Home Left

ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ, ରାସ୍ତା ପାର୍‌ ହେଉଥିବାବେଳେ…

ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ସ୍ବାମୀ ସ୍ତ୍ରୀ ରାସ୍ତା ପାର୍‌ ହେଉଥିବାବେଳେ ସ୍ତ୍ରୀଙ୍କ ଉପରେ ଟ୍ରକ୍‌ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, ବଦଳରେ ମିଳିଲା ଏତେ ବଡ଼ ପ୍ରତିଶ୍ରୁତି

ଟୋକିଓ,୨୯।୧୦: ଜାପାନ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ପ୍ରଶଂସା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତାକାଇଚିଙ୍କ ସହ ହାତ ମିଳାଇ ଟ୍ରମ୍ପ କହିଥିଲେ,…

ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ସହି ପାରୁନି ପାକିସ୍ତାନ, ଖ୍ବାଜା ଆସିଫ କହିଲେ…

ଇସଲାମାବାଦ,୨୯।୧୦: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପୁଣି ଥରେ ସେହି ପୁରୁଣା କଥା କହିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନ ଭାରତର କାଠ କଣ୍ଢେଇ ଏବଂ ଦିଲ୍ଲୀ ନିୟନ୍ତ୍ରଣାଧୀନ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରୁଛି। ଜିଓ ନ୍ୟୁଜର…

ବସଷ୍ଟାଣ୍ଡ ଯାଇ ଆଉ ଘରକୁ ଫେରିଲେନି ଦଣ୍ଡାସି

ଦିଗପହଣ୍ଡି,୨୯।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପିକ ଅପ ଭ୍ୟାନ (ନଂ. ଓଡ଼ି୩୩ ଏସି -୧୦୮୩) ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି…

ଟିକେ ଏମିତି କରି ଦେଲେ ଘରେ ବଢ଼ିବ ସୁଖ ସମୃଦ୍ଧି

ଏମିତି କିଛି ବିଶେଷ କଥା ରହିଛି, ଯାହା ଉପରେ ଟିକେ ନଜର ଦେଲେ ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ଟିକେ ସଜାଡ଼ିଦେବା, ନ ହେଲେ ଶନି…

ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ୫୦ହଜାର ଜରିମାନା, ସରକାରଙ୍କ ବଡ଼ ଘୋଷଣା

ଡେରାଡୁନ,୨୯।୧୦: ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଜୌନସର ବାୱର ଅଞ୍ଚଳର ଦୁଇଟି ଗାଁ, କନ୍ଦାଡ ଏବଂ ଇଡ୍ରୋଲିରେ ଏକ ଅଦ୍ଭୁତ ନିୟମ ଲାଗୁ ହୋଇଛି। ଗାଁ ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମହିଳାମାନେ ଏବେ କେବଳ ତିନୋଟି…

୧୧ ହଜାର ଟଙ୍କାର ଖାଦ୍ୟ ଖାଇ ଫେରାର ହୋଇଗଲେ ଟୁରିଷ୍ଟ, ତା’ପରେ ଘଟିଲା…

ମାଉଣ୍ଟ ଆବୁ,୨୯।୧୦: ରାଜସ୍ଥାନର ମାଉଣ୍ଟ ଆବୁ ନିକଟସ୍ଥ ସିଆୱାରେ ଥିବା ହାପି ଡେ ହୋଟେଲରେ ଜଣେ ମହିଳା ସମେତ ପାଞ୍ଚ ଜଣ ଗୁଜରାଟୀ ପର୍ଯ୍ୟଟକ ଟଙ୍କା ନ ଦେଇ ଖସି ପଳାଇବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ହୋଟେଲରେ ପ୍ରବେଶ କଲେ,…

ହଠାତ୍‌ ୟୁଟର୍ନ ନେଲେ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଦେଲେ ଏତେ ବଡ଼ କଥା…ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବେ, କାହାକୁ ଏବଂ କ’ଣ କହିବେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ନିକଟରେ ଯେତେବେଳେ ସେ APEC ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିଲେ, ସେ ମଞ୍ଚ ଉପରେ ଠିଆ ହୋଇ ଭାରତୀୟ…

ରେଭେନ୍ସାରେ ଝାଡ଼ାବାନ୍ତି

ଭୁବନେଶ୍ୱର,୨୯।୧୦: କଟକ ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି ବ୍ୟାପିଛି।୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। Dharitri – Odisha’s No.1 Odia Daily

କାନାଡ଼ାରେ ପୁଣି ଫୁଟିଲା ଗୁଳି, ଏଥର ଶିକାର ହେଲେ ଭାରତୀୟ ବ୍ୟବସାୟୀ

ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ…

ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ…

ଟଳିଲା ବାତ୍ୟା ଭୟ, ବଢିଲା ଋଷିକୂଲ୍ୟା ନଦୀ ଜଳସ୍ତର, ଭୟରେ ଲୋକେ!

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ ): ବର୍ତ୍ତମାନ ଟଳିଛି ବାତ୍ୟା ଭୟ । ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡାହଡ଼ା ଡ୍ୟାମ ପାଣି ଛଡା ଯିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri