ପ୍ରିୟଙ୍କାଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ନିକ୍‌

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ର ପପ୍‌ ଗାୟକ ନିକ ଜୋନସଙ୍କ ଯୋଡିକୁ ନେଇ ସବୁ ସମୟରେ କିଛି ନା କିଛି କଥା ସାମ୍ନାକୁ ଆସିଥାଏ। ତେବେ ସେମାନଙ୍କ ରିଲେଶନଶିପ୍‌ ଯେବେ ଲୋକଲୋଚନକୁ ଆସିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମ୍ପର୍କ ବେଶି ଦିନ ତିଷ୍ଠିବ ନାହିଁ। ଖୁବ୍‌ କମ ଦିନ ଭିତରେ ହିଁ ଏ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯିବ ବୋଲି ସମସ୍ତେ ଭାବିଥିଲେ। ହେଲେ ଏବେ ଏହି ଯୋଡି ସୁଖଦ ବୈବାହିକ ଜୀବନ ବିତାଉଛନ୍ତି। ତେବେ ପ୍ରିୟଙ୍କାଙ୍କ ଏକ ବିଶେଷ ଗୁଣ ନିକ୍‌ଙ୍କ ହୃଦୟକୁ ଜିତିପାରିଥିଲା। ତାହା ହେଲା, ପ୍ରିୟଙ୍କାଙ୍କର ପରିବାର ପ୍ରତି ଭଲ ପାଇବା ଏବଂ ସମ୍ମାନ। ଏହା ହିଁ ନିକ୍‌ଙ୍କୁ ଆକୃଷ୍ଟ କରିଥିଲା। ନିକଟରେ ଏକ ସାକ୍ଷାତକାରେରେ ନିକ୍‌ ଏହା କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ଏକାଠି ଜୀବନ ବିତାଇବା ପାଇଁ ଏହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଠିକ୍‌ ଏହି ଫିଲିଙ୍ଗସ ଆମେ ପରସ୍ପରପ୍ରତି ଅନୁଭବ କରିଥିଲୁ। ପ୍ରୟଙ୍କାଙ୍କ ସହ ଜୀବନ ବିତାଇବା ପାଇଁ ଏକ୍ସଶାଇଟେଡ୍‌ ହୋଇଯାଇଥିବା ନିକ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଫେରିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତ ଫେରିଛନ୍ତି। ଶନିବାର ରାତିରେ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟାଙ୍କ ସହ...

ପ୍ରଶଂସକଙ୍କ ମନ ଜିତୁଛି ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟ୍‌

ବଲିଉଡ୍‌ ଡ୍ୟାନ୍ସର ତଥା ଅନ୍ୟତମ ହଟ୍‌ ଆକ୍ଟ୍ରେସ ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟକୁ କୌଣସି ଶବ୍ଦରେ ପ୍ରଶଂସା କରିହେବ ନାହିଁ। ଏ କଥା ଆମେ ନୁହେଁ,...

ମିରାବାଇ ଚାନୁଙ୍କୁ ଭେଟିଲେ ସଲମାନ

ମୁମ୍ବାଇ: ବଲିଉଡ୍ ଭାଇଜାନ ସଲମାନ ଖାଁ ଏବେ ଖୁବ୍ ବ୍ୟସ୍ତ । ଖୁବଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ଟାଇଗର-୩ ଦର୍ଶକଙ୍କ ନିକଟରେ ପହଞ୍ଚିବ । ଏବେ...

ବଦଳିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲ

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲରେ ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ଏହାର ଟାଇଟଲକୁ...

ମୋଦିଙ୍କ ଜନ ଆନ୍ଦୋଳନକୁ ସପୋର୍ଟ କଲେ ସଲମାନ

ମୁମ୍ବାଇ: ଅଗାମୀ ଦିନରେ ଆସୁଥିବା ପର୍ବପର୍ବାଣୀ, ଶୀତଋତୁ ଓ ଅର୍ଥ ବ୍ୟବସ୍ଥାକୁ ଦେଖି କରୋନା ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ରାଧେ’ର ଶୁଟିଂ ଆରମ୍ଭ

ମୁମ୍ବାଇ:ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବ। ସଲମାନ୍‌...

ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ଦିଲ୍ଲୀପ୍‌ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...

ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ...

Advertisement
Archives

Model This Week