ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା ମାତ୍ର, ହେଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିଲେ ନାନା ରୋଗ ସୃଷ୍ଟି କରିଥାଏ। ଅନିଦ୍ରା ଯୋଗୁ ଫୁସ୍‌ଫୁସ୍‌ ରୋଗ, ଦିଃଶ୍ଚିନ୍ତା, ମାନସିକ ଅବସାଦ, ହୃଦ୍‌ରୋଗ, ପେଟ ସମ୍ପର୍କୀୟ ସମସ୍ୟା ଆଦି ଦେଖାଦେଇଥାଏ। ଏପରି ସମସ୍ୟା ଥିଲେ ତୁରନ୍ତ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିନେବା ଉଚିତ୍‌। ତେବେ କେତୋଟି ସରଳ ଉପାୟରେ ମଧ୍ୟ ଏଥିରୁ ମୁକ୍ତି ମିଳିଥାଏ।
ଘଣ୍ଟା ଦେଖନ୍ତୁ ନାହିଁ:
ଯଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହେଉ ନାହିଁ, ତେବେ ବାରମ୍ବାର ସମୟ ଦେଖନ୍ତୁ ନାହିଁ। ଅନିଦ୍ରା ପୀଡିତ ରୋଗୀ ସବୁବେଳେ ଘଣ୍ଟାଠାରୁ ଦୂରେଇ ରୁହନ୍ତୁ। ଯଦି ଶୋଇବା ଘରେ ଘଣ୍ଟା ଅଛି, ତେବେ ତାକୁ କାନ୍ଥ ଆଡକୁ ବୁଲାଇ ରଖନ୍ତୁ।
ଶେଯରେ ରୁହନ୍ତୁ ନାହିଁ:

ଯଦି ଶେଯରେ ପଡ଼ିଲା ପରେ ନିଦ ହେଉ ନାହିଁ, ତେବେ ଏପଟ ସେପଟ ହେବା ଅପେକ୍ଷା ରୁମ୍‌ ବାହାରେ ବୁଲିଆସନ୍ତୁ। ୧୫ ମିନିଟରୁ ଅଧିକ ସମୟ ଶେଯରେ ରୁହନ୍ତୁ ନାହିଁ। ପାଦକୁ ଧୋଇ ଦିଅନ୍ତୁ। ବହି ପଢ଼ନ୍ତୁ, ଟିଭି ଦେଖନ୍ତୁ।
ଉଜ୍ଜଳ ଆଲୋକରୁ ଦୂରେଇ ରୁହନ୍ତୁ:
ବେଳେବେଳେ ଉଜ୍ଜଳ ଆଲୋକ କାରଣରୁ ଆଖିକୁ ନିଦ ଆସି ନ ଥାଏ। ଯଦି ରାତି ୩ ଟା ପର୍ଯ୍ୟନ୍ତ ଏପରି ସମସ୍ୟା ଦେଖାଦେଉଛି, ତେବେ ଘରର ଆଲୋକକୁ ଲିଭାଇ ଦିଅନ୍ତୁ। ଆଉ ଯଦି ବହି ପଢ଼ୁଛନ୍ତି ତେବେ ହାଲ୍‌କା ଆଲୋକ କିମ୍ବା ଟେବୁଲ ଲ୍ୟାମ୍ପରେ ପଢ଼ନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri