ମୋଦି ସରକାରଙ୍କ ୨.୦କୁ ଗୋଟିଏ ବର୍ଷ: ଜାତି ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ…
ଲ୍ୟାବ୍ରେ କରୋନା ଭୂତାଣୁ କଲ୍ଚର କଲେ ଭାରତୀୟ ବୈଜ୍ଞାନିକ
ହାଇଦ୍ରାବାଦ୍,୩୦।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଲ୍ୟାବ୍ରେ କରୋନା ଭୂତାଣୁ କଲ୍ଚର କରି ସଫଳତା ହାସଲ କରିଛନ୍ତି। ସିଏସ୍ଆଇଆର୍ ଏବଂ ହାଇଦ୍ରାବାଦ୍ର ସିସିଏମ୍ବି ପକ୍ଷରୁ…
ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା
ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍ନିସିଆନ୍ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ ପଳାଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଏହି…
ପାକ୍ର ଓଆଇସି ଗୋଷ୍ଠୀ ଗଠନ ଉଦ୍ୟମ ପଣ୍ଡ
ଜାତିସଂଘ,୩୦ା୫: ଜାତିସଂଘରେ ଇସ୍ଲାମିକ ସହଯୋଗ ସଂଗଠନ (ଓଆଇସି) ପ୍ରତିନିଧିମାନଙ୍କୁ ନେଇ ଇସ୍ଲାମଫୋବିଆ ଉପରେ ଏକ ଅନୌପଚାରିକ ଗୋଷ୍ଠୀ ଗଠନ ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ମାଳଦ୍ୱୀପ ଏବଂ ୟୁଏଇ। ଇସ୍ଲାମଫୋବିଆ ନାମରେ ଏହି ପ୍ରତିନିଧିମାନେ ଭାରତକୁ ଏକ ଘରକିଆ…
ହଂକଂ ସୁରକ୍ଷା ଆଇନକୁ କଡ଼ା ବିରୋଧ
ବେଜିଂ,୩୦ା୫: ଚାଇନା ପାର୍ଲାମେଣ୍ଟରେ ବେଜିଂ ସୁରକ୍ଷା ବିଲ୍ ପାସ୍ ହେବାର ଦିନକ ପରେ ଏହାକୁ କଡ଼ା ବିରୋଧ କରାଯାଇଛି। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ଏହି ପ୍ରସ୍ତାବିତ ଆଇନ ପ୍ରତିବାଦରେ ଶୁକ୍ରବାର ଏକ ମିଳିତ ବିବୃତି ଜାରି କରିଛନ୍ତି। ହଂକଂ…
ଟ୍ରମ୍ପ୍ଙ୍କ ଟୁଇଟ୍କୁ ଉଡ଼ାଇଦେଲା ଟୁଇଟର
ଓ୍ବାଶିଂଟନ,୩୦ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସଦ୍ୟ ଟୁଇଟ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉଡ଼ାଇଦେବା ସହ ଏହା ହିଂସା ବଢ଼ାଇବା ବିରୋଧୀ ନିୟମର ଉଲ୍ଲଂଘନ କରୁଥିବା ନେଇ ସତର୍କ କରାଇଦେଇଛି। ତୃତୀୟ ପକ୍ଷ ୟୁଜର ପୋଷ୍ଟ କରୁଥିବା ବିଷୟର…
ଇଣ୍ଡିଆ ବଦଳରେ ଭାରତ
ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି।…
ହିଜ୍ବୁଲ ମୁଖ୍ୟଙ୍କୁ ପାକ୍ରେ ଆକ୍ରମଣ
ଇସ୍ଲାମାବାଦ,୩୦।୫: ପାକିସ୍ତାନରେ ହିଜ୍ବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଆକ୍ରମଣ କରାଯାଇଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ପାକିସ୍ତାନ ଆଇଏସ୍ଆଇର ଯୋଜନା କ୍ରମେ ୨୫ ତାରିଖରେ ସଲାହୁଦ୍ଦିନଙ୍କ ଉପରେ ଆକ୍ରମଣ କରାଯାଇଛି। ସଲାହୁଦ୍ଦିନଙ୍କୁ ଜୀବନରେ ମାରିବା ଲାଗି ନୁହେଁ…
ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍ରୁ ହଟାଗଲା
ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍ ମାମଲା ବିଚାର କରୁଥିବା ଗୁଜରାଟ ହାଇକୋର୍ଟ ବେଞ୍ଚ୍ରୁ ଗୁରୁବାର ହଟାଇଦିଆଯାଇଛି। ଗତ ୨୨ ତାରିଖରେ ଉକ୍ତ ଖଣ୍ଡପୀଠ ଦେଇଥିବା…
କାମାଥ ହୋଇପାରନ୍ତି ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୩୦ା୫: ଜଣାଶୁଣା ବ୍ୟାଙ୍କର୍ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତଥ୍ୟାଭିଜ୍ଞ ମହଲରେ ଚାଲିଥିବା ଆଲୋଚନାକୁ ସତ ବୋଲି ମାନିଲେ ୫ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ରାଷ୍ଟ୍ର ନେତୃତ୍ୱାଧୀନ ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ…
ବିଦ୍ୟୁତ୍ ବିଲ୍କୁ ନେଇ ଚିନ୍ତାରେ ଉପଭୋକ୍ତା
ଚିତ୍ରଡା,୩୦ା୫(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଞ୍ଚଳରେ ନେସ୍କୋ ପକ୍ଷରୁ ଚଳିତ ମାସରେ ପ୍ରଦାନ କରାଯାଇଥିବା ବିଦ୍ୟୁତ୍ ବିଲ୍କୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲକ୍ଡାଉନ ଯୋଗୁ ସରକାରଙ୍କ ଘୋଷଣା କ୍ରମେ ବିଲ୍ ପ୍ରଦାନ କରାଯାଇ ନ ଥିଲା ବେଳେ ଦୀର୍ଘ…
୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି
ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ ତ୍ରୈମାସରେ ଅର୍ଥ ବ୍ୟବସ୍ଥା ଗତି ଧୀମା ହୋଇଯାଇଛି। ଖାଉଟି ଚାହିଦା ଏବଂ ଘରୋଇ ନିବେଶ…
Archives


