ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ ଇଚ୍ଛୁକ। ରେଖା ହେଉଛନ୍ତି ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ। ଏକଥା କେହି ବି ଅସ୍ବୀକାର କରିପାରିବେନାହିଁ। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ରହସ୍ୟମୟ।

୯୦ ଦଶକରେ ରେଖା ତାଙ୍କ ଅଭିନୟଙ୍କୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ତା’ଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ। ଯେଉଁଥିପାଇଁ ସେ ସମୟରେ ତାଙ୍କ ପଛରେ ଅନେକ ପୁରୁଷ ପଡ଼ିଯାଇଥିଲେ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ରେଖାଙ୍କୁ ପାଇବା ପାଇଁ ପାଗଳପ୍ରାୟ ହେଉଥିଲେ। ୧୯୯୦ରେ ବ୍ୟବସାୟୀ ମୁକେଶ ଅଗ୍ରଓ୍ବାଲ ରେଖାଙ୍କୁ ବିବାହ କରିଥିଲେ। ମୁକେଶ ରେଖାଙ୍କୁ ବହୁତ ପସନ୍ଦ କରୁଥିଲେ। ବିବାହ ପରେ ରେଖା ବିଦେଶ ପଳାଇବାରୁ ମୁକେଶ ମାନସିକ ଚାପରେ ରହୁଥିଲେ। ରେଖା ବିଦେଶରେ ଥିବା ସମୟରେ ମୁକେଶ ଆତ୍ମହତ୍ୟା କରିଥିଲେ। କୁହାଯାଏ, ରେଖାଙ୍କୁ ମୁକେଶ ଏତେ ଭଲ ପାଉଥିଲେ ଯେ, ଶେଷକୁ ତାଙ୍କ ଓଢ଼ଣୀରେ ଜୀବନ ହାରିଦେଲେ। ଏହି ଖବର ଜଣାପଡ଼ିବା ପରେ ରେଖା ଚର୍ଚ୍ଚାକୁ ଆସିଥିଲେ। ଏପରିକି ରେଖାଙ୍କ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ରେଖାଙ୍କୁ ଅଭିଶାପ ଦେଇଥିଲେ। କୁହାଯାଏ, ମୁମ୍ବାଇରେ ରେଖାଙ୍କର ଯେଉଁ ବଙ୍ଗଳା ରହିଛି ସେଠାକୁ କୌଣସି ପୁରୁଷ ଲୋକ ଯାଆନ୍ତି ନାହିଁ। ରେଖାଙ୍କ ନିକଟକୁ ଯିବାକୁ ହେଲେ ସୁରକ୍ଷାକର୍ମୀ ନିକଟରେ ଚିଠି ଲେଖି ତାଙ୍କ ଅନୁମତି ମିଳିବା ପରେ ଭିତରକୁ ଯିବାକୁ ହୁଏ। ଆହୁରି ମଧ୍ୟ କୁହାଯାଏ, ରେଖା ଏହି ବଙ୍ଗଳାରେ ନିଜ ସେକ୍ରେଟାରୀ ଫରଜାନାଙ୍କ ସହିତ ରହୁଛନ୍ତି। ଏସବୁ ଖବରରେ କିନ୍ତୁ ରେଖା ମୁହଁ ଖୋଲନ୍ତି ନାହିଁ।


ଏକ ସମୟ ଥିଲା ବି-ଟାଉନ୍‌ରେ ରେଖା ଏବଂ ଅମିତାଭଙ୍କ ପ୍ରେମସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦିନେ ଜୟା ବଚ୍ଚନ ରେଖାଙ୍କୁ ଫୋନ୍‌ କରି ତାଙ୍କ ଘରକୁ ଡାକିଥିଲେ। କହିଥିଲେ ସେ ଅମିତାଭଙ୍କୁ କେବେ ବି ଛାଡ଼ିବେ ନାହିଁ। ଏହା ପରେ ଦୁହିଙ୍କ ପ୍ରେମସମ୍ପର୍କରେ କୁଆଡ଼େ ଭଟ୍ଟା ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri