Home Left

ଏସ୍‌ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍‌ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ପୂର୍ବତନ ଏସ୍‌ବିଆଇର ଜଣେ କର୍ମଚାରୀଙ୍କ ପୁଅ।…

ହଟିଥାନ୍ତା ଶଟଡାଉନ ହେଲେ ପୁଣି ସପ୍ତାହେ ଲାଗୁହେଲା ଲକଡାଉନ୍‌: ଜାଣନ୍ତୁ କ’ଣ ଖୋଲା ରହିବ କ’ଣ ବନ୍ଦ

ମାଲକାନଗିରି,୧୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ମାଲକାନଗିରି ଜିଲା ପ୍ରଶାସନ ଗତ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳକୁ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ଦୁଇଦିନ ସମସ୍ତ ଦୋକାନ…

ଏହି ଅଟୋରିକ୍ସାକୁ ଦେଖି ଇମ୍ପ୍ରେସ୍‌ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ଏବେ ଇଣ୍ଟନେଟରେ ଆନନ୍ଦ ମହିନ୍ଦ୍ରାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଜାଣନ୍ତି ଆନନ୍ଦ ମହିନ୍ଦ୍ରା ଯେତେବେଳେ ବି ଭିଡିଓ ଶେୟାର କରନ୍ତି ସେଥିରେ କିଛି ନା କିଛି ବିଶେଷତ୍ୱ ଥାଏ। ଏଥରର ଭିଡିଓଟି ମଧ୍ୟ ସେହିଭଳି। ଏଥର…

୨ ବିଏସ୍‌ଏଫ୍‌ ଯବାନଙ୍କୁ କରୋନା: ସାନିଟାଇଜ୍‌ ହେଲା ଜଟଣୀ କ୍ୟାମ୍ପସ

ଖୋର୍ଦ୍ଧା ଅଫିସ,୧୨।୭: ଖୋର୍ଦ୍ଧା ରୋଡ ଜଟଣୀ ସ୍ଥିତ ବିଏସଏଫ କ୍ୟାମ୍ପରେ ୨ ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ବିଏସ୍‌ଏଫ୍‌ କ୍ୟାମ୍ପ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି। କ୍ୟାମ୍ପରେ ମୋଟ ୨୪୫ ଜଣ ଯବାନ ରହୁଛନ୍ତି । ତେବେ…

ଆଧାର କାର୍ଡ ଦେଖାଇଲେ ମିଳିବ କରୋନା ଔଷଧ ‘ରେମଡେସିଭିର୍‌’

ମୁମ୍ବାଇ, ୧୨।୭: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍‌’ର କଳାବଜାରି ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା…

କଟକରୁ ହଟିବ ଶଟ୍‌ଡାଉନ୍‌

କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍‌ଡାଉନ୍‌ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଜାରି ରହିବ। ଶଟ୍‌ଡାଉନ୍‌ ହଟିବା ପରେ ଏବେ ସକାଳ ୫ରୁ ସନ୍ଧ୍ୟା ୬ଟା…

ସପ୍ତାହରେ ୫ ଦିନ ଖୋଲିବ ସରକାରୀ କାର୍ଯ୍ୟାଳୟ

ଲକ୍ଷ୍ନୌ, ୧୨।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ରାଜ୍ୟରେ ସପ୍ତାହ ୫ ଦିନ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବ।…

ବେପରୁଆ ଭାବେ କରୋନା ରୋଗୀଙ୍କ ମୃତଦେହକୁ ଅଟୋରିକ୍ସାରେ ବୁହାଗଲା

ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ ଏକ ବେପରୁଆ ମନୋଭାବ ସାମ୍ନାକୁ ଆସିଛି। ତେଲେଙ୍ଗାନାର ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲରେ କରୋନାରେ…

ସୁସ୍ଥ ଅଛନ୍ତି ଶାଶୁ, ବୋହୂ

ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ସଂକ୍ରମିତ ଥିବା ଖବର ମିଳିଥିଲା। ଏହାପରେ ଜୟା ବଚ୍ଚନ, ଐଶୋର୍ଯ୍ୟା ରାୟ…

ଜଙ୍ଗଲରେ ଦୋଳି ଖେଳୁଥିଲା ହାତୀ… ପରେ ଘଟିଲା କିଛି ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ପଶୁ ପକ୍ଷୀଙ୍କ ଭିଡିଓ ଅନ୍ୟତମ। କେତେବେଳେ ମାଙ୍କଡମାନଙ୍କ ଦୁଷ୍ଟାମି ତ କେତେବେଳେ ସେମାନଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ। ସେହି ଭଳି ବର୍ତ୍ତମାନ ଏକ ହାତୀର ଭିଡିଓ ଭାଇରାଲ ହେବାରେ ଲାଗିଛି।…

ଗଞ୍ଜାମରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଶନିବାର କରୋନାରେ ମୃତ୍ୟୁ ଘଟିଛି। ରବିବାର ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟ କରି ସୂଚନା ଦେଇଛନ୍ତି। କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।…

ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ ମିଳିପାରିବାରୁ ସେମାନଙ୍କର ମୃତ୍ୟୁ ଘଟୁଛି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri