Posted inଖେଳ

ବିରାଟ କୋହଲିଙ୍କ ବ୍ୟକ୍ତିତ୍ୱ ମଇଦାନ ଭିତରେ ଏବଂ ବାହାରେ ଭିନ୍ନ: ଜାମ୍ପା

ଦୁବାଇ,୧୨।୧୧: ଆଇପିଏଲ୍‌-୨୦୨୦ର ସଫଳ ଆୟୋଜନ ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସବୁଥର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳେ। ଏଣୁ ଏଥିପାଇଁ ଉଭୟ ପ୍ରଶଂସକ ଏବଂ ଖେଳାଳି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଆଇପିଏଲ୍‌ରେ ଆର୍‌ସିବିର ସଦସ୍ୟ ଥିବା ଆଦାମ ଜାମ୍ପା ବିରାଟଙ୍କ ସହ ଖେଳ ଅନୁଭୂତି ବାଣ୍ଟିଛନ୍ତି। ବିରାଟ ପଡ଼ିଆ ଭିତରେ ଏବଂ ବାହାରେ ଦୁଇଟି ଭିନ୍ନ ମଣିଷ। ସେ ମଇଦାନରେ ବହୁତ ବଡ଼ ପ୍ରତିଯୋଗୀ ହୋଇଥିବା ବେଳେ ପଡ଼ିଆ ବାହାରେ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି। ବିରାଟ ଖେଳୁଥିବା ବେଳେ ଆକ୍ରମଣାତ୍ମକ ଲାଗୁଥିଲେ ହେଁ ପଡ଼ିଆ ବାହାରେ ଆରାମରେ ରହିଥାନ୍ତି। ସବୁବେଳେ ବିପକ୍ଷରେ ଖେଳିବା ସମୟରେ ମଇଦାନରେ ଜଣେ କିଭଳି ତାହା ଜଣାପଡେ। ହେଲେ ତାଙ୍କ ସହ କ୍ରିକେଟ ଖେଳିବା ସମୟରେ ସେ ପ୍ରକୃତରେ କିଭଳି ତାହା ଜାଣିବାକୁ ମିଳିଥାଏ। ପଡ଼ିଆ ବାହାରେ ତାଙ୍କୁ ସବୁବେଳେ ହସୁଥିବା ଦେଖିବାକୁ ମିଳିଥାଏ ବୋଲି ଜାମ୍ପା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଜିଓଙ୍କ ରୁମ୍‌ରେ ନିଜକୁ ବନ୍ଦକରି ରଖିଥିଲେ ସଚିନ

ନୂଆଦିଲ୍ଲୀ,୧ା୫- ଟେଷ୍ଟ ହେଉ କିମ୍ବା ଦିନିକିଆ କ୍ରିକେଟ, ସଚିନ ତେନ୍ଦୁଲକର ଓ ଶେନ ୱର୍ନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିିତା ବେଶ୍‌ ଚର୍ଚ୍ଚିତ। ଦିନଥିଲା ସଚିନ-ୱର୍ନ ମୁକାବିଲା ଦେଖିବାକୁ...

ନେତୃତ୍ୱ ଭାଗବଣ୍ଟା, ନୂଆ କୋଚ୍‌ ନିଯୁକ୍ତି ନେଇ ନିଷ୍ପତ୍ତି ନେବ ପିସିବି

କରାଚୀ,୧୭।୭(ପି.ଟି.)- ବିଶ୍ୱକପ୍‌ରେ ସେମିଫାଇନାଲକୁ ଉଠିବାରେ ବିଫଳ ହେବା ପରେ ପାକିସ୍ତାନ କ୍ରିକେଟରେ ବ୍ୟାପକ ଅଦଳବଦଳ ହେବା ଆଶା କରାଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ...

୧୭ର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱର ସମେତ ୫ ସହର ଅନୁଧ୍ୟାନ

ମୁମ୍ବାଇ, ୧୨।୯(ପି.ଟି.)- ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ୱରେ ଫୁଟବଲ...

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

ବାପାଙ୍କ ପାଇଁ ହାତ ଯୋଡି ପ୍ରାର୍ଥନା କଲେ ଜିଭା

ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏକ ମଜାଦାର ଦୃଶ୍ୟ ସୋସିଆଲ ମିଡିଆରେ...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ଏହି ଅଭିନେତ୍ରୀଙ୍କ ସହ ଡେଟିଂରେ ଯିବାକୁ ଚାହୁଁଥିଲେ କ୍ରିକେଟର ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଇବା ସହ ଆଗାମୀ...

ପଡିଆ ଭିତରେ କଡ଼ା ଟକ୍କର, ବାହାରେ ବନ୍ଧୁତା

ମାଉଣ୍ଟ ମାଉଁଗାନୁଇ,୩।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଶେଷ...

Advertisement
Archives

Model This Week