Home Left

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ବିରୋଧ କରୁଛନ୍ତି। ଜମ୍ମୁକଶ୍ମୀରର ଡୋଡାରେ ଏଭଳି ଏକ ଘଟଣା…

ବଦଳିଲା ପାର୍କ ସମୟ: ଶଟ୍‌ଡାଉନ୍‌ରେ ବନ୍ଦ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଏମ୍‌ସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୫ ଟାରୁ ୧୦ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ସକାଳ ୫ରୁ ୭ଟା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ମଙ୍ଗଳବାର ଜଗନ୍ନାଥ ଭାଜପାରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା…

ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ୍‌ ଷ୍ଟାର୍‌, ଲୋକଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ

ବାତ୍ୟା ଅମ୍ଫନ୍‌ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ। ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି।…

ଶିକ୍ଷାବିତ୍‌ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ତଥା ସମାଲୋଚନ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜକୃତ…

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର ୩ ବର୍ଷ ପରେ ଦିଗପହଣ୍ଡି ପୋଲିସ ବୁଧବାର ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛନ୍ତି। କେସ୍‌…

ପେଟ ସମସ୍ୟାରୁ ମୁକ୍ତି ଦିଏ ଏହିସବୁ ଖାଦ୍ୟ, ପାନୀୟ

ଆଧୁନିକ ଜୀବନଶୈଳୀ ଖାଦ୍ୟପେୟ ଜନିତ ପେଟ ସମସ୍ୟା ଦେଖାଯାଏ। ଏସିଡିଟି, ଗ୍ୟାସ, ଖାଦ୍ୟ ହଜମ ନ ହେବା ଆଦି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।…

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ଥିଲା। ବାଂଲାଦେଶର ଢାକା ନିକଟବର୍ତ୍ତୀ ନେଟ୍ରାକୋନାରେ ଭୂକମ୍ପ କେନ୍ଦ୍ରସ୍ଥଳ ବୋଲି…

ସୋନୁ ସୁଦ୍‌ଙ୍କୁ ଭଗବାନ କହି ପୂଜା କଲେ ବ୍ୟକ୍ତି

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛନ୍ତି।…

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ସେ…

କରୋନାକୁ ନେଇ ଅନ୍ଧବିଶ୍ୱାସ: ଭୂତାଣୁ ହଟାଇବା ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ପାଟନା,୩।୬: ସମଗ୍ର ବିଶ୍ୱ କରୋନା ସହ ଲଢୁଛି। ୧୦୦ରୁ ଅଧିକ ଦେଶ ଏହି ମହାମାରୀ ପାଇଁ ଟୀକା ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନାକୁ ନେଇ କେତେକ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ବିହାରର ରୋହତସ ଜିଲାର ନୋଖା ଗାଁରେ…

କତା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି

ସାକ୍ଷୀଗୋପାଳ/ପିପିଲି, ୩।୬(ଡି.ଏନ.ଏ):  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶର୍‌ବ ସାତଶଂଖ ନିକଟ ଶିରିଆପୁର ନାସନାଲ କୟର ଏକ କତା କାରଖାନାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ତିନି ମହଲା କୋଠା ବିଶିଷ୍ଟ ମାଲିକଙ୍କ ବାସଗୃହ ସହିତ କାରଖାନା, ଗୋଦାମ ଏବଂ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri