Home Left

ଜୁଆଆଡ୍ଡାରେ ଚଢାଉ, ୫ ଗିରଫ

ବୁଗୁଡା,୧୮ା୪(ଡି.ଏନ୍‌.ଏ.)- ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ନିକଟ ଏକ କାଜୁ ତୋଟାରେ ଶନିବାର ଅପରାହ୍ନରେ ବୁଗୁଡା ପୋଲିସ ଚଢାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯୨୦୦ଟଙ୍କା ସହ ଖେଳ ସାମଗ୍ରୀ ଜବତ କରିଛି। ଗିରଫମାନେ କରସିଙ୍ଗି…

ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଲକ୍‌ଡ଼ାଉନ ପୂର୍ବରୁ ଏକ ବିଦେଶୀ ମଦ ଭର୍ତ୍ତି ଟ୍ରକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ଏହି ସମୟରେ ଲକ୍‌ଡ଼ାଉନ ଘୋଷଣା ହୋଇଯାଇଥିଲା। ଚାଳକ ନିଜ ଗ୍ରାମକୁ ଟ୍ରକଟିକୁ ନେଇ ଆସିଥିଲେ। ଗଁାରେ ରଖିବା ସମୟରେ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ…

୧୦୦ଜଣଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ

ଗଞ୍ଜାମ,୧୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ଗରିବ, ଅସହାୟ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। କାମଧନ୍ଦା ବନ୍ଦ ଯୋଗୁ ଜିବନ ଜୀବିକା ପ୍ରଭାବିତ ହେବା ସହ ଖାଦ୍ୟ ଯୋଗାଡରେ ସମସ୍ୟା ଦେଖାଦେଉଛି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କୁ ସହାୟତା…

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୯ ତମ ରାଜ୍ୟ। ଆଲାସ୍କା ଆମେରିକାର ଏକ ଅଂଶ ନୁହେଁ ।…

ଟୋକିଓ: ଗୃହହୀନ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ଚାହୁଁଛନ୍ତି

ଟୋକିଓ,୧୮।୪(ଏପି): କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରିଥିବା ବେଳେ ଟୋକିଓରେ ଗୃହହୀନଙ୍କ ଏକ ବର୍ଗ ତଥା ସମୁଦାୟ ଏକ ଭିନ୍ନ ପ୍ରକାର ଦାବି ଉପସ୍ଥାପନା କରିଛନ୍ତି। ଏମାନେ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ପିଟିଶନ ଦାୟର କରିଛନ୍ତି। ଏହି କ୍ରୀଡ଼ାଗ୍ରାମରେ…

ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଶନିବାର ରାଜ୍ୟରେ ୩ କରୋନା ଆକ୍ରାନ୍ତ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଟଙ୍କା ସହାୟତା ପ୍ରଦାନ କଲା ଚନ୍ଦାହାଣ୍ଡି ଶିକ୍ଷା ବିଭାଗ

ଚନ୍ଦାହାଣ୍ଡି,୧୮ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଇଓ ଭଜନଲାଲ ମାଝିଙ୍କ ନେତୃତ୍ୱରେ ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩…

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ ବାସଭବନରେ ଅପରାହ୍ନରେ ତାଙ୍କର ବିୟୋଗ ହୋଇଛି। ଏହି ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ବିସିସିଆଇର ‘ଟିମ୍‌ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍‌-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ। ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧି ବାହାରନ୍ତୁ ବୋଲି ସରକାରଙ୍କ ତରଫରୁ ଅପିଲ…

୨୦୨୨ ପିଫା ବିଶ୍ୱକପ୍‌: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବ

ଅସୁନ୍‌ସିଅନ,୧୮।୪(ଏଏଫ୍‌ପି)- ଖୁବ୍‌ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା ଫୁଟବଲ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ ଆରମ୍ଭ ହେବ ବୋଲି ଦକ୍ଷିଣ ଆମେରିକା ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ…

ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ବଜାୟ ରହିବ: ରିଜିଜୁ

ନୂଆଦିଲ୍ଲୀ, ୧୮।୪(ପି.ଟି.)- ଦେଶରେ ଥିବା ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ପରିଚାଳନାରେ ସରକାର ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏନ୍‌ଏସ୍‌ଏଫ୍‌ଗୁଡିକର ସ୍ବାୟତ୍ତତା ପୂର୍ବପରି ବଜାୟ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।…

ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ: ପିଟରସନ

ମୁମ୍ବାଇ,୧୮।୪ (ପି.ଟି.)- ଇଂଲଣ୍ଡ ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ କେଭିନ ପିଟରସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଧୋନୀ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ବୋଲି ସେ ମତ ଦେଇଛନ୍ତି। ଦୁଇଟି ବିଶ୍ୱକପ୍‌ ଜିତିଥିବା ଧୋନୀଙ୍କୁ ବିନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri