Posted inଜାତୀୟ

ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!

ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ ଦିନ ପାଇଁ ପାରୋଲ ମିଳିଥିବା ଜଣାପଡିଛି । ହରିୟାଣା ସରକାର ଗୋଟିଏ ଦିନ ପାଇଁ ତାଙ୍କୁ ଏହି ପାରୋଲ ଦେଇଥିଲେ । ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ସେ ରୋହତକର ସୁନରିୟା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କ ମା’ଙ୍କ ଚିକିତ୍ସା ଚାଲୁଥିବାରୁ ରୋଗୀଣା ମା’ଙ୍କୁ ଦେଖିବା ପାଇଁ ତାଙ୍କୁ ଗୋଟିଏ ଦିନର ପାରୋଲ ମିଳିଥିବା କୁହାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାମ ରହିମଙ୍କୁ ସେଠାକୁ ନିଆଯାଇଥିଲା । ସକାଳୁ ସନ୍ଧ୍ୟା ପଯ୍ୟନ୍ତ ସେଠାରେ ସେ ତାଙ୍କ ମା’ଙ୍କ ପାଖରେ ରହିଥିଲେ । ତେବେ ରାମ ରହିମଙ୍କୁ ସୁରକ୍ଷା ଦେବାକୁ ହରିୟାଣା ପୋଲିସର ୩ଟି ଟିମ୍ ମୁୟନ ହୋଇଥିଲେ । ଗୋଟିଏ ଟିମରେ ୮୦-୧୦୦ ଯବାନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ...

ଅବଧ ଆସାମ ଏକ୍ସପ୍ରେସର ଏସି ବଗିରେ ଧୂଆଁ, ଡେଇଁପଡି ଜୀବନ ବଞ୍ଚାଇଲେ ଯାତ୍ରୀ

ମୁଜାଫରପୁର,୯ ।୨: ବୁଧବାର ସନ୍ଧ୍ୟାରେ ଅବଧ ଆସାମ ଏକପ୍ରେସ ଏକ ଦୁର୍ଘଟଣାର ଶିକାର ହେବାକୁ ଯାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି । ଏହାର ବି-୨...

ରାଇନାଙ୍କ ସମ୍ପର୍କୀୟଙ୍କ ସାହାଯ୍ୟ ପାଇଁ ପହଞ୍ଚିଲେ ସୋନୁ ସୁଦ

ଲକ୍ଷ୍ନୌ, ୬ା୫ : ସମ୍ପର୍କୀୟ ମାଉସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଅବସରପ୍ରାପ୍ତ କ୍ରିକେଟର ତଥା ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା।...

ଶିନ୍ଦେଙ୍କ ସହ ଯୋଗଦେବାରେ ମୋର କୌଣସି ସ୍ବାର୍ଥ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୨୮।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ର ଦ୍ୱାରା...

ବିରୋଧୀ ଏକତାରେ ୨୦୨୪ରେ ବହୁମତ ଆସିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: ଭୂପେଶ ବଘେଲ…

ରାୟପୁର,୨୪।୬ : ଦେଶରେ ଭାଜପା ବିରୋଧରେ ବିରୋଧୀ ଏକତା ନେଇ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି...

୨୪ ଘଣ୍ଟାରେ ୧୦ ସଫା

ମାଲକାନଗିରି, ୪।୮ (ଡି.ଏନ୍‌.ଏ.): ଛତିଶଗଡ଼ର ରାଜନନ୍ଦଗାଁଓ ଜିଲା ଅନ୍ତର୍ଗତ ସୀତାଗୋତା ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭...

ପଶ୍ଚିମବଙ୍ଗରେ ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ, ଗାଡ଼ି ଉପରକୁ ବୋମା ଫିଙ୍ଗିଲେ…

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ଶେଷ ହେବା ପରଠାରୁ ରାଜନୈତିକ ହିଂସାକୁ ନେଇ ଖବର ଶିରୋନାମା ପାଲଟୁଛି। ଭାଜପା ଏମ୍‌ପିଙ୍କ ଉପରେ ଆକ୍ରମଣ ହୋଇଛି। ଏମ୍‌ପି...

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧ ।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ କିଛି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ...

Advertisement
Archives

Model This Week