ଥରିଲା ମୁମ୍ବାଇ
ମୁମ୍ବାଇ, ୧୭।୬: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ମୁମ୍ବାଇର ୧୦୩ କିମି ଦୂରରେ ଭୂକମ୍ପର କେନ୍ଦ୍ର…
ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଉକ୍ତ ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି କରୋନା…
ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ: ୬ ଆହତ
ଚାନ୍ଦବାଲି,୧୭।୬(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ବୁରୁଜାଲ ଗାଁରେ ବୁଧବାର ସକାଳେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଚାନ୍ଦବାଲି…
ବସୁମତୀ ସ୍ନାନ ସହ ଶେଷ ହେଲା ରଜ
ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାରେ ଏହି ଦିନ ମା’ ଧରିତ୍ରୀ ତଥା ବସୁଧାମାତାଙ୍କ ପୂଜା କରିବାର ବିଧି…
ଶହୀଦ ଯବାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସିଏସ୍କେ ଦଳର ସଦସ୍ୟ ନିଲମ୍ବିତ
ଚେନ୍ନାଇ,୧୭।୬: ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶହୀଦ ଯବାନଙ୍କୁ ସାରା ଦେଶ ସଲାମ କରୁଥିବାବେଳେ ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଡାକ୍ତର…
ପୁଅର ସ୍ପାଇଡରମ୍ୟାନ୍ ହେବା ଇଚ୍ଛା ପୂରଣ କଲେ ବାପା
ସାଧାରଣତଃ ପିଲାମାନେ ସ୍ପାଇଡର ଏବଂ ସୁପରମ୍ୟାନ୍ ପରି ସୁପରହିଟ୍ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି। ଖାଲି ସେତିକି ନୁହେଁ, ମନଭିତରେ ନିଜକୁ ସ୍ପାଇଡର ମ୍ୟାନ୍ ବନେଇବାର ଇଚ୍ଛା ମଧ୍ୟ ରଖିଥାନ୍ତି। ଏପରି ଜଣେ ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ…
ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ଗିରଫ
ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସାମନ୍ତରାପୁର ଜଣେ…
ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟିଲା: ୪୧ ଆହତ
ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବସ୍ଟି ରାଜସ୍ଥାନରୁ ପଶ୍ଚିମବଙ୍ଗ…
ଗଞ୍ଜାମରେ ୧୨,୨୨୧ ଜଣଙ୍କ ସ୍ବାବ ସଂଗ୍ରହ :୧,୧୦୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୨୨୧ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ଏଥିମଧ୍ୟରୁ ୧୦ ହଜାର ୪୧୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬ ଜଣଙ୍କ…
ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ
ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଭିନ୍ନ ଭିନ୍ନ ରେଜିମେଣ୍ଟର ଯବାନ ରହିଛନ୍ତି। ୧୬-ବିହାର ରେଜିମେଣ୍ଟର ସର୍ବାଧିକ ୧୨ ଜଣ ଯବାନ…
ପୁରୁଷୋତ୍ତମପୁରରେ କଠୋର ହେଲା ପ୍ରଶାସନ: ୪ ଦୋକାନ ସିଲ୍
ପୁରୁଷୋତ୍ତମପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କରୋନା କଟକଣା ନେଇ ପ୍ରଶାସନ ବୁଧବାର କଠୋର ହୋଇଛି। ଏ ନେଇ ୪ଟି ଦୋକାନ ସିଲ୍ କରାଯାଇଛି। ସେଥିମଧ୍ୟରେ ରହିଛି ଏକ ଜେନେରାଲ ଷ୍ଟୋର ଗୋଦାମ, ଲେଡିଜ କର୍ନର, ଇଲେକ୍ଟ୍ରୋନିକ୍ସ ଦୋକାନ, ମିଠା ଦୋକାନ। ଜିଲା…
ବାପାଙ୍କ ସଂସ୍ପର୍ଶରେ ଆସି ଝିଅ ବି ହେଲେ କରୋନା ପଜିଟିଭ୍
ଭବାନୀପାଟଣା,୧୭।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଜଣେ ୧୩ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ପଜିଟିଭ୍ ଥିବା ବାପାଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ତାଙ୍କ ସ୍ବାବ୍ ପରୀକ୍ଷା ପରେ ସେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପରେ ଉକ୍ତ…
Archives


