ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା
ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ହତ୍ୟାକାଣ୍ଡରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ…
‘ଏକ୍ ଭିଲେନ୍’ ସିକୁଏଲରେ ନଜର ଆସିବେ ତାରା ସୁତରିୟା
୨୦୧୪ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ଏକ୍ ଭିଲେନ’କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ ଏହାର ଏହାର ସିକୁଏଲ ହେବ। ଏଥର ଫିଲ୍ମରେ ଜନ୍ ଅବ୍ରାହମ୍, ଆଦିତ୍ୟ ରୟ କପୁର ଏବଂ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ…
ଏପ୍ରିଲ ୨ରେ ପରଦାକୁ ଆସିବ ଇର୍ଫାନ୍ଙ୍କ ‘ଅପ୍ନୋ ସେ ବେବଫାଇ’
ଭେଟେରାନ ଅଭିନେତା ତଥା ଅନ୍ତର୍ଜାତୀୟ ତାରକା ଇରଫାନ୍ ଖାନ୍ ଲମ୍ବା ବ୍ୟବଧାନ ପରେ ପୁଣିଥରେ ଫିଲ୍ମ ‘ଇଂଗ୍ରେଜି ମିଡିୟମ୍’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତି ମଧ୍ୟରେ ଇର୍ଫାନ୍ଙ୍କ ଆଉ…
୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ଶ୍ରେୟା
ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ ଶ୍ରେୟା ଘୋଷାଲ। ଇତିମଧ୍ୟରେ ସେ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପୁରସ୍କାର ନିଜ ନାମରେ କରିପାରିଛନ୍ତି। ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗରେ ଜନ୍ମିତ ଶ୍ରେୟାଙ୍କର ଆଜି ହେଉଛି ଜନ୍ମଦିନ। ମାତ୍ର…
ରଙ୍ଗ ଲଗାଇ ଅସଦାଚରଣ, ଜେଲ ଗଲେ ଭିଣୋଇ
ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ହୋଲିରେ ଯୁବତୀଙ୍କୁ ରଙ୍ଗ ଲଗାଇବା ବାହାନାରେ ଅସଦାଚରଣ କରିଛନ୍ତି ଭିଣୋଇ। ଏନେଇ ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲା ଶରଣକୂଳ ଅଞ୍ଚଳରେ ହୋଇଥିବାବେଳେ ସେ ଖାରବେଳନଗର…
ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ: ଖାଲି ଷ୍ଟାଡିୟମରେ ଖେଳାଯିବ ବଳକା ମ୍ୟାଚ୍
ମୁମ୍ବାଇ, ୧୨।୩ (ପି.ଟି.)- ସଡ଼କ ସୁରକ୍ଷା ସଚେତନତା ଲାଗି ମୁମ୍ବାଇରେ ବର୍ତ୍ତମାନ ‘ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ’ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଚାଲିଛି। ଏଥିରେ ସଚିନ ତେନ୍ଦୁଲକର, ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କ ପରି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଅଂଶଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ…
ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର
ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ ସସ୍ମିତା ଷଡ଼ଙ୍ଗୀଙ୍କୁ ଜୀବନସାଥୀ କରିଛନ୍ତି ହରିୟାଣାର ଧର୍ମବୀର ଶର୍ମା। ବାତ୍ସଲ୍ୟ (ବିମଳାଦେବୀ ଚାରିଟେବୁଲ ସୋସାଇଟି)…
ମହାକାଶରେ ବନ୍ଧା କୋବି ଚାଷ କଲା ନାସା
ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ ଚାଷ…
ବନାରସରେ ଅଛନ୍ତି ଓଡ଼ିଆ ଫ୍ୟାନ୍
ଡିଆଇଡି ଲିଟିଲ ମାଷ୍ଟର ରିଅଲିଟି ଶୋ’ରେ ଚମତ୍କାର ଡ୍ୟାନ୍ସ କରି ନିଜ ପ୍ରତିଭା ଦେଖାଇଥିଲେ କଟକର ଶୈଳେନ୍ଦ୍ର ସାମନ୍ତରାୟ। ସଞ୍ଜୟ ଓ ମନୋରମା ସାମନ୍ତରାୟଙ୍କ ସାନପୁଅ ତଥା କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ଆଇନ ଛାତ୍ର ଶୈଳେନ୍ଦ୍ର ଓଡ଼ିଆ ମ୍ୟୁଜିକ୍ ଭିଡ଼ିଓ…
ଚିକେନ୍ ବେଗମ୍ ବାହାର
ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖିତ୍ ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଗ୍ରାହକଙ୍କ ଚାହିଦାକୁ ଦେଖି ସି ବିଚ୍ ରୋଡରେ ଥିବା ଗୋଲ୍ଡେନ ଟ୍ରି ହୋଟେଲରେ ଉଭୟ ଆମିଷ ଓ ନିରାମିଷ…
ଡରାଉଛି କରୋନା: ଚିକେନ୍, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ
କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭୟରେ ଲୋକେ ଚିକେନ୍, ମଟନ ଖାଇବା ଏକପ୍ରକାର ଛାଡ଼ିଦେଲେଣି। ଲୋକେ ଆମିଷ…
କରୋନା ମୁକାବିଲା ପ୍ରସ୍ତୁତି: ଦେଶର ୫୨ ଯାଞ୍ଚ୍ କେନ୍ଦ୍ରରେ ପରୀକ୍ଷା ହେଉଛି ସନ୍ଦିଗ୍ଧଙ୍କ ୫ ନମୂନା
ନୂଆଦିଲ୍ଲୀ,୧୨।୩ : ପୃଥିବୀର ୧୨୧ଟି ଦେଶରେ କରୋନା ସଂକ୍ରମଣ ହୋଇଛି। ଦିନକୁ ଦିନ ଏଥିରେ ଗୋଟିଏ ପରେ ଗୋଟିଏ ଦେଶ ଯୋଡ଼ି ହେବାରେ ଲାଗିଛନ୍ତିି। ଭାରତରେ ସନ୍ଦିଗ୍ଧଙ୍କ ନମୂନା ଯାଞ୍ଚ୍ ପାଇଁ ୫୨ଟି କେନ୍ଦ୍ର ସ୍ଥାପିତ ହୋଇଛି। ଏସବୁ କେନ୍ଦ୍ରରେ ୫ଟି…
Archives


