GST 2.0 ଲାଗୁ ପରେ ଏହି କାର୍, ବାଇକ୍ ମୂଲ୍ୟରେ ହେବ ବୃହତ୍ ହ୍ରାସ, ଦେଖନ୍ତୁ ତାଲିକା
ନୂଆଦିଲ୍ଲୀ,୨୧।୯: ଭାରତରେ ଅଟୋମୋବାଇଲ୍ କ୍ରେତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର 22 ରୁ ଲାଗୁ ହେବାକୁ ଥିବା GST 2.0 ନୂଆ ଟିକସ ହାର ସହିତ କାର୍ ଓ ଦୁଇ-ଚକିଆ ଯାନର ମୂଲ୍ୟରେ ବୃହତ୍ ହ୍ରାସ ଆଣିବ। ଏହି ମୂଲ୍ୟ ହ୍ରାସ…
ଦିଗପହଣ୍ଡିରେ ମାତିଛି ବାଘ ଆତଙ୍କ: ବନବିଭାଗର ତନାଘନା
ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲ ବି. ତୁରୁବୁଡିି ଫରେଷ୍ଟ ବିଟର ଖଜୁରୀପଲ୍ଲୀ ଗ୍ରାମରେ ବାଘ ଆତଙ୍କ ଲାଗି ରହିଛି। ରବିବାର ଗ୍ରାମ ସଂଲଗ୍ନ ଚାଷ ଜମି ହିଡରେ କିଛି ଚାଷୀ…
GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…
ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି ଦୁଇ…
ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ବୌଦ୍ଧ,୨୧।୯: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା-ଛତ୍ରପୁର ଗାଁ ମଧ୍ୟ ଭାଗରେ ଥିବାରେ ଏକ ବାଣ ଗୋଦାମରେ ରବିବାର ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟି ୨ରେ ପହଞ୍ଚିଛି। ଜଣେ ମହିଳା ନିଖୋଜ ଥିବା…
ପାଣି ଭିତରେ ପଶି ଯାଉଛନ୍ତି ସରକାରୀ ବାବୁ, ଲୋକେ ଗୁହାରି କରିବେ କାହାକୁ
ଧର୍ମଶାଳା,୨୧ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ପାଣି ଜମି ରହିଛି। ଯାହା ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଜାରକା ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାହା କେତେଦୂର…
ଦୁଇ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରିନେଇଥିଲେ ଦୁଇ ଯୁବକ, ପୂରା ଘଟଣା ଜଣାପଡ଼ିବା ପରେ…
ମହାକାଳପଡ଼ା,୨୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ଦୁଇ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରି ଉକ୍ତ ଗ୍ରାମର ଦୁଇ ଯୁବକ ଏକ କାର୍ରେ ଅପହରଣ କରିନେଇଥିଲେ। ପରେ…
ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ PM ମୋଦି, ହୋଇପାରେ ବଡ଼ ଘୋଷଣା…
ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ସୋମବାର ୨୨ ସେପ୍ଟେମ୍ବରରୁ ଲାଗୁ ହେବାକୁ ଥିବା GST (ଜିଏସ୍ଟି) ସୁଧାର ବିଷୟରେ ଆଲୋଚନା କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ତାଙ୍କ ସା ସମ୍ବୋଧନର…
୧୨୫ ପୋଲିସ ହୋମଗାର୍ଡ ପଦବୀ: ଆବେଦନ କରିଥିଲେ ୭୨୮୧ ପିଲା, ପରୀକ୍ଷା ଦେଲେ ୫୬୯୦ ପରୀକ୍ଷାର୍ଥୀ
କୋରାପୁଟ,୨୧ା୯(ଅମିତାଭ ବେହେରା): ରବିବାର କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ପୋଲିସ ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଚାଲିଛି। ସୂଚନା ଥାଉକି, ମୋଟ୍ ୧୨୫ଟି ପଦବୀ ପାଇଁ ଏହି ପରୀକ୍ଷା ହୋଇଥିବାବେଳେ ଏଥିପାଇଁ ମୋଟ୍ ୭ ହଜାର ୨୮୧ ଜଣ…
କେବଳ ୩୪୫୪ ଟଙ୍କା EMIରେ ମିଳୁଛି iPhone 17, ଜାଣନ୍ତୁ ଅଫର୍…
ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର…
ବବି ଦାସଙ୍କୁ ଆକାଶ ଦାସ ନାୟକଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯଦି ମୋ’ ବିରୋଧରେ ଲଢ଼େଇ କରିବେ ତା’ହେଲେ…
ଭୁବନେଶ୍ୱର,୨୧ା୯: ବିଜେଡି ନେତା ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ ଭାଜପା ବିଧାୟକ ଆକାଶ ଦାସ ନାୟକ କଡ଼ା କାଉଣ୍ଟର କରିଛନ୍ତି। ବବିଙ୍କ ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି, କ୍ଷମତାର ଶୀର୍ଷରେ…
ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଗଣଦୌଡ଼
ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ଜାତୀୟ ସ୍ତରରେ ଗତ ୧୭ ସେପ୍ଟେମ୍ବରଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସେବା ପକ୍ଷର ଅଂଶରୂପ ରବିବାର ବରଗଡ଼ ଜିଲା ପ୍ରଶାସନ ତଥା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନମୋ ଯୁବ ରନ୍: ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।…
ଜେଲ୍ ପଛରୁ ମିଳିଲା ଫେରାର ଥିବା ବିଚାରାଧୀନ କଏଦୀଙ୍କ ମୃତଦେହ
ରାଉରକେଲା,୨୧ା୯(ସଙ୍ଗୀତା ଜେନା): ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Archives


