Home Left

‘ବଳାତ୍କାର ଦୋଷୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌’

ମୁଜାଫରନଗର, ୩।୧୦: ଉତ୍ତରାଖଣ୍ଡର ମନ୍ତ୍ରୀ ରାଜେନ୍ଦ୍ର ଅନ୍ଥଓ୍ବାଲ ମୁଜାଫରନଗରରେ ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଚର୍ଚ୍ଚକୁ ଆସିଛନ୍ତି। ହାଥରସ୍‌ ଓ ବଳାରାମପୁର ଘଟଣାରେ ଅପରାଧୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌ ବୋଲି ରାଜେନ୍ଦ୍ର କହିଛନ୍ତି। ସେ ଆହୁରି ମଧ୍ୟ…

ବାଇକ୍‌ ଉପରେ ଚଢିଗଲା ଟ୍ରକ: ଚାଲିଗଲା ୨ ଜଣଙ୍କ ଜୀବନ

କେନ୍ଦୁଝର, ୩ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ଆଶ୍ରମ ସ୍କୁଲ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଏକ ୧୨ ଚକିଆ ଟ୍ରକ ଚଢିଯିବାରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆଗଁା ଗ୍ରାମର ସଞ୍ଜିବ ମହାରଣା(୨୮) ଓ…

ହାଥରସ ଗଣବଳାତ୍କାର ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ରାଜନୈତିକ ଦଳର ଚାପ ପଡିବାରୁ ଶେଷରେ ସରକାର ସିବିଆଇକୁ…

ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍‌ ହୋଇଗଲେ ଅଭିଯୁକ୍ତ

ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ତଳେଗାଓଁ ପୋଲିସ ପକ୍ଷରୁ ଏହି ଘଟଣାରେ ୭ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।…

ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ

ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, ଭଦ୍ରକ ଜିଲା…

୨୦୨୦ରେ ଏହି ରାଜ୍ୟରେ ବାଘ ନେଲାଣି ୩୧ ଜୀବନ

ମୁମ୍ବାଇ, ୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବାଘ ୩୧ ଜଣ ଲୋକଙ୍କ ଜୀବନ ନେଇସାରିଛି। ଯାହା ଗତ ଦଶନ୍ଧି ମଧ୍ୟରେ ଗୋଟିଏ ବର୍ଷରେ ସର୍ବାଧିକ। ୨୦୧୦ ପରଠାରୁ ମହାରାଷ୍ଟ୍ରରେ ୧୫୩ ଜଣ ଲୋକ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେହିଭଳି ୨୦୨୦ର…

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ ରାହୁଲ ସେଠାରେ ପହଞ୍ଚିଥିଲେ। ଏହାପରେ ପୀଡିତାଙ୍କ ପରିବାର ଲୋକଙ୍କ ସହ ରାହୁଲ କିଛି ସମୟ…

ପ୍ରେମିକାଙ୍କ ବାପା ପୋଲିସକୁ ଫୋନ କରି କହିଲେ ଘରେ ପଶିଚି ଚୋର; ପରେ ସତ ଜଣାପଡ଼ିଲା

ଉନ୍ନାଓ, ୩।୧୦: ଉତ୍ତର ପ୍ରଦେଶ ଉନ୍ନଓରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକାଙ୍କ ଘରେ ପ୍ରେମିକଙ୍କ ମୃତଦେହ ମିଳିବା ଭଳି ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଗଙ୍ଗାଘାଟ କୋତାବଳୀ ଅଞ୍ଚଳର ରାମସେବକ ନିଷାଦ ତାଙ୍କ ପରିବାର ସହ ରୁହନ୍ତି।…

କଟକ ସହରରୁ ୧୬୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୩।୧୦-କଟକ ସହରରୁ ଶନିବାର ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୯୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…

କୋହଲି, ପଡିକ୍କଲଙ୍କ ଅର୍ଦ୍ଧଶତକ; ବାଙ୍ଗାଲୋରର ଦମ୍‌ଦାର ବିଜୟ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମ୍‌ଦାର ବିଜୟ ହାସଲ କରିଛି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଙ୍ଗାଲୋର ୮ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ…

ଏମିତି ଭାଷା, ଯାହାକୁ ସମଗ୍ର ବିଶ୍ୱରେ କେବଳ ଏକା କହିପାରନ୍ତି ଏହି ବୃଦ୍ଧା

ସାରା ବିଶ୍ୱରେ ୬,୯୦୦ରୁ ଅଧିକ କଥିତ ଭାଷା ରହିଛି। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ହଜାର ବର୍ଷର ପୁରୁଣା। ଏଥିମଧ୍ୟରୁ କେତେକ ଭାଷା ଅସ୍ତିତ୍ୱ ହରାଇ ସାରିଲାଣି। ସେହିପରି ଏକ ଭାଷା ହେଉଛି ‘ୟଘାନ’ ଆର୍ଜେଣ୍ଟିନାର ଏକ ଦ୍ୱୀପରେ ଏହି…

ଜେଜେ ମା’ଙ୍କୁ ଦେଖା କରିବା ପାଇଁ ୨୮୦୦ କି.ମି ଚାଲିଲେ ବାଳକ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ। ଯେତେ ବାଧାବିଘ୍ନ ଆସୁ ପଛେ ତାହା ସହଜ ହୋଇଥାଏ। ଶେଷରେ ସଫଳତା ମିଳିଥାଏ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ୧୦ ବର୍ଷିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?