୬ ଇନ୍ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍
କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା ବିସ୍ତାର କରୁଥିବାବେଳେ ତା’ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। ଏଥିରେ…
ଲକ୍ଡାଉନ୍ରେ ବି ଗୁରୁଦାୟିତ୍ୱ ଭୁଲିନାହାନ୍ତି ପିକକ୍ମ୍ୟାନ୍
ତ୍ରିନାଥ ମହାନ୍ତି ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ମହାମାରୀ ପାଇଁ ସାରା ଦେଶରେ ମାସେରୁ ଊର୍ଦ୍ଧ୍ୱ ହେଲାଣି ଲକ୍ଡାଉନ୍ ଜାରି ରହିଛି। ରୋଜଗାର ହରାଇ ଲୋକେ ଘରେ ରହିଛନ୍ତି। ଲୋକେ ପେଟ ଚିନ୍ତାରେ ଦିନରାତି ଘାରି ହେଉଥିବାବେଳେ ପଶୁପକ୍ଷୀଙ୍କ କଥା ଭାବିବାକୁ କାହାର ସମୟ…
ଆମେରିକାରେ କରୋନା ନେଲାଣି ୫୮ ହଜାର ମୁଣ୍ଡ: ଭିଏତ୍ନାମ୍ ଯୁଦ୍ଧ ମୃତ୍ୟୁ ସଂଖ୍ୟାକୁ ଟପିଲା
ଓ୍ବାଶିଂଟନ,୨୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫୮,୩୫୫ରେ ପହଞ୍ଚିଛି। ଯାହାକି ୨୦ ବର୍ଷ ଧରି ଚାଲିଥିବା ଭିଏତ୍ନାମ୍ ଯୁଦ୍ଧର ମୃତ୍ୟୁ ସଂଖ୍ୟାକୁ ପଛରେ ପକାଇଛି।…
କଣ୍ଟେନମେଣ୍ଟ ଜୋନ୍ରେ ନଜର ରଖିବ ଡ୍ରୋନ୍
ଭଦ୍ରକ ଅଫିସ,୨୯ା୪ ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ପୁଣି ୩ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୨ ଓ ଅନ୍ୟ…
ଭୁବନେଶ୍ୱରରେ କୋହଳ ହେଲା କଟକଣା
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଭୁବନେଶ୍ୱରରେ ବ୍ୟବସାୟିକ କଟକଣାକୁ କୋହଳ କରାଯାଇଛି। ଏନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାରଠାରୁ ବିଏମ୍ସି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରସେରି, ଫଳ, ପନିପରିବା, ମାଛ,ମାଂସ, ଓମ୍ଫେଡ ଷ୍ଟଲ…
ତାତି ଭାଙ୍ଗିବ ରେକର୍ଡ
ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତାତି ରେକର୍ଡ ଭାଙ୍ଗିବା ୫୦ରୁ ୭୫ ପ୍ରତିଶତ ସମ୍ଭାବନା ରହିଥିବା ପ୍ରକାଶିତ ଏକ…
ଆଜି ବିଶ୍ୱ ନୃତ୍ୟ ଦିବସ: ମଞ୍ଚ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍ଫର୍ମ
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ମଞ୍ଚରେ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍ଫର୍ମରେ ପାଳନ ହେବ ବିଶ୍ୱ ନୃତ୍ୟ ଦିବସ। ସୋସିଆଲ ମିଡ଼ିଆରେ ଏକାଠି ହେବେ ବିଶ୍ୱର କୋଣ ଅନୁକୋଣର ନୃତ୍ୟଶିଳ୍ପୀ। ଶାସ୍ତ୍ରୀୟ ନୃତ୍ୟର ଗୁରୁତ୍ୱକୁ ବିଶ୍ୱବାସୀଙ୍କ ଆଗରେ ଏଭଳି ନିଆରା ଢଙ୍ଗରେ ଉପସ୍ଥାପନ କରିବେ। କରୋନା…
ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ
ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ଏବେ ବ୍ରିଟେନରେ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…
କ୍ଷମତା ଲୋଭରେ ବିପଦକୁ ଆମନ୍ତ୍ରଣ: କୋଭିଡ୍-୧୯କୁ ଅସ୍ତ୍ରକରି ସତ୍ୟର କଣ୍ଠରୋଧ
ବେଜିଂ,୨୯।୪: କ୍ଷମତାସୀନ ନେତାମାନେ ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ କ୍ଷମତାର ଅପବ୍ୟବହାର କରିଚାଲିଛନ୍ତି। ଏପରି କି ମୁକ୍ତ ସାମ୍ବାଦିକତାର କଣ୍ଠରୋଧ କରି ନିଜକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତି କରୋନା ଭାଇରସ୍ ସଙ୍କଟ ବିଭିନ୍ନ ରାଷ୍ଟ୍ରରେ ସମାଲୋଚକଙ୍କୁ…
ଖରା ଛୁଟିରେ ଖୋଲିବ ହାଇକୋର୍ଟ, ନିମ୍ନକୋଟ
କଟକ ଅଫିସ,୨୯।୪: ଚଳିତବର୍ଷ ଖରାଛୁଟିରେ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ ବନ୍ଦ ରହିବ ନାହିଁ। ମଙ୍ଗଳବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଜିଷ୍ଟ୍ରାର୍ (ଜୁଡ଼ିସିଆଲ୍) ଲଳିତ କୁମାର ଦାସଙ୍କ ତରଫରୁ କୁହାଯାଇଛି ଯେ, ଲକ୍ଡାଉନ୍ ଯୋଗୁ କୋର୍ଟଗୁଡ଼ିକ ଏକ ପ୍ରକାର ବନ୍ଦ ରହିଛି।…
ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୯ା୪(ବ୍ୟୁରୋ) ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୯ କି.ମି. ଉପରେ ଦକ୍ଷିଣ ଛତିଶଗଡ଼ରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪…
୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ
ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି। ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ କହିଛନ୍ତି, ଏହି ମହାମାରୀକୁ ରୋକିବାକୁ ହେଲେ…
Archives


