ATMରୁ ଏବେ ବାହାରିବ ନାହିଁ PF ଟଙ୍କା, କେବେ ମିଳିବ ଏହି ସୁବିଧା, ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୯: ଯଦି ଆପଣ ଜଣେ ଦରମାଭୋଗୀ କର୍ମଚାରୀ ଏବଂ ପ୍ରତି ମାସରେ PF କଟାଯାଏ, ତେବେ ଏହି ଖବର ଉପଯୋଗୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏକ ନୂତନ ଯୋଜନା, EPFO ୩.୦ ଆରମ୍ଭ କରିବାକୁ ଯୋଜନା କରୁଛି। ପୂର୍ବରୁ…
ଲୋକଙ୍କ ମନ ମୋହିଲେ ନକଲି ମୋଦି: ଆଉ କିଛି ସମୟ ପରେ ଆସିବେ…
ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତର କିଛି ସମୟ ଆଗରୁ କର୍ନାଟକ ଓଡିପି ଆସିଥିବା ନକଲି ନରେନ୍ଦ୍ର ମୋଦି ସଭାମଞ୍ଚରେ ପହଞ୍ଚି ଜନସାଧାରଣ ଓ ଯୁବକମାନଙ୍କ ବେଶ ମନୋରଞ୍ଜନ କରିଥିଲେ। ଯୁବକ ଏବଂ ମହିଳା ମାନେ ନକଲି…
ଡିଭାଇଡର ସହିତ ଧକ୍କା ହେଲା ମହିନ୍ଦ୍ରା ଥାର୍, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ
ଗୁରୁଗ୍ରାମ,୨୭।୯: ଗୁରୁଗ୍ରାମର ଜାତୀୟ ରାଜପଥ ୪୮ର ଏକଜିଟ ୯ରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ଥାର୍ ଏକଜିଟ ନେବା ସମୟରେ ଏକ ଡିଭାଇଡର ସହିତ ଧକ୍କା…
ରୁଷିଆରୁ ଅଶୋଧିତ ତେଲ ଆମଦାନି ବନ୍ଦ କରିବାକୁ ରାଜି ଭାରତ, ହେଲେ ଆମେରିକା ଆଗରେ ରଖିଲା ଏହି ବଡ଼ ସର୍ତ୍ତ…
ନୂଆଦିଲ୍ଲୀ,୨୭।୯: ଭାରତ ବର୍ତ୍ତମାନ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଟାରିଫ୍ ଅଧୀନରେ ଅଛି। ଏଥିରେ ୨୫ ପ୍ରତିଶତ ମୂଳ ଟାରିଫ୍ ଅନ୍ତର୍ଭୁକ୍ତ, ଏବଂ ରୁଷିଆରୁ ଶସ୍ତା ତେଲ କିଣିବା ପାଇଁ ଅତିରିକ୍ତ ୨୫ ପ୍ରତିଶତ ଏକ ଦଣ୍ଡ। ଭାରତ…
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା: ସ୍କୁଲ-ଅଙ୍ଗନବାଡି କେନ୍ଦ୍ର ଛୁଟି
ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ଲାଗି ଗଞ୍ଜାମ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି l ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ସମସ୍ତ ଲାଇନ ବିଭାଗକୁ ସଜାଗ ରହିବା ପାଇଁ କୁହାଯାଇଛି…
ରେତ ଡ୍ୟାମ୍ରେ ଘାଇ: ଚାଷ ଜମି ଜଳମଗ୍ନ
ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଦେପୁର ନିକଟିସ୍ଥ ରେତ ଜଳ ସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲରେ ଶନିବାର ସକାଳୁ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ନିକଟିସ୍ଥ ଚାଷ ଜମିକୁ ମାଡି ଯାଇ ଜଳମଗ୍ନ…
ମା’ ସମଲେଶ୍ବରୀଙ୍କ କାତ୍ୟାୟନୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ଶନିବାର କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ,…
ଗଜଲକ୍ଷ୍ମୀପୂଜା ଲାଗି ଶୁଭଖୁଣ୍ଟି ସ୍ଥାପନ: ଆଜ୍ଞାମାଳ ଅଣାଯିବା ପରେ…
ପୁରୁଷୋତ୍ତମପୁର, ୨୭।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସାହି ମଧ୍ୟସ୍ଥ ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁକ୍ରବାର ରାତ୍ରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆଞ୍ଜାମାଳା ଅଣାଯିବା…
୮ ଦଫା ଦାବି: ଗାଁ ସାଥୀ ସଂଘର ଚେତାବନୀ
ଦେବଗଡ,୨୭।୯(ଶଶାଙ୍କ ଶେଖର ଝାଙ୍କର): ଗ୍ରାମାଞ୍ଚଳରେ କାମ କରୁଥିବା ଗାଁସାଥୀ(ମେଟ) ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବିରେ ଓଡିଶା ପ୍ରଦେଶ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଦେବଗଡ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ…
ଲଗାଣ ବର୍ଷା: ଅମଳକ୍ଷମ ଧାନ ଗଜା ସମ୍ଭାବନା
ନୂଆପଡ଼ା,୨୭ା୯ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ ସୋମବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ନଈ ନାଳ କୂଳ ଖାଉଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡିଛି ା ବର୍ତ୍ତମାନ ବିଲରେ ଦୁଇମାସିଆ ଷାଠିଆ, ପାରିଜାତ, ଖଣ୍ଡଗିରି, ନେନକା, ଭଟା…
ତୀରନ୍ଦାଜୀ ପ୍ରତିଯୋଗିତା: କଳାହାଣ୍ଡିର ଛାତ୍ରୀଛାତ୍ର ଜିତିଲେ ୮ ସ୍ବର୍ଣ୍ଣ ପଦକ
ଭବାନୀପାଟଣା,୨୮ା୯(ଉତ୍ତମ କୁମାର ଦାଶ):ସୁନ୍ଦରଗଡ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜୀ (୧୪ ଓ ୧୭ ବର୍ଷରୁ କମ୍ ବାଳିକା/ବାଳକ) ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲାର…
OPSCରେ ଜିଲା ପାଇଁ ଗୌରବ ଆଣିଲେ ଯତୀନ: ଶିକ୍ଷା ପାଇଁ…
ଅମରପାଲି,୨୭ା୯(ପୀତାମ୍ବର ସାହୁ):ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଯତୀନ କୁମାର ବାଦୀ ୨୫୨ ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।…
Archives


