ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ
ବୁଗୁଡ଼ା,୨ା୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ ମଙ୍ଗଳବାର ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ବିଡିଓ ତନ୍ମୟ ପାତ୍ର କହିଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜନୈକ ଗର୍ଭବତୀଙ୍କ ସ୍ବାବ୍…
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା: ଅଧିକ ସକ୍ରିୟ ହେବ ମୌସୁମୀ
ଭୁବନେଶ୍ୱର,୨।୬(ବ୍ୟୁରୋ): ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ତାହା ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ତେବେ…
ଜାରି ହେଲା ସଂଶୋଧିତ ଗାଇଡଲାଇନ: ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ; ପରୀକ୍ଷା ପାଇଁ ଅନୁମତି
ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାର ଆସନ୍ତା ଜୁନ ୩୦ ତାରିଖ ଯାଏ କେତେକ କ୍ଷେତ୍ରରେ କଟକଣା ଘୋଷଣା କରିଛନ୍ତି। ଏପରିକି ଚଳିତ ମାସର ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି। ଏ…
ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ
ରାଇରଙ୍ଗପୁର,୨ା୬(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ଅଧୀନ ବଡ଼ପାଖଣା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ବହଳଦା ଥାନା ଗୁହାଳଡ଼ାଙ୍ଗିରି ଗ୍ରାମର ତରଣୀସେନ…
ପଙ୍ଗପାଳ ଚିନ୍ତା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ; ୧୦ ଦିନ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨ା୬(ବ୍ୟୁରୋ)-ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ଭାବେ ଫସଲକୁ ଉଜାଡିବାରେ ଲାଗିଛନ୍ତି। ରାଜସ୍ଥାନରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଲକ୍ଷ ଲକ୍ଷ ପଙ୍ଗପାଳ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସୀମା ଛତିଗଡ଼ରେ ପହଞ୍ଚିଲେଣି। ଆଉ କେଇଦିନ ପରେ ଓଡ଼ିଶାରେ ପହଞ୍ଚିଯିବା…
ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ
ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ…
ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ୍: ଜୁନ୍ ୮ରୁ ୩୦ ଯାଏ କରିପାରିବେ ଯାତ୍ରା
ଭୁବାନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟ ଭିତରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍। ଜୁନ୍ ୮ରୁ ଜୁନ୍ ୩୦ ଯାଏ ଏହି ଟ୍ରେନ୍ ଚଳାଚଳ କରିବ। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ ଟ୍ରେନ୍ ଚାଲିବ। ଏହାଛଡ଼ା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର,…
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ
ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବଡ଼ଗଡ଼ ଥାନାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ…
ଭାଜପା ଛାଡ଼ିଲେ ଜଗନ୍ନାଥ ପ୍ରଧାନ
ଭୁବାନେଶ୍ୱର,୨।୬(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ(ଭାଜପା)ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ସେ ସଭାପତି ଚୟନ ନେଇ ମତାମତ ନିଆଯାଇ ନ ଥିବା କହିଛନ୍ତି। ସେ…
ବାବୁ ସିଂ ହେଲେ ଭୁବନେଶ୍ୱର ଭାଜପା ସଭାପତି
ଭୁବାନେଶ୍ୱର,୨।୬(ବ୍ୟୁରୋ): ଭୁବନେଶ୍ୱର ଭାଜପା ସାଂଗଠନିକ ଜିଲା ସଭାପତି ହୋଇଛନ୍ତି ବାବୁ ସିଂ। ସେହିଭଳି କଳାହାଣ୍ଡି ଜିଲା ଭାଜପା ସଭାପତି ଭାବେ ଦେବେନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଉଭୟଙ୍କ ନିଯୁକ୍ତି ନେଇ ରାଜ୍ୟ ଭାଜପା ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ନେଇ ଏପରି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ପ୍ରକୃତି ବିଷୟରେ ଅନେକ କଥା କହିଛନ୍ତି। ଏହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁସରଣ କଲେ କଠିନରୁ କଠିନ ପରିସ୍ଥିତି ସହ ଲଢ଼ି ଆଗକୁ ବଢ଼ିପାରିବ। ଶ୍ଲୋକ: तक्षकस्य विषं दन्ते मक्षिकायास्तु मस्तके। वृश्चिकस्य…
୧୯ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ: ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର,୨।୬(ବ୍ୟୁରୋ): ବିହାରରୁ ଛତିଶଗଡ଼ ମଧ୍ୟରେ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ। ତେବେ ଏ ନେଇ ୧୯ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି…
Archives


