ସ୍ପିନ୍ରଙ୍କୁ ଦେଖି ପାଟିରେ ପାଣି ଆସିଯାଇଥିଲା, କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା
ୟୁଏଇ,୨।୧୦: ଆଇପିଏଲର ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନରେ କିଙ୍ଗସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ବିଜୟର ସବୁଠାରୁ ବଡ ହିରୋ ଥିଲେ ମୁମ୍ବାଇର ଅଲରାଉଣ୍ଡର ତଥା ସବୁଠାରୁ ଅଭିଜ୍ଞ ଖେଳାଳି କିରନ ପୋଲାର୍ଡ। ସେ ମାତ୍ର ୨୦…
କାହିଁକି ରାଜନୀତି ଛାଡିଥିଲେ ସୀତା
ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଅଧିକାଂଶ ସମୟ ସୋସିଆଲ ମିଡିଆରେ ସକ୍ରିୟ ଥାନ୍ତି। ଜଣେ ଅଭିନେତ୍ରୀ ସହ ରାଜନୀତିରେ ମଧ୍ୟ ସେ ଜଣାଶୁଣା ଥିଲେ। ୧୯୯୧ ରେ ସେ ଗୁଜରାଟର ବଡୋଦରା ଆସନରୁ ଭାରତୀୟ…
ଆମାଜନର ପାଖାପାଖି ୨୦ହଜାର କର୍ମଚାରୀ କରୋନା ପଜିଟିଭ
ନ୍ୟୁୟର୍କ,୨ ।୧୦: ଅନ୍ ଲାଇନ୍ ରିଟେଲ କମ୍ପାନୀ ଆମାଜନର ପାଖାପାଖି ୨୦ହଜାର ଫ୍ରଣ୍ଟ ଲାଇନ୍ ୟୁଏସ୍ ୱାର୍କର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ପ୍ରଥମଥର ଲାଗି ଆମାଜନ ଏହି ସଂଖ୍ୟା ପ୍ରକାଶ କରିଛି । ତେବେ ଆମେରିକା ଜନସଂଖ୍ୟା ତୁଳନାରେ…
ହନିମୁନ୍ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍, ସ୍ତ୍ରୀ ଡାକିଲେ ପୋଲିସ
ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍ ଯାଇଥିବାବେଳେ ସ୍ବାମୀ ନିଜକୁ ସମଲିଙ୍ଗୀ ଏବଂ ଏକ ଗମ୍ଭୀର ରୋଗରେ ପୀଡିତ ଥିବା କହିଥିଲେ। କେବଳ ଏତିକି ନୁହେଁ,…
କରୋନାର ସବୁଠାରୁ ଦ୍ରୁତତମ ମୃତ୍ୟୁହାର ଏବେ ଭାରତରେ: ପ୍ରତିଦିନ ୧୧ଶହ ଲୋକଙ୍କର ହେଉଛି ମୃତ୍ୟୁ
ନୂଆଦିଲ୍ଲୀ,୨ ।୧୦: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏବେ ଦେଶରେ ମୋଟ କରୋନା…
ଟ୍ରମ୍ପଙ୍କ ଆରୋଗ୍ୟ କାମନା କଲେ ମୋଦି
ନୂଆଦିଲ୍ଲୀ,୨।୧୦:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଟ୍ରମ୍ପ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଏବଂ ମେଲାନିଆଙ୍କ ଶୀଘ୍ର…
ଶାହାରୁଖ୍ଙ୍କ ଝିଅକୁ ସମର୍ଥନ କଲେ ସୈଫ୍ଙ୍କ ପୁଅ
ବଲିଉଡ୍ ବାଦ୍ଶାହା ଶାହାରୁଖ ଖାନ୍ଙ୍କ ଝିଅ ସୁହାନା ଆଜିକାଲି ଖୁବ୍ ଚର୍ଚ୍ଚାରେ। ସୁହାନାଙ୍କ ରଙ୍ଗକୁ ନେଇ ସୋସିଆଲ ମିଡିଆରେ କିଛି ବ୍ୟକ୍ତି ତାଙ୍କୁ କାଳି ଏବଂ ଅସୁନ୍ଦର ବୋଲି କହିଥିଲେ। ଏ ନେଇ ସୁହାନା ମେସେଜ୍ ମାଧ୍ୟମରେ ସେମାନଙ୍କୁ କଡ଼ା ଜବାବ…
ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ
ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୋଲିସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସଦ୍ୟ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟ-୨୦୧୯ରୁ ଏହା ଜଣାପଡିଛି।…
ରାଇନାଙ୍କ ସହ ସବୁ ସମ୍ପର୍କ ତୁଟାଇବ ସିଏସ୍କେ
ଚେନ୍ନାଇ,୨।୧୦: ଆଇପିଏଲରେ ୩ଟି ମ୍ୟାଚରୁ ୨ ପରାଜୟବରଣ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି ଚେନ୍ନାଇ ସୁପର କିଙ୍ଗ୍ସ। ଲଗାତାର ୨ଟି ମ୍ୟାଚ ହାରିଯିବା ପରେ ଧୋନୀଙ୍କ ଦଳ ପୁଣିଥରେ ବିଜୟ ସନ୍ଧାନରେ ଶୁକ୍ରବାର ପଡ଼ିଆକୁ ଓହ୍ଲାଇବ। ଏହି ସମୟରେ…
ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସ ହାତରେ ହତ୍ୟାକାଣ୍ଡର ଭିଡିଓ
ଭଦ୍ରକ ଅଫିସ,୨ା୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କଟିଆ ମୁର୍ମୁ। କଟିଆଙ୍କୁ ଗୁରୁବାର ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳୁ…
ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍ କରି ଭାଜପା ଏମ୍ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ
ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ ଅଟକାଇଥିଲା। ପୋଲିସ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ ଠେଲାପେଲାରେ ରାହୁଲ…
ଆଇସିଏମ୍ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!
ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ତେବେ ଇଣ୍ଡିଆନ୍ କାଉନସିଲ…

