Home Left

ରାଜସ୍ଥାନରେ ଖସିଲା ୨.୭୮ କେଜିର ବିରଳ ଉଲ୍‌କାପିଣ୍ଡ

ଯୋଧପୁର, ୧୯।୬- ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର ଏକ ରହସ୍ୟମୟ ବସ୍ତୁ ଖସିପଡ଼ିଥିଲା। ଏହାକୁ ଉଲ୍‌କାପିଣ୍ଡ ବୋଲି କୁହାଯାଉଥିବାବେଳେ ଓଜନ ୨.୭୮ କେଜି…

ଏମ୍‌ସ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା: ଭୁବନେଶ୍ୱର ଏମ୍‌ସ ଛାତ୍ରୀ ଭିନିଥା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ)- ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ନୂଆଦିଲ୍ଲୀ ଏମ୍‌ସ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରେଷ୍ଠ ୧୦୦ରେ ଏମ୍‌ସର ୨୯ଜଣ ଛାତ୍ରୀଛାତ୍ର ରହିଥିବାବେଳେ ଭୁବନେଶ୍ୱର ଏମ୍‌ସର ଏମ୍‌ବିବିଏସ୍‌ ଛାତ୍ରୀ ଡା. ଭିନିଥା କେ…

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ନୂଆଦିଲ୍ଲୀ:ଭାରତ-ଚାଇନା ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ଗଲଓ୍ବାନ ଘାଟିରେ…

ରାଜ୍ୟ ସଭା ନିର୍ବାଚନ: ମଧ୍ୟ ପ୍ରଦେଶରେ ଜିତିଲା ଭାଜପା

ନୂଆଦିଲ୍ଲୀ,୧୯।୬: ଦେଶର ୮ ରାଜ୍ୟରେ ୧୯ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ…

ସର୍ବଦଳୀୟ ବୈଠକରେ ସରକାରଙ୍କୁ ମିଳିଲା ସମର୍ଥନ: କଂଗ୍ରେସ ରଖିଲା କିଛି ପ୍ରଶ୍ନ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏଥିରେ ପ୍ରାୟ ୨୦ଟି ଦଳ ଭାଗ ନେଇଥିବା ବେଳେ ଅଧିକାଂଶ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ୯ ଘଣ୍ଟା ଜେରା କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏ ଦିଗରେ ମୁମ୍ବାଇ ପୋଲିସ ତାର ତଦନ୍ତକୁ ଜୋରଦାର କରିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ପୋଲିସ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା…

ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ ପାକିସ୍ତାନ ବି ଏଥିରେ ସାମିଲ ହୋଇସାରିଛି। ଗୁରୁବାର ସାରା ବିଶ୍ୱରେ ୧ଲକ୍ଷ ୪୦ ହଜାରରୁ…

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ ମ୍ୟାଚ୍ୟୁୟର ଲାଗୁଛନ୍ତି। ତାଙ୍କର କେଶ ମଧ୍ୟ ସାମାନ୍ୟ ଧଳା ଦେଖାଯାଉଛି। ତେବେ ଟେଲିଭିଜନ ପରଦାରେ…

ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବେ ଦିଲ୍ଲୀ ସରକାରଙ୍କୁ ହୋମ ଆଇସୋଲେଶନ ବନ୍ଦ…

ଭାରତ-ଚାଇନା ବିବାଦକୁ ନେଇ ସର୍ବଦଳୀୟ ବୈଠକ: ଏଏପି ବ୍ୟତୀତ ସାମିଲ ହେଲେ ୨୦ ଦଳ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦଳ ଆମ ଆଦମୀ ପାର୍ଟି(ଏଏପି)କୁ ଡକାଯାଇ ନ ଥିବା ଜଣାପଡିଛି। ଏହାକୁ…

ଲକ୍‌ଡାଉନ୍‌ରେ ବଢ଼ୁଛି ଧୂମପାନ ଅଭ୍ୟାସ

କରୋନା ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଧୂମପାନ ଅଭ୍ୟାସ ବେଶି ବଢ଼ିପାରେ ବୋଲି ବ୍ରିଟିସ୍‌ ଗବେଷକମାନେ ତାଙ୍କ ଗବେଷଣାରେ ଦାବି କରିଛନ୍ତି। ଯେଉଁମାନଙ୍କଠାରେ ପୂର୍ବରୁ ଏହି ଅଭ୍ୟାସ ଅଛି ସେମାନଙ୍କଠାରେ ଏହା ଅଧିକ ଦେଖା ଯାଉଥିବା…

ବିବାହ ପୂର୍ବରୁ ଜୀବନସାଥିଙ୍କୁ ପଚାରନ୍ତୁ ଏହି ୫ ପ୍ରଶ୍ନ: କେବେ ହେବାକୁ ପଡ଼ିବନି ଅଲଗା

ପ୍ରାୟ ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ବିବାହ କେବଳ ଦୁଇଟି ଦୃଦୟର ମିଳନ ନୁହେଁ ମାତ୍ର ଏହା ୨ ପରିବାର ମିଶ୍ରଣ। ତେଣୁ ଏହା ସହିତ ଜଡିତ କୌଣସି କଥା ପ୍ରତି ଅଣଦେଖା କରିବା ଅନୁଚିତ। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri