Home Left

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

ବଲାଙ୍ଗୀର,୧୫।୩(ସୁନିଲ କୁମାର ମହାନ୍ତି ): ଶନିବାର ବଲାଙ୍ଗୀର ଜେଲ ଭିତରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଆଇଜି ଗରିବ ସାହୁ । ରବିବାର ପୂର୍ବାହ୍ନରେ ସେ ବଲାଙ୍ଗୀର ଜିଲା କାରାଗାରରେ…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି । ଏହା ବ୍ୟତୀତ ୧୬ ମାର୍ଚ୍ଚ ସନ୍ଧ୍ୟା ୬ଟା୧୫ ରେ ଚନ୍ଦ୍ର ମଧ୍ୟ…

ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ

ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି ଆଗା ଏକ ଅଜବ ଢଙ୍ଗରେ ରନ ଆଉଟ ହେବା ପରେ ପାଭିଲିୟନକୁ ଫେରିଗଲେ।…

ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ସ୍ବାମୀଙ୍କ ଆତ୍ମହତ୍ୟା, ଅନାଥ ହୋଇଗଲା ୨ ବର୍ଷର ଶିଶୁକନ୍ୟା 

ବାହାନଗା,୧୫।୩(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସନ୍ଦେହ ଯୋଗୁ ଗୋଟିଏ ହସଖୁସିର ସଂସାର ଉଜୁଡ଼ି ଯାଇଛି। ସ୍ବାମୀ ପରେଶ ମାଝୀ (୨୨) ନିଜ ପତ୍ନୀ ରଶ୍ମିରେଖାଙ୍କୁ ହତ୍ୟା…

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ ରାଜ୍ୟ ସରକାର ପୂଜାରୀ ଏବଂ ମୁଏଜିନମାନଙ୍କ ଦ୍ୱାରା ଯଥାସମ୍ଭବ ଦାଖଲ କରାଯାଇଥିବା ସମସ୍ତ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ କାହାକୁ ବିବାହ କରିବେ, ସେ ନେଇ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନରୁ ଅପେକ୍ଷା…

IRGCର ଧମକ: ‘ଜୀବିତ ଥିବା ଯାଏ ପିଛା କରିବୁ…, ସାରା ବିଶ୍ୱରେ ଚାଞ୍ଚଲ୍ୟ

ତେହେରାନ/ଜେରୁଜେଲମ,୧୫।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ରବିବାର ଇରାନର ଶକ୍ତିଶାଳୀ ସେନା ‘ରିଭୋଲ୍ୟୁସନାରୀ ଗାର୍ଡସ’ (IRGC) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସିଧାସଳଖ ହତ୍ୟା ଧମକ ଦେଇଛି। ଏହି ବୟାନ ପରେ…

ଗଛରେ ପିଟି ହେଲା କାର: ଆଖିବୁଜିଲେ ସ୍ତ୍ରୀ, ୨ ପିଲା

ପୋଲସରା,୧୫।୩: ଗଛରେ ପିଟି ହେଲା କାର। ସ୍ତ୍ରୀ ମୃତ, ସ୍ବାମୀ ଓ ୨ ପିଲା ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ତାକରଡ଼ା ଗାଁ ନିକଟରେ। ଗାଁ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଲା କାର୍‌। Dharitri…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଥିଲେ। ପରବର୍ତ୍ତୀ ସମୟରେ, ସେ ୧୯ ବର୍ଷରୁ କମ…

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ, ବେଳାଭୂମି ସଫେଇ ପାଇଁ…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୁଦ୍ର ବେଳାଭୂମିରେ ଲକ୍ଷଲକ୍ଷ କଇଁଛ ଅଣ୍ଡାଦାନ କରିବେ ।ଏଥିପାଇଁ ଗଞ୍ଜାମ ଏସ୍‌ପିଙ୍କ ନିର୍ଦେଶ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି ଧରି ପାକିସ୍ତାନ କ୍ରିକେଟର ସେବା କରିଥିବା ସରଫରାଜଙ୍କ ଏହି ନିଷ୍ପତ୍ତି ସହିତ ଏକ…

ଏବେ ଘରେ ରଖିପାରିବେ କେତୋଟି ଗ୍ୟାସ ସିଲିଣ୍ଡର? ନିୟମ ନ ଜାଣି ଅଧିକ ରଖିଲେ ହେବ ଜେଲ!

ନୂଆଦିଲ୍‌ଲୀ,୧୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଯୋଗାଣ ଶୃଙ୍ଖଳ ବାଧା ମଧ୍ୟରେ, ଦେଶରେ ଏଲପିଜିର ଉପଲବ୍ଧତା ନେଇ ସାଧାରଣ ଲୋକଙ୍କ ଚିନ୍ତା ବୃଦ୍ଧି ପାଉଛି। ଫଳସ୍ୱରୂପ, ଭୟ ଦ୍ୱାରା ପ୍ରଭାବିତ ହୋଇ, ଅନେକ ବ୍ୟକ୍ତି ସେମାନଙ୍କର ପ୍ରକୃତ ଆବଶ୍ୟକତାଠାରୁ ଅଧିକ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?