Home Left

୨୫ ଲକ୍ଷ ମହିଳାଙ୍କୁ ଫ୍ରି’ LPG କନେକ୍ସନ: ଜାଣନ୍ତୁ କେମିତି କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୪।୯: GST ପରେ, ଭାରତ ସରକାର ଏବେ ଗରିବ ମହିଳାଙ୍କୁ ଏକ ନୂତନ ଉପହାର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୨.୫ ନିୟୁତ ଗରିବ ମହିଳାଙ୍କୁ ଅତିରିକ୍ତ ମାଗଣା LPG…

ଝରକା ଗ୍ରିଲ ତାଡି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ବାସୁଦେବପୁର,୨୪।୯ (କାଳି ପଦ ରାୟ): ବାସୁଦେବପୁର ନୟାକନିଡ଼ିହି ଥାନା ଅଧୀନ ବାଲିମେଦ ପଂଚାୟତର ଦୟାନିଧିପୁର ଗ୍ରାମର ସନ୍ତୋଷ ନାୟକଙ୍କ ଘରୁ ମଙ୍ଗଳବାର ବିଳମ୍ବିତରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ ଓ କବାଟ ଭାଙ୍ଗି, ପଲଙ୍କ ଡ୍ରରେ ଥିବା ସୁନା ଚେନ…

ଏହି ଗୋଟିଏ ରାଶି ପାଇଁ ସବୁଠୁ ଭଲ ଅକ୍ଟୋବର, ମିଳିବ କେବଳ ସଫଳତା ହିଁ ସଫଳତା

ଅକ୍ଟୋବର ମାସଟି ୧୨ ରାଶି ମଧ୍ୟରୁ ଗୋଟିଏ ରାଶି ପାଇଁ ବହୁତ ଚମତ୍କାର। ଅକ୍ଟୋବରରେ କେବଳ ମିଳିବ ସଫଳତା ହିଁ ସଳଫତା। ଏପରି ସୌଭାଗ୍ୟଶାଳୀ ରାଶି ହେଉଛି ମକର। ମାସର ପ୍ରଥମାର୍ଦ୍ଧ ସୁଦ୍ଧା, ମକର ରାଶି ବ୍ୟକ୍ତି ବିଶେଷଙ୍କ କ୍ୟାରିୟର, ବ୍ୟବସାୟ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପର ଧର୍ମଶାଳା ବ୍ଲକ ପ୍ରଶାସନ 

ଧର୍ମଶାଳା,୨୪।୯(ଶିବପ୍ରାସାଦ ମହାନ୍ତି ଧର୍ମଶାଳା): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟଳୟ ମୂଖ୍ୟ ଗେଟ ସମ୍ମୁଖରେ ପାଣି ଜମି ରହୁଥିବା ଫଳରେ ଯାତାୟତରେ ସମସ୍ୟା ହେଉଥିବା ନେଇ ଧରିତ୍ରୀ ପୋର୍ଟାଲ ଏବଂ ଧରିତ୍ରୀ ଖବରକାଗଜରେ ଗତ ୨୧ତାରିଖରେ ଖବରପ୍ରକାଶ ପାଇଥିଲା। ଯାହା ଫଳରେ…

ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୪।୯:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଭାରତ ଏହି ବିବାଦକୁ ପ୍ରୋତ୍ସାହିତ କରୁଛି କି ନାହିଁ ସେ ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ ଅଛି…

ଏହି ଦଳ ବିରୋଧରେ ICC ନେଲା ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରିକେଟ ବୋର୍ଡକୁ କଲା ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୪।୯: ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଏସିଆ କପ ୨୦୨୫ର ସୁପର ଫୋର୍‌ ରେ ଖେଳୁଛନ୍ତି। ଟୁର୍ନାମେଣ୍ଟ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସଂସ୍କରଣରେ ପାକିସ୍ତାନ କ୍ରିକେଟ ଦଳ ବିବାଦ ପାଇଁ ଖବରରେ ରହିଛି। ସେମାନେ ଭାରତ…

ଭାରତକୁ ନେଇ ଏମିତି କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ମୋଦି ଏବେ…

ନୂଆଦିଲ୍ଲୀ,୨୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱରେ ଦ୍ୱନ୍ଦ୍ୱ ସମାଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମେଲୋନି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ଜିୟା ମେଲୋନି ଏହି…

ସମ୍ବଲପୁରରେ ପ୍ରବଳ ବର୍ଷା:  ଜନଜୀବନ ଅସ୍ତବ୍ୟସ୍ତ  ଘରେ ପଶିଲା ପାଣି

ସମ୍ବଲପୁର,୨୪।୯(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଦୁଇଦିନ ଧରି  ନିରବଚ୍ଛିନ ଭାବେ ପ୍ରବଳ ବର୍ଷା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ବସ୍ତି ଅଞ୍ଚଳ ଜଳମଗ୍ନ ହେବାସହ ସହରରେ ଏକ ପ୍ରକାର ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ…

ଜଙ୍ଗଲ ଚନ୍ଦା, ପାହାଡ଼ ଲଣ୍ଡା:ପୂର୍ବରୁ କାନ୍ଦୁଲ ଏବେ ମକା ସାଜିଛି କାଳ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦିନକୁ ଦିନ ମକା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭଲ ରୋଜଗାର ମଧ୍ୟ ମକା ଦେଇଛି। କମ ସମୟ ମଧ୍ୟରେ ମକା ଅମଳ ହେଉଛି। ଆଉ ଚାଷୀ ଲାଭବାନ ମଧ୍ୟ…

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ: ବାଘଡ଼ା ଛକ ନିକଟରେ ମାଡିବସିଲା ପୋଲିସ

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଗୋ ଚାଲାଣ ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଏଥିସହ ଗାଡ଼ି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୧୧ଏଫ୍‌-୫୫୩୩)ରେ ୫…

POK ଖାଲି କର, ଆଉ ଚଳିବ ନାହିଁ ମିଛ: ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ସମାଲୋଚନା କରିଛି। ଜେନିଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭର୍ତ୍ସନା କରିଛି। ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ…

ଧରିତ୍ରୀରେ ଖବର ପ୍ରକାଶ ପରେ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ନିର୍ମାଣ

ଦାରିଙ୍ଗବାଡି,୨୪।୯ (ଅରୁଣ ସାହୁ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ଖାଦ୍ୟରେ ମାଣ୍ଡିଆ ଲଡ଼ୁ ଆଦି ପ୍ରଦାନ କରୁଛନ୍ତି। ଏଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri