ଦୁର୍ଘଟଣାଗ୍ରସ୍ତ ଛାତ୍ରୀଛାତ୍ର ଏହିଦିନ ଦେଇପାରିବେ ଓଜେଇ ପରୀକ୍ଷା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଗଜପତି ଜିଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେବା ଲାଗି ଏକ ବସ୍‌ରେ ଯାଉଥିବା ସମୟରେ ବସଟି ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ଓଜେଇରୁ ବଞ୍ଚିତଥିବା ପରୀକ୍ଷର୍ଥୀ ବର୍ତ୍ତମାନ ପରୀକ୍ଷା ଦେଇପାରିବେ। ଏ ନେଇ ଗଜପତି ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ସେ କହିଛନ୍ତି। ଏହି ଛାତ୍ରୀଛାତ୍ର ଜିଲାର ନୋଡାଲ ଅଫିସରଙ୍କ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ କରି ପରୀକ୍ଷା ଦେବାକୁ ଜିଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୫ ତାରିଖରେ ଓଜେଇ ପରୀକ୍ଷା ହୋଇଥିଲା। ଗଜପତି ଜିଲାରୁ ଛାତ୍ରୀଛାତ୍ରଙ୍କୁ ନେଇ ପରୀକ୍ଷା ଦେବାକୁ ଆସୁଥିବା ଉକ୍ତ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଏହି ଛାତ୍ରୀଛାତ୍ର ପରୀକ୍ଷା ଦେଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ...

କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା...

ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ...

କରୋନା ନେଲା ୧୪ ଜୀବନ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ହୋଇଛି। ଏ ନେଇ...

ମରାମତି ହେଲାନି ଶ୍ରେଣୀଗୃହ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଗଣିଆ,୨୭।୬(ଡି.ଏନ.ଏ.): ଫନୀ ବାତ୍ୟାକୁ ଦେଢମାସ ବିତିଲା । ହେଲେ ମରାମତି ହେଲାନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ । ଚଳିତ ମାସ ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢ଼ା...

୪ ଦିନ ଅଚଳ ଆର୍‌ଏମ୍‌ଏସ୍‌

ଭୁବନେଶ୍ୱର,୫ା୮(ବ୍ୟୁରୋ): କମ୍‌ ସମୟରେ ଡାକ ସେବା ଯୋଗାଇଦେବା ପାଇଁ ସ୍ପିଡ୍‌ ପୋଷ୍ଟ ସୁବିଧା ରହିଛି। ହେଲେ ଭୁବନେଶ୍ୱରରେ ଗତ ଶନିବାରଠାରୁ ଏହି ସେବାରେ ବ୍ୟାହତ ସୃଷ୍ଟି...

ଶିଶୁପୁତ୍ରର ମୃତଦେହ ଧରି ଏଏନ୍‌ଏମଙ୍କ ଘର ସମ୍ମୁଖରେ ବସିଲେ ପରିବାର ଲୋକେ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଟଣା ଗ୍ରାମର ୨୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଆଶାକର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ...

୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର...

Play 250+ Trending Games
Archives

Model This Week

Why Dharitri