Home Left

ନୂଆପଡା ଉପନିର୍ବାଚନ ତଦାରଖ କରିବା ପାଇଁ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆପଡା,୨୧/୨୦(ମକାରୁ ବେମାଲ): ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ତିନି ଜଣ…

ବାଣ ନିଆଁରୁ ଅଗ୍ନିକାଣ୍ଡ: ୫ ଗାଈ ଜୀବନ୍ତ ଦଗ୍ଧ

ଆନନ୍ଦପୁର,୨୧/୧୦(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା…

ଦିଅର ସହ ଫେରାର ହୋଇଯାଇଥିଲେ ଭାଉଜ: ଆଉ ତା’ପରେ ଯାହା ଘଟିଲା, ଗୋଡ଼ ତଳୁ ଖସିଗଲା ମାଟି

ଲକ୍ଷ୍ନୌ,୨୧।୧୦: ଉତ୍ତର ପ୍ରଦେଶର ବିଜନୌରରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଜଣେ ଭାଉଜ ଏବଂ ଦିଆର ସନ୍ଦେହଜନକ ପରିସ୍ଥିତିରେ ବିଷ ପିଇ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ପ୍ରେମ…

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ, PCB ବୈଠକ ପରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି!

ଇସଲାମାବାଦ,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏକ ବଡ଼ ନିଷ୍ପତ୍ତି ନେଇ ୱିକେଟକିପର-ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ନୂତନ ଦିନିକିଆ ଅଧିନାୟକ ନିଯୁକ୍ତ କରାଯାଇଛି।…

‘POK କବଜା କରିବା ନୀତି ଛାଡୁ ପାକିସ୍ତାନ…’, ଶହବାଜ ସରକାରଙ୍କ ମିଛ ଉପରୁ ପରଦା ହଟାଇଲା ଭାରତ

ଜେନେଭା,୨୧।୧୦: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (IPU) ଫୋରମରେ ଭାରତୀୟ ଏମପି ଅପରାଜିତା ଷଡ଼ଙ୍ଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। IPUର ୧୫୧ତମ ସଭାରେ ଉତ୍ତର ଅଧିକାର ଅଧୀନରେ ପାକିସ୍ତାନୀ ପ୍ରଚାରର ଜବାବ ଦେଇ, ଷଡ଼ଙ୍ଗୀ କହିଛନ୍ତି ଯେ ପାକିସ୍ତାନ…

ମାତ୍ର ୧୪୧ ବଲରେ ଧୂଳିସାତ୍‌ ହୋଇଗଲା ରୋହିତଙ୍କ ମହାରେକର୍ଡ, ଏହି ବ୍ୟାଟ୍ସମ୍ୟାନ୍‌ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୧।୧୦: କ୍ରିକେଟର୍‌ ରେକର୍ଡ କଥା ଆସେ, ପ୍ରଥମେ ହିଟମ୍ୟାନ ରୋହିତ ଶର୍ମାଙ୍କ ଅତୁଳନୀୟ ୨୬୪ ରନ ମନେ ପଡ଼େ। ବର୍ଷ ବର୍ଷ ଧରି, ରୋହିତଙ୍କ ରେକର୍ଡ ବିଶ୍ୱ ପାଇଁ ଏକ ଅତୁଟ ରେକର୍ଡ ହୋଇ ରହିଥିଲା, କିନ୍ତୁ ଏବେ ଜଣେ ଭାରତୀୟ…

ଫୁଟବଲ ଖେଳ ଦେଖି ଫେରିବା ବେଳେ ପଡ଼ିଲେ ହାତୀ ହାବୁଡ଼ରେ, ତା’ପରେ ଘଟିଲା ଏମିତି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ

ମୋରଡା,୨୧।୧୦(ସ୍ମାରକ ମାଜୀ): ହାତୀ ଆକ୍ରମଣରେ ଗୁରୁତର ଯୁବକ ରାତି ତମାମ ଜଙ୍ଗଲରେ ପଡି ରହି ଛଟପଟ ହେବା ଘଟଣା ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଟୁପୁରା ଗ୍ରାମର ସମରାଇ ହେମ୍ବ୍ରମ(୫୫)…

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି କ୍ରିକେଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୦: ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଜମ୍ମୁ ଏବଂ କଶ୍ମୀରର ପ୍ରଥମ କ୍ରିକେଟର ପରଭେଜ ରସୁଲ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ୧୭ ବର୍ଷର ଚମତ୍କାର କ୍ୟାରିୟରର ଅନ୍ତ ଘଟାଇଛି, ଯାହା ସ୍ଥିର ପ୍ରଦର୍ଶନ ଏବଂ…

ହିଜାବକୁ ନେଇ ଉଠିଲା ଝଡ଼, ଇରାନରେ ହିଜାବ ଲାଗୁ କରିଥିବା ନେତାଙ୍କ ଝିଅ ଏମିତି ଡ୍ରେସ ପିନ୍ଧିଲେ ଯେ ତାତିଲେ ଲୋକେ

ତେହେରାନ,୨୧।୧୦: ଇରାନରେ ସାଧାରଣ ମୁସଲମାନ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଜଣେ ବରିଷ୍ଠ ସହାୟକଙ୍କ ଝିଅଙ୍କ ଷ୍ଟ୍ରାପଲେସ ବିବାହ ଗାଉନ ପିନ୍ଧିଥିବାର ଏକ ଭିଡିଓ ଭାଇରାଲ…

ଆମେରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ବଡ଼ ଏଗ୍ରିମେଣ୍ଟ, ଛାନିଆ ହେଲାଣି ଚାଇନା!

ଓ୍ବାଶିଂଟନ,୨୧।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ଦ୍ୱିପାକ୍ଷିକ ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ସୋମବାର ହ୍ବାଇଟ ହାଉସରେ ହୋଇଥିବା ୮.୫ ବିଲିୟନ ଡଲାରର ଚୁକ୍ତିନାମା ଆମେରିକାକୁ ଅଷ୍ଟ୍ରେଲିଆର ବିରଳ ପୃଥିବୀ…

ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ ବଗି ନାଚିକା। ଗାଁଠାରୁ ପ୍ରାୟ ୬ଶହ ମିଟର ଦୂରରେ ଥିବା କେନ୍ଦୁଗୁଡା ଗାଁ ପାର୍ଶ୍ୱ…

ନାମାଙ୍କନ ଦାଖଲ ପରେ RJD ପ୍ରାର୍ଥୀଙ୍କୁ ଉଠାଇନେଲା ଝାଡ଼ଖଣ୍ଡ ପୋଲିସ, ୨୧ ବର୍ଷ ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରୋହତାସର ସାସାରାମର ମହାଗଠବନ୍ଧନ ପ୍ରାର୍ଥୀ ସତ୍ୟେନ୍ଦ୍ର ସାହଙ୍କୁ ପୋଲିସ ଗିରଫ କରିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରଜେଡି ପ୍ରାର୍ଥୀ ସତ୍ୟେନ୍ଦ୍ର ସାହ ନାମାଙ୍କନର ଶେଷ ଦିନରେ ପର୍ଚ୍ଚା ଭରିବାକୁ ଆସିଥିଲେ। ନାମାଙ୍କନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri