Home Left

ରୋହିତଙ୍କୁ ମିଳିବନି MIର ଅଧିନାୟକ ଦାୟିତ୍ୱ! IPL ପୂର୍ବରୁ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ କାହାକୁ ମିଳିବ…

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନେଇ ଆଲୋଚନା ଚାଲିଥିବାରୁ ଦଳ ନୂଆ ଅଧିନାୟକ ଖୋଜିବ ବୋଲି ଅନୁମାନ କରାଯାଉଛି।…

ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୧୪।୧୦(ପ୍ରେମାନନ୍ଦ ଖମାରୀ)-ଶାରଦୀୟ ନବରାତ୍ର ପୂଜା ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ ଧରି ମନ୍ଦିରକୁ…

‘ନାନା ପାଟେକର ଜୀବିତ ଅଛନ୍ତି, କେହି ମୃତଦେହ ଦେଖିନାହାନ୍ତି!’ DNA ଟେଷ୍ଟ ଦାବି କଲେ… ବଲିଉଡରେ ହଇଚଇ

ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ନାନା ପାଟେକର ଜୀବିତ ଅଛନ୍ତି। ଏଥିସହ ତାଙ୍କ ମୃତଦେହକୁ କେହି ଦେଖିନଥିବା ନେଇ ମଧ୍ୟ ସେ…

ସପ୍ତାହେ ନ ପୂରୁଣୁ ବଦଳିଲେ କନ୍ଦରପୁର ଥାନା ଅଧିକାରିଣୀ: ବଢୁଛି ଚର୍ଚ୍ଚା

କଟକ ସଦର,୧୪।୧୦ (ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବ୍ୟବସ୍ଥାରେ ଅଧିକାରୀଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। କନ୍ଦରପୁର ଥାନା ଅଧିକାରିଣୀ ଭାବେ ଯୋଗଦେବାର ମାତ୍ର ୮ ଦିନ ମଧ୍ୟରେ ଅନୁସୂୟା ସେଠୀଙ୍କୁ ହେଡକ୍ୱାର୍ଟସକୁ ବଦଳି କରାଯାଇଛି। ଏନେଇ…

ମଦନ ସାମନ୍ତଙ୍କ ବାଡ଼ିରେ ୧୫ ଫୁଟର ଅଜଗର: ଲୋକେ ଦେଖି ଛାନିଆ

ମହାକାଳପଡ଼ା, ୧୪।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳବର୍ତ୍ତୀ ବତୀଘର ସଂରକ୍ଷିତ ଜଙ୍ଗଲ ନିକଟ ଉତ୍ତର ଖୋଳା ଗାଁରୁ ଏକ ୧୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ଗାଁର ମଦନ ସାମନ୍ତଙ୍କ ବାଡ଼ିରେ…

ଶାହରୁଖଙ୍କ ପଡ଼ୋଶୀ ହେଲେ ସୂର୍ଯ୍ୟକୁମାର, ଦୁବାଇରେ କିଣିଲେ ବିଳାସପୂର୍ଣ୍ଣ ଘର, ଦାମ୍‌ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଏବେ ନିଜର ଏକ ବଡ଼ ନିବେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି ଏହି ଭାରତୀୟ କ୍ରିକେଟର୍ସ। ଏହି ନୂଆ ସମ୍ପତ୍ତିକୁ ନେଇ ସେ ନିଜେ ସୋସିଆଲ…

ଛାତ୍ରୀଛାତ୍ରଙ୍କୁ ଅଟକ ରଖିଲା ପୋଲିସ: ଉଠିଲା ବିବାଦ

ମୋରଡ଼ା,୧୪।୧୦ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପୋଲିସ ଅଟକ ରଖିଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚିତ୍ରଡ଼ା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ମଳୟ ମହାନ୍ତିଙ୍କ ଶୁଭକାମନା ଉଦ୍ଦେଶ୍ୟରେ ପୁରୀ ଯାଉଥିବା ଛାତ୍ରୀଛାତ୍ରଙ୍କୁ…

ରାସ୍ତାକଡ଼ରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ: ବଢୁଛି ସନ୍ଦେହ

କୁତ୍ରା, ୧୪।୧୦(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ଗତ ରାତିରେ କୌଣସି ଭାରୀଯାନ ତାଙ୍କ ଉପରେ ଚଢ଼ିଯିବା…

ଜୁଆଆଡ୍ଡା ଉପରେ ପୋଲିସର ଚଢ଼ାଉ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୧୩।୧୦(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ମାଳିଜଗନ୍ନାଥପୁରସ୍ଥିତ ବାଲି ଲୋକନାଥ ମନ୍ଦିର ନିକଟ କାଜୁ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଏହି ଚଢ଼ାଉ ସମୟରେ ନଗଦ ୯୧ ହଜାର ୩୧୦…

ଟିମ ଇଣ୍ଡିଆରେ ହେବ ବଡ଼ ଅଦଳବଦଳ! ବୈଭବଙ୍କ ପାଇଁ ଖୁସିଖବର, ସଞ୍ଜୁଙ୍କୁ ମିଳିବ ଝଟ୍‌କା! ଜାଣନ୍ତୁ ଭିତିରି କଥା…

ହାଇଦ୍ରାବାଦ,୧୪।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ ଜିତି ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ପଡ଼ିଆକୁ…

ଲଦାଖରେ ୨୮ ସ୍ଥାନର ନାମକରଣକୁ ଚାଇନାର ବିରୋଧ

ନୂଆଦିଲ୍ଲୀ, ୧୪ା୧୦: ଭାରତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ୨୮ଟି ରଣନୈତିକ ସ୍ଥାନର ନାମ ବଦଳାଇବାକୁ ନିଷ୍ପତ୍ତି ନେବା ପରେ ଚାଇନା ଏହାକୁ ବିରୋଧ କରିଛି। ବେଜିଂ ଭାରତର ଏହି ପଦକ୍ଷେପକୁ ବେଆଇନ ବୋଲି କହିବା ସହ ଦାବି କରିଛି ଯେ, ସୀମାର…

ତୁଳା ରାଶିକୁ ଯିବେ ସୂର୍ଯ୍ୟ, ୩ ରାଶି ସାବଧାନ! ଚାକିରି-ବ୍ୟବସାୟରେ ବଡ଼ ଧରଣର ହେବ କ୍ଷତି! ଆଗାମୀ ୩୦ ଦିନ ଭିତରେ…

ଭୁବନେଶ୍ୱର, ୧୪।୧୦: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ରାଶି ପରିବର୍ତ୍ତନର ମନୁଷ୍ୟ ଜୀବନ ଉପରେ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଆସନ୍ତା ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ୭ଟା ୪୫ ମିନିଟରେ ସୂର୍ଯ୍ୟ ତୁଳା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?