Home Left

ବସି ଖାଇବେନି, ଖାଲି ପାର୍ସଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢ଼ାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ତଦନୁଯାୟୀ, ହେଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲି ପାରିବ। ହେଲେ…

ବିନା କାରଣରେ ଅପମାନ ସହିବାକୁ ପଡ଼ୁଛି କି.. ଚାଣକ୍ୟଙ୍କଠାରୁ ଶିଖି ନିଅନ୍ତୁ ଜବାବ ଦେବାର ଠିକ୍‌ ଉପାୟ…

ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆମକୁ କାହାର ଅପମାନ ସହିବାକୁ ପଡେ। କେବେ ନିଜର ଭୁଲ ଯୋଗୁ ତ କେବେ ବିନା କାରଣରେ ଆମକୁ ଅପମାନିତ ହେବାକୁ ପଡେ। ନିଜର ଭୁଲ ଥିଲେ ଜଣେ ବ୍ୟକ୍ତି ଅପମାନକୁ…

ସଚିନଙ୍କ ବ୍ୟାଟ୍‌ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍‌ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍‌ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ ଆଫ୍ରିଦୀ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ବିସ୍ଫୋରକ ଇନିଂସ ଖେଳି ଏକଦିବସୀୟ କ୍ରିକେଟ୍‌ରେ ଦ୍ରୁତତ୍ତମ…

ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ କରାଇବାର ଅଧିକାର କେବଳ ମହାରାଷ୍ଟ୍ରର, ରାଜନୀତି କରୁଛନ୍ତି ନୀତୀଶ: ପ୍ରିୟଙ୍କା

ମୁମ୍ବାଇ, ୪।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ନିଷ୍ପତ୍ତିକୁ ଶିବସେନା…

ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ରାମମନ୍ଦିରର ଥ୍ରି-ଡି ଫଟୋକୁ ସମସ୍ତଙ୍କ ସହ ଶେୟାର କରାଯାଇଛି। ୧୯୮୯ ମସିହାରେ ପ୍ରସ୍ତାବିତ…

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି ପରିସରରେ ଏକ ପାରିଜାତର ବୃକ୍ଷ ଲଗାଇବେ ବୋଲି ଜଣାପଡ଼ିଛି। ତେବେ ଏହା ପଛରେ କ’ଣ…

ରାମ ମନ୍ଦିର ଭୂମିପୂଜନ ପାଇଁ ଶୁଭ ସମୟ ସ୍ଥିର କରିଥିବା ପୂଜାରୀଙ୍କୁ ଧମକ

ବେଙ୍ଗାଲୁରୁ,୪।୮: ରାମ ମନ୍ଦିର ଭୂମି ପୂଜନର ମୁହୂର୍ତ୍ତକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନା ନେଉନି। ଏହି ମୁହୂର୍ତ୍ତ ନେଇ ଏବେ ଏକ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପାଇଁ ଶୁଭ ସମୟ ସ୍ଥିର…

ଏହି କ୍ରିକେଟରଙ୍କୁ ବୁଢା କୁହନ୍ତି ସ୍ତ୍ରୀ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଘଟିଥିବା ଏକ ମଜାଦାର ଘଟଣାକୁ ଶେୟାର କରିଛନ୍ତି ଟିମ ଇଣ୍ଡିଆ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ଏକ ଶୋ’ରେ ସେ କହିଛନ୍ତି ଯେ ଥରେ ଧୋନୀ ତାଙ୍କ ବୟସ ପାଇଁ ତାଙ୍କୁ ପରିହାସ…

ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଯୋଗଗୁରୁ

ଅଯୋଧ୍ୟା,୪।୮: ଯୋଗଗୁରୁ ବାବା ରାମଦେବ ଭୂମି ପୂଜନରେ ସାମିଲ ହେବା ପାଇଁ ମଙ୍ଗଳବାର ଆଯୋଧ୍ୟାରେ ପହଞ୍ଚିଛନ୍ତି। ଆଯୋଧ୍ୟା ପହଞ୍ଚିବା ପରେ ପତଞ୍ଜଳି ଯୋଗପୀଠର କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ବାବା ରାମଦେବ ସର୍ବ ପ୍ରଥମେ ହନୁମାନଗଡ଼ି ପରିସରକୁ ଗସ୍ତ କରିଛନ୍ତି।…

ସାକ୍ଷାତକାରରେ ଲାଇଭ୍‌ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା ମୁକାବିଲା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛସେବୀ ଭାବେ କାମ କରୁଛନ୍ତି। ସେ କାମ…

ସଚିନଙ୍କ ବ୍ୟାଟ୍‌ରେ ଖେଳି ଏହି ପାକିସ୍ତାନ କ୍ରିକେଟରଙ୍କ ଜୀବନ ବଦଳି ଯାଇଥିଲା

ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ୩୭ ବଲରେ ଶତକ ହାସଲ କରିଛନ୍ତି। ଏହା ସେତେବେଳେ ଦ୍ରୁତତମ ଏକଦିବସୀୟ ଶତକ ଥିଲା। ଏହି ରେକର୍ଡ ପ୍ରାୟ ୧୮ ବର୍ଷ ଧରି ଆଫ୍ରିଦିଙ୍କ ନାମରେ ଥିଲା। ଏବେ ଏବି ଡି ଭିଲିୟର୍ସ ଏକଦିବସୀୟ…

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହିର୍ବିଭାଗ ୨ ଦିନ ଶଟଡାଉନ

ବନ୍ତ,୪।୮(.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଓ ବୁଧବାର ୨ ଦିନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ବହିର୍ବିଭାଗକୁ ଶଟଡାଉନ ଘୋଷଣା କରାଯାଇଛି ।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri