Home Left

ରାଜ୍ୟରେ ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ଷ୍ଟିଭ୍‌ ସ୍ମିଥ୍‌ଙ୍କ ପାଇଁ ‘କଳା ଦିନ’: ପ୍ରଥମ ଥର ପାଇଁ ଖାତା ନ ଖୋଲି ଫେରିଲେ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସେ ଖାତା ଖୋଲିପାରିନାହାନ୍ତି। ଏହା ପ୍ରଥମ ଥର ପାଇଁ ହୋଇଛି। ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକ: ଆଖିବୁଜିଲେ ଏହି ମହାନ ଖେଳାଳି

ଇଲଂଣ୍ଡ ପାଇଁ ୪ଟି ଟେଷ୍ଟ ଏବଂ ୧୫ଟି ଦିନିକିଆ ଅନ୍ତରାଷ୍ଟ୍ରିୟ ମ୍ୟାଚ୍‌ ଖେଳିସାରିଥିବା ପୂର୍ବତନ କ୍ରିକେଟର ରବିନ ଜ୍ୟାକ୍‌ମ୍ୟାନ୍‌ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏହି ଶୁକ୍ରବାର ସୂଚନା…

କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଡାକ୍ତର ଜଣକ ଗୁରୁବାର କରୋନାରୁ ରକ୍ଷା ପାଇବାକୁ ଏକ ଭ୍ୟାକ୍ସିନ…

ମେଲବୋର୍ନ ଟେଷ୍ଟରେ ଭାରତର ଦବ୍‌ଦବା: ୧୯୫ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌

ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି। ପରେ ଭାରତୀୟ ଦଳ ନିଜର ପ୍ରଥମ ପାଳିରେ ୧୧ ଓଭର ଖେଳି ୩୬…

୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ହେବେ ମେୟର

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଜଣେ ୨୧ ବର୍ଷ ବୟସ୍କା କଲେଜ ଛାତ୍ରୀ ମେୟର ହେବାକୁ ଯାଉଛନ୍ତି। ଷ୍ଟୁଡେଣ୍ଟ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର କର୍ମୀ ଭାବେ କାର୍ଯ୍ୟ କରୁଥିବା ଆର୍ଯ୍ୟା ରାଜେନ୍ଦ୍ରନ ରାଜ୍ୟ ବାଳସଂଘର ସଭାପତି ଦାୟିତ୍ୱରେ ଅବସ୍ଥାପିତ ଅଛନ୍ତି। ସିପିଆଇ(ଏମ୍‌) ପକ୍ଷରୁ ପୌର…

ପୁରୁଷଙ୍କ ଏସବୁ ଜିନିଷ ପ୍ରତି ଆକର୍ଷିତ ହୁଅନ୍ତି ମହିଳା, ଜାଣନ୍ତୁ କ’ଣ…

ମହିଳା ଓ ପୁରୁଷ ଜଣେ ଜଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି , ହେଲେ କାହିଁକି ହୁଅନ୍ତି ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ବୁଝିପାରି ନାହାନ୍ତି। ତଥାପି, ଅନୁସନ୍ଧାନ, ଅଧ୍ୟୟନ ଏବଂ ଅନେକ ପରୀକ୍ଷଣ ମାଧ୍ୟମରେ, ଏହା ବୁଝାପଡ଼ୁଛି। ଏହି…

ଆଡିଲେଡ୍‌ ଟେଷ୍ଟ ବେଳେ ଭାରତୀୟ କ୍ରିକେଟରଙ୍କୁ ଏଭଳି ଡାକିଥିଲେ କୁନି ପ୍ରଶଂସକ: ଜବାବରେ…

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଛୋଟ ପିଲା ଏମିତି କିଛି କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଡିଲେଡ୍‌ ଟେଷ୍ଟ ସମୟରେ ଜଣେ ଛୋଟ ପ୍ରଶଂସକ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର…

ବିଶ୍ୱବିଦ୍ୟାଳୟ ନାମଲେଖାରେ ହେବ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ !

ନୂଆଦିଲ୍ଲୀ,୨୬।୧୨: ଏଣିକି ବିଶ୍ୱବିଦ୍ୟାଳୟ ନାମଲେଖା ସମୟରେ ଶିକ୍ଷାର୍ଥୀଙ୍କ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ କରାଯିବ। ଫଳରେ କଟ୍‌ଅଫ୍‌ ମାର୍କ ନେଇ ଶିକ୍ଷାର୍ଥୀଙ୍କ ଉପରେ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି ମିଳିପାରିବ। ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ କମନ…

୨୦୨୧କୁ ସାବଧାନ…

୨୦୨୧ରେ ୧୨ଟି ରାଶି ମଧ୍ୟରୁ ୩ଟି ରାଶି ବ୍ୟକ୍ତିଙ୍କୁ ସଫଳତା ମିଳିବାର ଆଶା ରହିଛି। ତେବେ ଅନ୍ୟ ୯ଟି ରାଶିର ବ୍ୟକ୍ତିଙ୍କୁ ଏହି ବର୍ଷ ବିଶେଷ ସତର୍କ ରହିବାକୁ ପଡ଼ିବ। ମେଷ, ବୃଷ ଏବଂ ସିଂହ ଆଦି ୩ ରାଶିର ବ୍ୟକ୍ତିଙ୍କୁ…

କାଳିଜାଈ ମନ୍ଦିର ବନ୍ଦ, ପର୍ଯ୍ୟଟକ ନିରାଶ

ବାଲୁଗାଁ/କୃଷ୍ଣପ୍ରସାଦ, ୨୬ା୧୨(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇବା ପରେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥାଏ। ଫଳରେ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥାଏ। ଡିସେମ୍ବରରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆଗମନ କରିଥାନ୍ତି। ପର୍ଯ୍ୟଟକମାନେ ମା’ କାଳିଜାଈଙ୍କ ଦର୍ଶନ କରିବା…

କାନ୍ଦି ପକାଇଲେ ଅମିଷା ପଟେଲ

‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବୋ ଅଭିନେତ୍ରୀ ଅମିଷା ପଟେଲ ଅନେକ ସମୟ ହେବ ଫିଲ୍କ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ଅମିଷାଙ୍କ ଅଭିନୀତ ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri