Home Left

ଧୋନୀଙ୍କ ସାମ୍ନାରେ ୧୬୮ ରନ ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ଆବୁଧାବି, ୭।୧୦: ଚଳିତ ଆଇପିଏଲ୍‌ର ୨୧ତମ ମୁକାବିଲାରେ ବୁଧବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌…

ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ହାତୀଟି ଏକ ପାଣି କୁଣ୍ଡରୁ ଶୁଣ୍ଢରେ ପାଣି ନେଇ ନିକଟରେ ଥିବା ଓଟ ଉପରେ…

ହରିୟାଣା ସରକାରଙ୍କ ଚାକିରି ଛାଡ଼ିଲେ ରେସ୍‌ଲର ବବିତା ଫୋଗତ୍‌

ଚଣ୍ଡିଗଡ଼, ୭।୧୦: ଜଣାଶୁଣା ରେସ୍‌ଲର ବବିତା ଫୋଗତ୍‌ ବୁଧବାର ହରିୟାଣା ସରକାରଙ୍କ କ୍ରୀଡ଼ା ବିଭାଗ ଉପନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁଲାଇ ୩୦ରେ ହରିୟାଣା ସରକାର ବବିତାଙ୍କ ସମେତ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗରେ ଉପନିର୍ଦ୍ଦେଶକ…

କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍‌ ଯାଇଥିଲେ ଏହି ଦଳର ବିଧାୟକ

ହାଥରସ୍‌, ୭।୧୦: ବହୁଚର୍ଚ୍ଚିତ ହାଥରସ୍‌ କେସ୍‌ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ କୁମାର ସାମିଲ ଥିଲେ। ତେବେ କରୋନା ଆକ୍ରାନ୍ତ ସତ୍ତ୍ୱେ କୁଲଦୀପ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ…

ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ ୧୮ ଜଣିଆ ଏକ ଦଳ ସାଥୀରେ ୬୧୩ କିଲୋଗ୍ରାମ ଓଜନର ଏକ ବିଶାଳ ଘଣ୍ଟି…

୪୨ ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍‌; ଜନ୍ମଦିନରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ, ୭।୧୦: ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଜାହିର ଖାନ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଶିରିଡିଠାରୁ ୪୦ କିମି ଦୂର ଶ୍ରୀରାମପୁରରେ ୭ ଅକ୍ଟୋବର ୧୯୭୮ରେ ଜାହିର ଏକ ମରାଠୀ ମୁସଲିମ ମଧ୍ୟବିତ୍ତ ପରିବାରେ…

ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଚେନ୍ନାଇ,୭।୧୦-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ। ସିରୁଥାଭୁର ଓ କୋଡାନାଡୁରୁ ଏହି ସମ୍ପତ୍ତି ଗୁଡିକ ରହିଛି। ବେନାମୀ ସମ୍ପତ୍ତି ଆକ୍ଟ ଅନୁଯାୟୀ ବୁଧବାର ଶଶିକଳାଙ୍କ ଏହି…

ଟସ୍‌ ଜିତିଲା କେକେଆର୍‌; ପ୍ରଥମେ ଫିଲ୍ଡିଂ କରିବ ସିଏସ୍‌କେ

ଆବୁଧାବି, ୭।୧୦: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ବୁଧବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍‌ ଜିତି କେକେଆର୍‌ ଅଧିନାୟକ ଦୀନେଶ…

ବିଶ୍ୱ ରେକର୍ଡ ସମକକ୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ, ଭାଙ୍ଗିବ ୧୭ ବର୍ଷ ତଳର କୀର୍ତ୍ତିମାନ

ବ୍ରିସବେନ୍‌, ୭।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଆଲାନ୍‌ ବର୍ଡର ଫିଲ୍ଡରେ ବୁଧବାର ଖେଳାଯାଇଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମହିଳା…

ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ

ଆବୁଧାବି, ୭।୧୦: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍‌ରେ ୧୨୨ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ହାସଲ କରିଛନ୍ତି। ତେବେ ଚଳିତ ସିଜନରେ ମାଲିଙ୍ଗା…

କରୋନାରୁ ସୁସ୍ଥ ହେବା ପରେ ଏମିତି କହିଲେ ଅର୍ଜୁନ କପୁର

ମୁମ୍ବାଇ,୭।୧୦-ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଦୀର୍ଘ ଏକ ମାସ ଧରି କରୋନା ସହ ଲଢେଇ କରିବା ପରେ ସେ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଅର୍ଜୁନ ସୋସିଆଲ ମିଡିଆରେ ଜଣାଇଛନ୍ତି।…

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କେକେଆର୍‌ ଟିମ୍‌କୁ ଝଟ୍‌କା

ଦୁବାଇ, ୭।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍‌ ମିଶ୍ରାଙ୍କ ପରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?