ମାଙ୍କଡ଼କୁ ଗ୍ଲାସରେ ପାଣି ପିଆଉଛନ୍ତି ବାବା, ଆଉ ତା ପରେ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…
ଖୁସି ଖବର: ଚଳିତ ମାସରେ ଭାରତରେ ଟ୍ରାଏଲ କରାଯିବ ରୁଷିଆ ଟିକା !
ମସ୍କୋ,୮।୯: ରୁଷିଆର କରୋନା ଭାଇରସ ଟିକା ସ୍ପୁଟନିକ-୫ର ଅନ୍ତିମ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଭାରତରେ ଆରମ୍ଭ କରାଯିବ ବୋଲି ଜଣାପଡିଛି। ତେବେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅର୍ଥ ଯୋଗଇ ଦେଉଥିବା ଏଜେନ୍ସି ରଷିୟାନ ଡାଇରେକ୍ଟର ଇନଭେଷ୍ଟ ଫଣ୍ଡ(ଆର୍ଡିଆଇଏଫ୍)ର ସିଇଓ…
୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ
କାମେଙ୍ଗ, ୮।୯: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ ଚାଇନାର ୧୩ ଚମରୀ ଗାଈ ଏବଂ ୪ ବାଛୁରୀ ପଶିଆସିଥିଲେ। ଚରିବା ସମୟରେ ସେମାନେ…
ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା
ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…
ଡ୍ରଗ୍ସ କାରବାରରେ ଗିରଫ ହେଲେ ଏହି ଅଭିନେତ୍ରୀ
ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଜାରି ରଖିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୋଲିସ। ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପୋଲିସ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ସମେତ…
ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!
ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା ଅନ୍ୟତମ। କାରଣ ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ। ଯେଉଁ ଦେଶର ଲୋକମାନେ…
ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି: ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ କୁଶପୁତଳିକା ଦାହ
ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ ସମ୍ମାନ’ ନାରା ଦେଇ ଆସୁଥିବା ସରକାରୀ ଦଳର ଜଣେ ଏମ୍ପି ନିଜ ସ୍ତ୍ରୀଙ୍କୁ ନିର୍ଯାତନା…
ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ
ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ ବିପକ୍ଷ କରୋନା ଟିକାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ କରୋନା…
ଚାଇନା ବିରୋଧରେ ପିଓକେରେ ମଶାଲ ରାଲି
ମୁଜାଫରବାଦ୍, ୮।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଇନା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସ୍ଥାନୀୟ ମୁଜାଫରବାଦ୍ରେ ନୀଲମ୍ ଏବଂ ଝେଲମ୍ ନଦୀରେ ନିର୍ମିତ ହେଉଥିବା ବନ୍ଧକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ମଶାଲ ରାଲି କରିଛନ୍ତି। ଏହି ବନ୍ଧ ଚାଇନା କମ୍ପାନୀ…
ଅନୁଭବ ମହାନ୍ତିଙ୍କୁ ଗିରଫ ଦାବି: ଦାବିପତ୍ର ପ୍ରଦାନ
ଚୌଦ୍ୱାର,୮।୯(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା ସହ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଡିଜିଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ଥାନା ଅଧିକାରୀ…
ପୋଲିସ ଗାଡ଼ି ଧକ୍କାରେ ଜିଆର୍ଏସ୍ଙ୍କ ଜୀବନ ଗଲା
ମାଲକାନଗିରି,୮।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ କାର୍ଯ୍ୟରତ ଜିଆର୍ଏସ୍ ବାଲାରାଜୁ ସାହୁ। ପ୍ରକାଶ ଯେ, ମାଥିଲି ଥାନାର କେତେଜଣ ଅଧିକାରୀ ମାଲକାନଗିରି…
ଗଜାମୁଗ ତରକାରି
ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ- ୧ଟି (ବଡ଼), ଲଙ୍କାଗୁଣ୍ଡ- ଅଳ୍ପ, ଧନିଆଗୁଣ୍ଡ- ଅଳ୍ପ, ଗରମ ମସଲା- ଅଳ୍ପ, ଲେମ୍ବୁ ରସ-…

