ଦୀର୍ଘ ଦିନର ପୂରଣ ହେଲା ଆଶା: ନୂତନ କଲ୍ୟାଣ ମଣ୍ଡପର ଶୁଭାରମ୍ଭ କଲେ ବିଧାୟିକା
ରିଷିଡ଼ା,୧୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା କୁମ୍ଭାରପଡ଼ାଠାରେ ନୂତନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଉଦ୍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ…
ପରୀକ୍ଷା ନିୟମ କଡ଼ାକଡ଼ି କଲା CBSE: ଏତିକି ପ୍ରତିଶତ ଉପସ୍ଥାପନ, ୨ ବର୍ଷ ଅଧ୍ୟୟନ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୫।୯: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିର୍ଦ୍ଦେଶିକା ଜାରି କରିଛି। ନୂଆ ନିୟମ ଅନୁସାରେ, ପରୀକ୍ଷାରେ ବସିବା ପାଇଁ…
“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ
ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି।…
ICCରୁ ଏକ ଖାସ୍ ପୁରସ୍କାର ଜିତିଲେ ସିରାଜ, କ୍ୟାରିଅରରେ ପ୍ରଥମ ଥର ପାଇଁ ହାସଲ କଲେ…
ନୂଆଦିଲ୍ଲୀ, ୧୫।୯: ରବିବାର ଭାରତ ଏସିଆ କପରେ ପାକିସ୍ତାନକୁ ୭ ଉଇକେଟ୍ରେ ପରାସ୍ତ କରିଛି। ଏହାର ପରଦିନ, ICC ଅଗଷ୍ଟ ମାସ ପାଇଁ ପୁରୁଷ ଖେଳାଳି ମହମ୍ମଦ ସିରାଜଙ୍କୁ ମନୋନୀତ କରିଛି। ଇଂଲଣ୍ଡ ଗସ୍ତରେ ଓଭାଲ ଟେଷ୍ଟରେ ତାଙ୍କର ଜବରଦସ୍ତ ବୋଲିଂ…
ICCର ଦ୍ୱାରସ୍ଥ ହେଲା ପାକିସ୍ତାନ, ଏହି ବ୍ୟକ୍ତିଙ୍କୁ ତୁରନ୍ତ ହଟାଅ
ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସିଆ କପ ୨୦୨୫ରେ, ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ ଇଣ୍ଡିଆ…
ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ
ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି କଲେଜ…
ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ…
୧୫ ମାସରେ ୧ ଲକ୍ଷ ୭ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖମନ୍ତ୍ରୀ କହିଛନ୍ତି।…
ସାର ପାଇଁ ଉତ୍ତେଜନା:ଚାଷୀଙ୍କ ପକ୍ଷରୁ ରାସ୍ତାରୋକୋ
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ଚାଷୀଙ୍କୁ ସାରର ସୁଷମ ବଣ୍ଟନ କରାନଯାଇ ରବିବାର ରାତି ଅଧରେ ସମବାୟ ସମିତି ସମ୍ପାଦକ କିଛି ବ୍ୟବସାୟୀ ଓ…
ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି
ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଜଣେ ମହିଳା ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ବଛେଲା ଅଟାମି ଓରଫ ଜାନସୀ ଗରିଆବନ୍ଧ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ନଭରୀ ଏରିଆ ମାଓ…
ସୁଭଦ୍ରାରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର: ଶୁଭାରମ୍ଭ ହେଲା…
ଭୁବନେଶ୍ୱର,୧୫।୯: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଶୁଭାରମ୍ଭ କରିଛନ୍ତି। ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ। ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା, ଉତ୍ତର ମିଳୁ ନ ଥିଲା।…
ସଂସ୍କୃତ ବିଶ୍ୱବିଦ୍ୟାଳୟର ବଡ଼ ଯୋଜନା: ବେଙ୍ଗ-ପିମ୍ପୁଡ଼ିଙ୍କ ଗତିବିଧିରୁ କରାଯିବ ବର୍ଷାର ପୂର୍ବାନୁମାନ, ଜାଣନ୍ତୁ କିପରି…
ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ NIT କୋଲକାତାର ମିଳିତ ଉଦ୍ୟମରେ ପ୍ରାଚୀନ ପାଣିପାଗ ପୂର୍ବାନୁମାନ ପଦ୍ଧତି ଉପରେ ଏକ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହା ଅଧୀନରେ ପିମ୍ପୁଡ଼ିଙ୍କ ଗତିବିଧି ଏବଂ ବେଙ୍ଗଙ୍କ ଇଙ୍ଗିତରୁ ବର୍ଷାର ପୂର୍ବାନୁମାନ ଭଳି ପୁରୁଣା ପଦ୍ଧତିଗୁଡ଼ିକର ଅନୁସନ୍ଧାନ…
Archives


