Home Left

ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି

ନୂଆଦିଲ୍ଲୀ,୧୪।୭: ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସୋମବାର ଜାରି ହୋଇଥିବା ସରକାରୀ ଡାଟାରୁ ଏହା ଜଣାପଡିଛି। ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୭.୮୭%କୁ ବୃଦ୍ଧି ଘଟିଥିବା ଖାଉଟି…

ସ୍ବାମୀଙ୍କୁ ପ୍ରେମିକା ସହ ଧରିବା ପରେ ରାସ୍ତା ଉପରେ କ’ଣ କଲେ ସ୍ତ୍ରୀ

ମୁମ୍ବାଇ, ୧୩।୭: ମୁମ୍ବାଇର ପେଡର ରୋଡରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପ୍ରେମିକା ସହ କାରରେ ଏକାଠି ବୁଲୁଥିବା ଅବସ୍ଥାରେ ଧରିଥିଲେ। ଏହାପରେ ମହିଳାଜଣଙ୍କ ରାଗିଯାଇ ରାସ୍ତା ମଝିରେ ହଙ୍ଗାମା ଆରମ୍ଭ କରିଥିଲେ। କାର ଆଗରେ ଠିଆ ହୋଇ ସ୍ବାମୀଙ୍କୁ ଭିତରୁ…

୨୦୩୦ ସୁଦ୍ଧା ଭାରତୀୟ ରେଳ ହେବ ‘ଗ୍ରୀନ୍‌ ରେଲଓ୍ବେ’

ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା ବୃଦ୍ଧି, ଇନଷ୍ଟଲେସନ/ଷ୍ଟେସନଗୁଡ଼ିକୁ ଗ୍ରୀନ ସାର୍ଟିଫିକେସନ କରାଯିବ। ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବ ଏବଂ…

ଟ୍ରାକ୍ଟର ଚଳାଇ କରୋନା ଆକ୍ରାନ୍ତ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଡାକ୍ତର

ହାଇଦ୍ରାବାଦ, ୧୩।୭- ମହାମାରୀ କରୋନା ଭାଇରସ୍‌ସ୍ଥିତି ଭାରତରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ ସମୟରେ ତେଲଙ୍ଗାନାର ଜଣେ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିବା…

ବାଇକରେ ଷ୍ଟଣ୍ଟ କରିବାକୁ ବାରଣ କରିବାରୁ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩।୭: ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଇକରେ ଷ୍ଟଣ୍ଟ କରୁଥିବା କିଛି ଯୁବକଙ୍କୁ ଏପରି ନ କରିବା ପାଇଁ ବାରଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଯାହାର ଫଳସ୍ବରୂପ ଯୁବକମାନେ ରାଗିଯାଇ ସେହି ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା…

ଆପଣଙ୍କ ପିଲା ପୋଷା କୁକୁର ସହ ଖେଳୁଛି କି.. ତେବେ ନିଶ୍ଚେ ପଢ଼ନ୍ତୁ ଏହି ଖବର, ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଏହା ଭଲଭାବରେ ଜାଣୁ ଯେ ଗୃହପାଳିତ ପ୍ରାଣୀମାନେ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କୁକୁରମାନେ ପିଲାମାନଙ୍କର ସାମାଜିକ ତଥା ମାନସିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।…

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌ ଲୁକ୍‌ରେ ଏକ ଫଟୋ ଶେୟାର କରିଛନ୍ତି; ଯେଉଁଥିରେ ସେ ସୁନ୍ଦର ଦେଖାଯାଉଛନ୍ତି। ନିଆ ଶର୍ମା…

ନବଜାତ ଶିଶୁ ଭାବି ଖେଳନାର ପୋଷ୍ଟମର୍ଟମ କଲେ ଡାକ୍ତର

ବୁଲଡାନ, ୧୩।୭- ମହାରାଷ୍ଟ୍ରର ବୁଲଡାନ ସହରରେ ଏକ ଅଜବ ଘଟଣା ଘଟିଯାଇଛି। ଡାକ୍ତରମାନେ ଏକ ଖେଳନାକୁ ନବଜାତ ଶିଶୁର ଶବ ଭାବି ଏହାର ପୋଷ୍ଟମର୍ଟମ କରିଥିଲେ। କିନ୍ତୁ ଯେତେବେଳେ ପୋଷ୍ଟମର୍ଟମର କିଛି ସମୟ ପରେ ସେହି ଖେଳନା ଭିତରୁ ସୂତା ଓ…

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ରାୟଗଡା ଜିଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…

ବୁଦ୍ଧଖୋଲ ଶୈବପୀଠ ଖାଁ ଖାଁ: ଶୁଭିଲାନି କାଉଡ଼ିଆଙ୍କ ମନ୍ତ୍ର ଉଚ୍ଚାରଣ

ବୁଗୁଡା,୧୩।୭(ଡି.ଏନ୍‌.ଏ.): କରୋନା ମହାମାରୀରୁ ମୁକ୍ତି ନିମନ୍ତେ ଲାଗୁ ହୋଇଛି ଲକଡାଉନ ଓ ଶଟ୍‌ଡାଉନ୍‌। ଏ ନେଇ ଶ୍ରାବଣ ମାସ ସୋମବାରରେ ପ୍ରାୟ ସମସ୍ତ ଶୈବ ପୀଠ ଶୂନଶାନ ହୋଇଯାଇଛି। ଏଥିରୁ ବାଦ୍‌ ପଡିନାହିଁ ଗଞ୍ଜାମ ଜିଲା ବୁଗୁଡ଼ା ନିକଟରେ ଅବସ୍ଥିତ ଐତିହାସିକ…

ଲାରାଙ୍କୁ ପଛରେ ପକାଇଲେ ହୋଲ୍ଡର

ସାଉଥାମ୍ପଟନ, ୧୩।୭- କରୋନା ଲାଗି ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଘରୋଇ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ୪ ଉଇକେଟ୍‌ରେ ପରାସ୍ତ କରି ଓ୍ବେଷ୍ଟଇଣ୍ଡିଜ ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୦୦ ରନର…

ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍‌

ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ସହରର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଲକ୍‌ଡାଉନ୍‌ କୋହଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri