Posted inଜାତୀୟ

ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ

ଚେନ୍ନାଇ,୭।୧୦-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ। ସିରୁଥାଭୁର ଓ କୋଡାନାଡୁରୁ ଏହି ସମ୍ପତ୍ତି ଗୁଡିକ ରହିଛି। ବେନାମୀ ସମ୍ପତ୍ତି ଆକ୍ଟ ଅନୁଯାୟୀ ବୁଧବାର ଶଶିକଳାଙ୍କ ଏହି ସମ୍ପତ୍ତିକୁ ଜବତ କରାଯାଇଛି। ଜବତ ସମସ୍ତ ସମ୍ପତ୍ତି ଶଶିକଳା ଏବଂ ତାଙ୍କ ଦୁଇ ସମ୍ପର୍କୀୟଙ୍କ ନାମରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଆୟକର ବିଭାଗର ବେନାମୀ ପ୍ରୋହିବିଟେସନ ୱିଙ୍ଗ ସବୁଠାରେ ନୋଟିସ ମାରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ସମୟରେ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ ଅସ୍ଥାୟୀ ପେନ୍‌ସନ୍‌

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀକୁ ନେଇ ସାରା ବିଶ୍ୱର ସାଧାରଣ ଜୀବନଯାତ୍ରା ବିଗିଡି ଯାଇଥିବା ବେଳେ ଅର୍ଥବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ତେବେ ଦେଶର କେନ୍ଦ୍ରୀୟ କର୍ମଚାରୀଙ୍କୁ...

ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୨୭ା୫(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଏଥିସହିତ...

‘୩ ମନ୍ଦିର ମାଗିଲୁ, ରାଜି ହେଲନି; ଏବେ ସମସ୍ତ ମନ୍ଦିରକୁ ଫେରାଇ ଆଣିବୁ’

କାନପୁର,୨୦।୫:ବାରାଣସୀରେ ଜ୍ଞାନବାପି ମସଜିଦ୍‌ ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଅଭିଜିତ୍‌ ସିଂ ସାଙ୍ଗା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମହାଭାରତର କୌରବଙ୍କ...

କେଦାରନାଥରେ ପ୍ରଥମ ତୁଷାରପାତ

ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ...

ସାମ୍ବିଧାନିକ ପୀଠରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ,୨୩ା୧(ପି.ଟି.): କେନ୍ଦ୍ର ସରକାରଙ୍କ ଯୁକ୍ତି ନ ଶୁଣି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏର ସାମ୍ବିଧାନିକ...

୩ ରେଳ ଷ୍ଟେଶନର ହେବ ନବୀକରଣ , ୧୦ ହଜାର କୋଟି ନିବେଶ ଯୋଜନା…

ନୂଆଦିଲ୍ଲୀ, ୨୮।୯ : ବୁଧବାର କେନ୍ଦ୍ର କ୍ୟାବିନେଟ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ...

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର...

ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି...

Advertisement
Archives

Model This Week