ହୁମା ସାପ୍ତାହିକ ଶୁଖୁଆ ହାଟକୁ କରୋନା ଛାଟ: କେବେ ଖୋଲିବ ଚାହିଁ ରହିଛନ୍ତି ଗ୍ରାହକ

ଗଞ୍ଜାମ,୧୭।୧୦(ଡିଏନଏ ): ଗଞ୍ଜାମ ଜିଲା ହୁମା ଏବଂ ପାଳୁରୁ ଜଙ୍କସନ ମଧ୍ୟଭାଗରେ ଜିଲାର ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ ଅବସ୍ଥିତ l ଏହି ହାଟରେ ଶୁଖୁଆ ସମେତ ଘର କରଣ ସାମଗ୍ରୀ ସହ ବିଭିନ୍ନ ରକମର ପନିପରିବା ଆଦି ମିଳେ l ହୁମା, ଗଞ୍ଜାମ ଓ ରମ୍ଭା ଅଞ୍ଚଳର ଲୋକେ ଏହି ହାଟ ଉପରେ ନିର୍ଭର କରିଥାନ୍ତି l ମାସର ପ୍ରତି ରବିବାର ଏଠାରେ ହାଟ ଅନୁଷ୍ଠିତ ହେଉଥିବା ଯୋଗୁ ଶହ ଶହ ଲୋକ ବିଭିନ୍ନ ଜିନିଷ କିଣିବାକୁ ଭିଡ ଯମେଇଥାନ୍ତି l କିନ୍ତୁ କରୋନା କଟକଣା ଯୋଗୁ ଏହି ହାଟ ବନ୍ଦ ରହିଛି l କେବେ ପ୍ରଶାସନ ଠାରୁ ଏହି ହାଟ ଖୋଲିବାକୁ ଅନୁମତି ମିଳିବ ତାହାକୁ ଚାହିଁ ରହିଛନ୍ତି ସ୍ଥାନୀୟ ଅଞ୍ଚଳର ଗ୍ରାହକ l


Enter your email to get our daily news in your inbox.

All Right Reserved By Dharitri.Com

ଅଳସୁଆ ହାଟ କାନ୍ଥ ଭୁଶୁଡ଼ିବା ଘଟଣା : ଗୁରୁତର କିଣାଙ୍କ ଅବସ୍ଥା ବିଗୁଡୁଛି

ଢେଙ୍କାନାଳ ଅଫିସ, ୨୭।୬ – ଅଳସୁଆ ହାଟ ନିକଟରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ିବା ଘଟଣାକୁ ଇତିମଧ୍ୟରେ ବିତିଛି ୧୭ ଦିନ। ପ୍ରଚଣ୍ଡ ଖରାରୁ...

ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍‌ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର...

୩୯ ପୋଲିସ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ...

୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ପରେ ଗଞ୍ଜାମ ଖୋର୍ଦ୍ଧା ସୀମା ସିଲ

ବେଗୁନିଆପଡା, ୫ା୪- ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ଓଡିଶା ରେ ବଢିବା ରେ ଲାଗିଛି ଏହାର ଭୟାଭୟ କୁ ଆଖି ଆଗରେ ରଖି ଗତକାଲି...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ନାହିଁ

ବଅଁରପାଳ, ୨୨ା୩(ଡି.ଏନ.ଏ.) – ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ,...

ଖୋଲିଲା ଶାରଳା ମନ୍ଦିର

ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ...

ପୋଲିସ ଉପରକୁ ଗୁଳିମାଡ଼ ମାମଲା:  ପ୍ରମାଣ ଅଭାବରୁ ଜିତୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୪ା୧୦-ଗଞ୍ଜମ ଜିଲା ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ବୁଧବାର ପୋଲିସ ଉପରକୁ ଗୁଳିମାଡ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ଅଭିଯୁକ୍ତ ଜିତୁ...

ଦେଶୀମଦ ରନ୍ଧାକୁ ନେଇ ରାସ୍ତାରୋକୋ କଲେ ମହିଳା, ଭାଙ୍ଗିଲେ ଭାଟି

ପାଟଣା,୧୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଡିଆନାଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଶତାଧିକ ମହିଳା ମିଶି...

Advertisement


Archives

Model This Week