Home Left

୫୭ ମଡେଲ ରାଜପଥ ବିକଶିତ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୬: ଦେଶ ମଧ୍ୟରେ ୫୭ ମଡେଲ ରାଜପଥ ବିକଶିତ କରାଯିବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିକାଶ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୭୩୫ କିଲୋମିଟର ରହିଛି। ପ୍ରତି ରାଜ୍ୟର…

ବାଲେଶ୍ୱର ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ ଦାୟୀ କରି ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ମାମଲାକୁ ଗୁରୁତ୍ୱର ସହ…

ପିପିଇ କିଟ୍‌ ମାଗିଦେଲେ, ଏବେ ରଖୁନାହାନ୍ତି

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଏମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ଜରୁରୀ ହୋଇପଡିଛି। ତେବେ ଉଚ୍ଚକୋଟୀର ପିପିଇ କିଟ୍‌ ପାଇବା ଏବେ ରାଜ୍ୟଗୁଡ଼ିକ ପାଇଁ…

ନନ୍ଦିରା ଉପରେ ନିର୍ଭର

ବଅଁରପାଳ,୧ା୬(ଡି.ଏନ.ଏ.)  ପ୍ରତି ଘରେ ପହଞ୍ଚିବ ପାଇପ୍‌ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ ଜଳ…

ପାକିସ୍ତାନ ହକି ଖେଳାଳି ସ୍ମଗ୍‌ଲିଂ ସାମଗ୍ରୀ ଆଣିଥିଲେ

କରାଚୀ, ୧ା୬(ପି.ଟି.):୧୯୮୩ରେ ହଂକଂ ଟୁର୍‌ରୁ ଫେରିବା ବେଳେ ପାକିସ୍ତାନ ହକି ଦଳର କେତେଜଣ ସଦସ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାରେ ଦେଶକୁ ଆଣିଥିଲେ। ବହୁବର୍ଷ ପରେ ଏହି ଅଭିଯୋଗ ଆଣିଛନ୍ତି ତତ୍କାଳୀନ ହକି ଅଧିନାୟକ ହନିଫ୍‌ ଖାଁ। କେତେଜଣ ଟିମ୍‌ ଅଫିସିଆଲ ମଧ୍ୟ…

ଇତିହାସ ରଚିଲା ଆମେରିକା: ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍‌ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚାଇଛି। ପାଖାପାଖି…

ସଙ୍ଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ଆକ୍ରମଣ

ପୋଲସରା,୩୧ା୫(ଡି.ଏନ.ଏ.)- ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ସମ୍ପର୍କୀୟ ମଦ ଦେବାକୁ ଯାଇଥିବାବେଳେ ଏହାକୁ ବିରୋଧ କରିବାରୁ କଳମ୍ବ ସରପଞ୍ଚଙ୍କୁ ଆକ୍ରମଣ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ପୋଲସରା ବ୍ଲକ କଳମ୍ବ ପଞ୍ଚାୟତ କଳମ୍ବ ନୋଡାଲ ୟୁପି…

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୩୧।୫ : ମହାରାଷ୍ଟ୍ର ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୯୮୪୪କୁ ବୃଦ୍ଧି…

ପିତା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍‌। ନତାଶା ଲେଖିଛନ୍ତି ଆମେ ଦୁହେଁ…

ଖାଦ୍ୟ ବ୍ୟାଗ କାନ୍ଧେଇ ଦେଢ କି.ମି. ଚାଲିଲେ ସରପଞ୍ଚ

ଖଇରା, ୩୧।୫(ଡି.ଏନ.ଏ)-କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଛି। ପ୍ରବାସରୁ ଫେରି ପଞ୍ଚାୟତ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବା, ଖାଇବା, ପିଇବା ବ୍ୟବସ୍ଥା ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିଛି। ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ସରପଞ୍ଚ…

ଜଳନ୍ତା ଚିତାରେ ପାଣି ଢାଳି ଅନ୍ତିମ ସଂସ୍କାର ରୋକିଲା ପୋଲିସ

ଜୟପୁର,୩୧।୫: ରାଜସ୍ଥାନର ଜୟପୁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ପୋଲିସ ପହଞ୍ଚି ଜଳୁଥିବା ଚିତାରେ ପାଣି ଢାଳି ଦେଇଛି। ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ପୋଲି ଜୟପୁରର ଏସଏମଏସ ହସ୍ପିଟାଲକୁ…

ମହାରାଷ୍ଟ୍ରରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

ମୁମ୍ବାଇ,୩୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୁନ ୩୦ ଯାଏ ଲକଡାଉନ ଅବଧି ବଢ଼ାଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନକୁ ‘ମିଶନ ବିଗିନ୍‌ ଏଗେନ୍‌’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri