପିୟନ କରାଇଥିବା ୩୯ ବର୍ଷୀୟ ରୋନାଲ୍ଡିନୋ…

ରାଜ୍ୟରେ ଆବାସ ବଣ୍ଟନରେ ଅନିୟମିତତା: କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ ହେବ ଭାଜପା

ଭୁବନେଶ୍ୱର,୫।୩(ବ୍ୟୁରୋ): ଓଡ଼ିଶାରେ ଆବାସ ବଣ୍ଟନରେ ଅନିୟମିତତା ଦେଖାଦେଇଛି। ଏନେଇ ଭାଜପା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଫେରାଦ ହେବ ବୋଲି ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୃଥି୍ବିରାଜ…

ସ୍କୁଲ ପିଲାଙ୍କୁ କରୋନା ସତର୍କତା: ଚିଠି ଲେଖିଲେ ଓଏସ୍‌ଇପିଏ

ଭୁବନେଶ୍ୱର, ୫।୩(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଯାବତ୍‌ ଓଡ଼ିଶାରେ କେହି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ବୁଧବାର ଏହାକୁ ନେଇ ରାଜ୍ୟ…

କରାମାଡ଼ରେ ଫସଲ କ୍ଷତି: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି ସଚିବ

ବରଗଡ଼ ଅଫିସ,୫।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ଅଦିନିଆ ବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହୋଇଥିଲା। ଏଥିରେ ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା, ଜଟର୍ଲା, କରଣ୍ଡୋଲା ଆଦି ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିଲା। ଅଞ୍ଚଳର…

ମହିଳା ଟି୨୦ ବିଶ୍ୱକପ୍‌: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ସିଡ୍‌ନୀ,୫ା୩- ଚଳିତ ଟି୨୦ ମହିଳା ବିଶ୍ୱକପ୍‌ ଫାଇନାଲ ମୁକାବିଲା ଗୁରୁବାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ଓ ଡିଫେଣ୍ଡିଂ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ପାଇଁ ଲଢ଼େଇ ହେବ।…

କରୋନା ଭାଇରସ ଯୋଗୁ ବାତିଲ ହେଲା ମୋଦିଙ୍କ ବିଦେଶ ଗସ୍ତ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ପ୍ରାୟ ୮୨ ଦେଶକୁ ବ୍ୟାପିଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ବିଦେଶ ଗସ୍ତ ଉପରେ ନାନା କଟକଣା ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘର ଶିଖର ସମ୍ମିଳନୀରେ ଯୋଗ…

ନିର୍ଭୟା ମାମଲା: ଡେଥ୍‌ ଓ୍ବାରେଣ୍ଟ ଜାରି ପରେ ବିଚଳିତ ହୋଇପଡିଲେ ଓକିଲ ଏ.ପି. ସିଂ

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ଗୁରୁବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଏମାନଙ୍କୁ ଫାଶୀ ଦିଆଯିବାକୁ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହାପରେ ଦୋଷୀଙ୍କ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri