ମରଣଯନ୍ତା ପାଲଟିଛି ରାସ୍ତା: ଯାତାୟାତ ପାଇଁ ଲୋକେ ହନ୍ତସନ୍ତ
ବୁଗୁଡ଼ା,୨୯।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ବୁଗୁଡା-ବେତାରସିଂ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଲଟିଛି। ସେହି ରାସ୍ତା ଅନେକ ଛୋଟ ବଡ ଖାଲଖମାରେ ପରିପୂର୍ଣ୍ଣ ଯୋଗୁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି। ବର୍ଷା…
ପାର୍ବଣରେ ଫୁଟିଲା ଗୁଳି: ଅଶାନ୍ତ ହୋଇପଡିଛି ଗାଁ
ନରସିଂହପୁର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ କଟକ ଜିଲା ନୂଆପଡ଼ା ଗାଁରେ ସୋମବାର ଫୁଟିଛି ଗୁଳି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା…
ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ସଞ୍ଚୟର ଏହି ମୁଖ୍ୟ ଉପାୟ କହିଛନ୍ତି ଚାଣକ୍ୟ…
ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ଏହାକୁ ନେଇ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଏବଂ ରଣନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କିଛି କୁଅଭ୍ୟାସ ପାଇଁ ପାଖରେ ଟଙ୍କା ରହେ ନାହିଁ। ଟଙ୍କା ଉପାର୍ଜନ କରିବା ଯଥେଷ୍ଟ ନୁହେଁ; ଏହାକୁ…
ଫାଇନାଲ୍ରେ ଏମିତି କ’ଣ କରିଦେଲେ ବୁମରା: କେନ୍ଦ୍ରମନ୍ତ୍ରୀ କହିଲେ, ପାକିସ୍ତାନ ଏହାର ଯୋଗ୍ୟ
ଦୁବାଇ,୨୯।୯: ଦୁବାଇରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲରେ ହାରିସ ରୌଫଙ୍କୁ ଆଉଟ କରିବା ପରେ ଜସପ୍ରୀତ ବୁମରା ‘ପ୍ଲେନ ଡାଉନ’ ପ୍ରତିକ୍ରିୟା ଭାଇରାଲ ହେଉଛି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରୌଫଙ୍କ…
Bihar Election 2025: ବିହାରରେ ବଡ଼ ନିଷ୍ପତ୍ତି ନେଲା ଭାଜପା, ଗଠନ କଲା ୧୯ ଜଣିଆ ସ୍ବତନ୍ତ୍ର ଦଳ
ପାଟନା,୨୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ବିହାର ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଇସ୍ତାହାର କମିଟି ଗଠନ ପରେ, ଭାଜପା ଏବେ ଏକ ରାଜ୍ୟ ନିର୍ବାଚନ କମିଟି ପ୍ରତିଷ୍ଠା କରିଛି। ଏହି କମିଟିରେ ଜଣେ ପଦାଧିକାରୀ ସଦସ୍ୟ ଏବଂ…
ଦନ୍ତ କ୍ଷୟରୁ ରକ୍ଷା କରେ କ୍ଷୀର
କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଆମେ ସମସ୍ତେ ପ୍ରାୟ ଜାଣିଛେ ଯେ ଏଥିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି।…
ଚମ୍ପୁଆ ରେଞ୍ଜକୁ ଫେରିଲେ ୩୦ ଟିକିଆ ହାତୀପଲ, ଆସୁଆସୁ ଭାଙ୍ଗିଲେ ଘର
କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜକୁ ପୁଣି ଫେରିଛନ୍ତି ୩୦ ଟିକିଆ ହାତୀପଲ। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ହାତୀପଲ ଆସୁଆସୁ ମାଳିପଶି ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଥିବା ବେଳେ ଧାନଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ…
ରାତିରେ ଖାଇ ସାରି ଶୋଇଥିଲେ ମହିଳା, କାମୁଡିଲା ବିଷଧର ସାପ
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଢାଳରେ ରବିବାର ରାତିରେ ସର୍ପ ଦଂଶନରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲକ୍ଷ୍ମୀ ମଲ୍ଲିକ (୫୫)। ଲଷ୍ମୀ ଗତକାଲି ରାତ୍ର ଭୋଜନ ପରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ…
ସାବଧାନ! ଫୋନ୍କୁ ୧୦୦% ଚାର୍ଜ କରୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା
ଲୋକମାନେ ପ୍ରାୟତଃ ଭାବିଥାନ୍ତି ଫୋନ୍କୁ ୧୦୦% ଚାର୍ଜ କରିବା ଭଲ। ତେଣୁ ସେମାନେ ସ୍ମାର୍ଟଫୋନକୁ ୧୦୦% ଚାର୍ଜ କରିବାର ଅଭ୍ୟାସ ରଖିଥାନ୍ତି। କିନ୍ତୁ ଏହି ଅଭ୍ୟାସ ଧିରେ ଧିରେ ବ୍ୟାଟେରୀକୁ ନଷ୍ଟ କରିଦେଇଥାଏ। ବ୍ୟାଟେରୀକୁ ଠିକ୍ ରଖିବା ପାଇଁ ଏହାକୁ ସର୍ବଦା…
ଭାରତକୁ ଆଉ ମିଳିବ ନାହିଁ ଏସିଆ କପ ଟ୍ରଫି? ଜାଣନ୍ତୁ କ’ଣ ରହିଛି ICCର ନିୟମ
ଦୁବାଇ,୨୯।୯: ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଏସିଆ କପ ଟାଇଟଲ ଜିତିଥିଲା। ଫାଇନାଲ ଏକ କଡ଼ା ପ୍ରତିଯୋଗିତା ଥିଲା, ପାକିସ୍ତାନ ଜିତିବା ପରି ମନେ ହେଉଥିଲା, କିନ୍ତୁ ଶେଷରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ଆଶା ଅନୁଯାୟୀ, ବିଜୟୀ…
ଦୋକାନ, ରାସ୍ତା, ଇଣ୍ଟରନେଟ ସବୁ ବନ୍ଦ! କାହିଁକି ପାକିସ୍ତାନ ସରକାରଙ୍କ ଉପରେ ରାଗିଲେ ପିଓକେର ଲୋକେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି। ଅନେକ ଅଞ୍ଚଳ ବନ୍ଦ ଆୟୋଜନ କରିଛି ଏବଂ ରାସ୍ତା ଅବରୋଧ କରିଛି। ପାକିସ୍ତାନ…
ଥମୁନି ବାଲିଯାତ୍ରା ବିବାଦ: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରାଯାଇଥିବାରୁ ବିଭିନ୍ନ ମହଲରେ…
Archives


