Posted inଜାତୀୟ

ଦୁଇ ମୁହାଁ ଛୁଆ ଶାର୍କ ଉଦ୍ଧାର: ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୧୭।୧୦: ପ୍ରକୃତିରେ କିଛି ଏମିତି ଅନେକ ଜିନିଷ ରହିଛି, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଯେତେବେଳେ ଆମେ ଏହାକୁ ଦେଖିଥାଉ ସହଜରେ ବିଶ୍ୱାସ ମଧ୍ୟ କରିପାରି ନ ଥାଉ। ମହାରାଷ୍ଟ୍ରର ପାଲଘରରେ ଏମିତି କିଛି ଦେଖିବାକୁ ମିଳିଛି। ଏଠାରେ ଏକ ଦୁଇ ମୁହାଁ ଛୁଆ ଶାର୍କ ମାଛକୁ ଦେଖିବାକୁ ମିଳିଛି, ଯାହାକି ଅତ୍ୟନ୍ତ ବିରଳ।
ସତପତି ଗାଁର ମତ୍ସ୍ୟଜୀବୀ ନିତିନ ପାଟିଲ ମାଛ ଧରିବା ପାଇଁ ଜାଲି ବିଛାଇ ଥିବାବେଳେ ତାଙ୍କ ଜାଲରେ ଏହି ଦୁଇ ମୁହାଁ ଛୁଆ ଶାର୍କ ପଡିଥିଲା। ଏହାକୁ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଫଟୋ ଉଠାଇବା ପରେ ପୁଣିଥରେ ତାକୁ ପିତିନ ସୁମଦ୍ରରେ ଛାଡି ଦେଇଥିଲେ। ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନଙ୍କ ମତରେ, ଶାର୍କର ଦୁଇ ମୁଣ୍ଡ ଥିବା ଜେନେଟିକ ସମସ୍ୟା ହୋଇପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ର କଟାମୁଣ୍ଡ ଧରି ଥାନାରେ ସ୍ବାମୀ

ଲକ୍ଷ୍ନୌ, ୯।୧୦- ପଡ଼ୋଶୀ ସହିତ ପରକୀୟା ପ୍ରୀତିକୁ ନେଇ ଚିନ୍ନର ଯାଦବ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ...

ଅଖିଳେଶ ଯାଦବ ନଜର ବନ୍ଦୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ମିଳିଲାନି ଅନୁମତି

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣା ବେଳକୁ ବେଳ ରାଜନୈତିକ ମୋଡ ନେଉଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବିରୋଧିଦଳ...

ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇ ସମାଲୋଚନାର ଶିକାର ହେଲେ ନେତା

ମୁଜାଫରପୁର,୨୦।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପାଖି ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ ମହାମାରୀ ଭଳି ବ୍ୟାପିଥିବା ଏହି ରୋଗ ଏବେ ସମସ୍ତଙ୍କ...

ରାଜସ୍ଥାନରୁ ରାଜ୍ୟ ସଭା ଯିବେ ମନମୋହନ

ନୂଆଦିଲ୍ଲୀ,୩ା୭ (ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବେ। କଂଗ୍ରେସ ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ...

ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ

ନୂଆଦିଲ୍ଲୀ,୨୪।୯: ଦୁର୍ନୀତି ମାମଲାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି।...

ସରପଞ୍ଚ ଅଜୟ ପଣ୍ଡିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ

ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଜୁନ ୮ରେ କଶ୍ମୀରି ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କ ହୋଇଥିବା ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଗତ ସପ୍ତାହ ଏନ୍‌କାଉଣ୍ଟରରେ ନିପାତ...

‘ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ ’

ନୂଆଦିଲ୍ଲୀ,୨୮।୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ। ଆଉ ଦେଶରେ ଯେଉଁ ଗତିରେ ଟିକାକରଣ ଚାଲିଛି, ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣ...

୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଆଉ ନାହାନ୍ତି

ଚେନ୍ନାଇ,୧୬।୮: ତାମିଲନାଡୁର ‘୫ ଟଙ୍କା ଡାକ୍ତର’ ଭାବରେ ଜଣାଶୁଣା ଡକ୍ଟର ଭି ଥିରୁଭେନଗଡାମଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।...

Advertisement
Archives

Model This Week