Home Left

ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌: ଜାଣନ୍ତି କି ୨୨ ଦିନରେ ହୋଇଛି କେତେ ଥର ଡାଉନଲୋଡ

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌ର ଲୋକପ୍ରିୟତା ଏବେ ବଢ଼ିଚାଲିଛି। ଏହି ଭାରତୀୟ ଆପ୍‌ ଗତ ୨୨ ଦିନ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରରେ ଏକ କୋଟିରୁ ଅଧିକ ଡାଉନଲୋଡ ହୋଇଛି। ଚାଇନିଜ ଆପ…

ଗଞ୍ଜାମରେ ଶଟ୍‌ଡାଉନ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ବା କୋଭିଡ-୧୯ ମୁକାବିଲା ନିମନ୍ତେ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରାଯାଉଛି l ଏହି କ୍ରମରେ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଏପିଡି ତଥା ଗଞ୍ଜାମ ବ୍ଲକ ବିଡ଼ିଓ…

ଚନ୍ଦ୍ରଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ: ଜାଣନ୍ତୁ ଶୁଭ ସଂଖ୍ୟା, ରଙ୍ଗ ବିଷୟରେ

ନୂଆଦିଲ୍ଲୀ, ୪।୭: ଜୁଲାଇ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଭାରତରେ ଚନ୍ଦ୍ରଗ୍ରହଣ ଯୋଗୁ ସୂତକ ଳାଗୁ ହେବ ନାହିଁ। ତେବେ ଗ୍ରହଣ ହେଉଥିବାରୁ ଏହି ସମୟରେ ଧାର୍ମିକ ଏବଂ ଶୁଭ କାର୍ଯ୍ୟ ବର୍ଜନ କରିବା ବିଧେୟ ବୋଲି କାଶୀର ଜ୍ୟୋତିଷ ଗଣେଶ…

୭ଘଣ୍ଟାରେ ଯୋଡ଼ିହେଲା କଟାହାତ

ନଏଡ଼ା: ଆଧୁନିକ ଚିକିତ୍ସା ପ୍ରଣାଳୀରେ ଏବେ କଟା ହାତକୁ ବି ମଣିଷ ଦେହରେ ଯୋଡ଼ିବା ସମ୍ଭବ ହୋଇପାରୁଛି। ଏମିତି ଏକ ଦୁର୍ଲଭ ଅପରେଶନ କରି ଏବେ ଭଗବାନ ପାଲଟି ଯାଇଛନ୍ତି ନଏଡ଼ାର ଜେପି ହସ୍‌ପିଟାଲର ଡାକ୍ତରମାନେ। ଜେପି ହସପିଟାଲର ଡାକ୍ତରମାନେ ଜଣେ…

କାମେଗୌଡ଼ାଙ୍କୁ ଆଜୀବନ ମାଗଣା ବସ୍‌ସେବା

ବାଙ୍ଗାଲୁରୁ(କର୍ନାଟକ): ବଞ୍ଜର ପାହାଡ଼ ଅଞ୍ଚଳରେ ୧୬ ପୋଖରୀ ଖୋଳି ପୋଖରୀ ମାନବଭାବେ ଚର୍ଚ୍ଚାର ପରିସରକୁ ଆସିଥିବା କର୍ନାଟକର ୮୪ ବର୍ଷୀୟ କାମେଗୌଡ଼ା(ମେଣ୍ଢା ଚରାଳି)ଙ୍କୁ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ(କେଏସ୍‌ଆର୍‌ଟିସି) ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌.…

‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଟ୍ରେନ୍‌ ସେବା। ତଥାପି କରୋନା ଆତଙ୍କ ଭିତରେ ମଧ୍ୟ ରେଳ ବିଭାଗ ନୂଆ…

ଓବିସି ଛାତ୍ରଙ୍କ ଲାଗି ନିଟ୍‌ କୋଟା ବଢ଼ାଅ

ନୂଆଦିଲ୍ଲୀ,୪।୭: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) କୋଟା ବୃଦ୍ଧି ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା…

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା ପାଇଁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରେ ଗିରଫ ହେବା ପରଠୁ କୋର୍ଟରେ ଶୁଣାଣି…

ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସଂକ୍ରମଣ ଥମିବାରେ ନାଁ ଧରୁନି। ଆରମ୍ଭରୁ ଢିଲା…

୨୯ ଶିଖ୍‌ ତୀର୍ଥଯାତ୍ରୀ ମୃତ

ଲାହୋର,୪।୭: ପାକିସ୍ତାନର ଶେଖୁପୁରା ଜିଲାରେ ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରେନ ଧକ୍କା ଦେବାରୁ ୨୯ ଜଣ ଶିଖ୍‌ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ କେତେଜଣ ଆହତ ହୋଇଛନ୍ତି। ନଙ୍କନ ସାହିବ୍‌ରୁ ୨୫ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଲାହୋର ଅଭିମୁଖେ…

କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍‌ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନ କରି ଏକପାଖିଆ ଭାବେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି…

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଫିଲିପ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଲକ୍‌ଡାଉନ ପରେ ଦେଶର ଅର୍ଥନୀତିକୁ ସଜାଡ଼ିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri