ସଚେତନ କରୁଛି ରାପିଡ୍ ରେସପନ୍ସ ଟିମ୍
ବରଗଡ଼ ଅଫିସ୍,୧୮।୪: କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ, ସତର୍କତା ଏବଂ ସଚେତନତା…
କନବାର ଗାଁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଗଲା
ବରଗଡ଼ ଅଫିସ୍,୧୮।୪: ଘାତକ କରୋନା(କୋଭିଡ୍-୧୯) ଭୂତାଣୁକୁ ନେଇ ସବୁଆଡ଼େ ଭୟ ଘାରିଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା, ସତର୍କତା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି କ୍ରମରେ ବରଗଡ଼ର ଲକ୍ଷ୍ମୀ ଏସଏଚଜି ଗ୍ରୁପ ପକ୍ଷରୁ କନବାର ଗ୍ରାମରେ…
ହାଇ ରିସ୍କ ଥିବା ରାଜ୍ୟର ୯ ଜିଲାରେ ଗଡ଼ିବନି ଘରୋଇ ବସ୍
ଭୁବନେଶ୍ୱର,୧୮।୪(ବ୍ୟୁରୋ): ଏପ୍ରିଲ ୧୪ ପରେ ଦେଶରେ ଲକ୍ଡାଉନ୍ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବୃଦ୍ଧି ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇ ରିସ୍କ…
ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ
ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ…
ଖାଦ୍ୟ ପାଇଲେ ଘାଟି ଉପରେ ରହୁଥିବା ଭୋକିଲା ମାଙ୍କଡପଲ
ଲାଞ୍ଜିଗଡ,୧୮।୪(ଡି.ଏନ୍.ଏ): ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ରାସ୍ତାରେ ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡଙ୍କୁ ଲକ୍ ଡାଉନ ଭୋକିଲା ରଖିଛି। ଏବେ ଲାଞ୍ଜିଗଡରୋଡର ଯୋଗମୟା ଏସ୍ଏସ୍ଜି ଗ୍ରୁପ କିନ୍ତୁ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛି। ଏହି ମହିଳା…
ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର
ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ ଶହ କରୋନା ସଂକ୍ରମିତ ଲୋକ ଆସୁଛନ୍ତି। ଏହାସହ ଆମେରିକାରେ ପ୍ରତିଦିନ ହଜାର ହଜାର କରୋନା…
ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି
ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ ରୂପାୟନ କରି ସୁଇଜରଲାଣ୍ଡ୍ର ଆଲପ୍ସ୍ ପର୍ବତରେ ଲାଇଟ୍ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ ପତାକା…
ଦୁର୍ଗମ ଅଞ୍ଚଳ ନିୟମଗିରି ପାଦଦେଶର ଅଧିବାସୀଙ୍କୁ ସଚେତନ କଲେ ବିଡିଓ
ଲାଞ୍ଜିଗଡ,୧୮।୪(ଡି.ଏନ୍.ଏ):କରୋନା ମୁକାବିଲା ନେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଯାଇଛି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କରେ ଲୋକଙ୍କୁ ସତେନ କରିଛନ୍ତି। ତ୍ରିଲୋଚନପୁର…
କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ
ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି। କିଛିଦିନ…
ରାସ୍ତାରେ ବାଡ଼, ଫେରିଗଲା ଆମ୍ବୁଲାନ୍ସ
ବାମରା, ୧୮।୪ (ଡି.ଏନ.ଏ)- ସୁନ୍ଦରଗଡରେ ୨ଜଣ କରୋନା ପୋଜିଟିଭ ଚିହ୍ନଟ ହେବା ପରଠାରୁ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ମାତ୍ର କେତେକ ସିଲ୍ ଥିବା ସ୍ଥାନରେ କୌଣସି ଜଗୁଆଳି ନ ଥିବା କାରଣରୁ ଅତ୍ୟାବଶ୍ୟକ…
ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!
ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସାନିଟାଇଜେଶନକୁ ସବୁଠି ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ଏମିତି ଏକ…
୨ ବଙ୍ଗୀୟ ଯୁବକଙ୍କୁ ଧରିନେଲା ପୋଲିସ
ନୂଆଗାଁ, ୧୮।୪ (ଡି.ଏନ.ଏ.)- ଦେଶ ଓ ରାଜ୍ୟ କରୋନା ପାଇଁ ଲକ୍ ଡାଉନ ରହିଛି। ହେଲେ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁକୁ ଏକ ପିକଅପ୍ ଭ୍ୟାନ (ଡବ୍ଲୁବି ୧୯ ଜେ- ୯୯୨୬)ରେ…
Archives


