Home Left

ହମାସ ଭଳି ମିସାଇଲ, ଡ୍ରୋନ ଆକ୍ରମଣ: ପାକିସ୍ତାନର ଏକାଧିକ ବିମାନ ମାରି ଖସାଇଲା ଭାରତ

ନୂଆଦିଲ୍ଲୀ,୮।୫: ଗୁରୁବାର ଜମ୍ମୁ, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ଅଞ୍ଚଳରେ ଡ୍ରୋନ ଏବଂ ମିସାଇଲ ଆକ୍ରମଣ ହୋଇଥିଲା, ଯାହା ଭାରତ ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ମାତ୍ର ଏକ ଦିନ ପରେ ଏକ ବଡ଼ ଉତ୍ତେଜନାର ସୂଚନା...

ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ: ଜାଣନ୍ତୁ ଏହା ପଛର କାରଣ

ଧର୍ମାଶାଳା,୮ା୫: ଧର୍ମଶାଳାରେ ଗୁରୁବାର ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ(ପିବିକେଏସ୍‌) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଅଧାରୁ ବନ୍ଦ ହୋଇଯାଇଛି। ମ୍ୟାଚ୍‌କୁ ସୁରକ୍ଷାଗତ କାରଣରୁ ଅଧାରୁ ବାତିଲ କରି ଦିଆଯାଇଥିବା ସୂଚନା ଦିଆଯାଇଛି। ଷ୍ଟାଡିୟମର ସମସ୍ତ ଲାଇଟ ବନ୍ଦ କରାଯାଇଥିବା ବେଳେ...

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ସାଉଦି ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଏଭଳିସ୍ଥିତିରେ ସାଉଦି ଆରବ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆଦେଲ ଅଲଜୁବେଇର୍‌ ଗୁରୁବାର ଦିଲ୍ଲୀ ଆସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଓ...

ଅପରେଶନ ସିନ୍ଦୂର ପରେ ମୁମ୍ବାଇ-ପଞ୍ଜାବ ମ୍ୟାଚ୍‌ ଅହମଦାବାଦକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୮ା୫: ଆସନ୍ତା ୧୧ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ଅହମଦାବାଦକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନରେ ଆତଙ୍କବାଦ ସହ ଜଡ଼ିତ ବିଭିନ୍ନ କୋଠାକୁ ଅପରେଶନ ସିନ୍ଦୂର ଦ୍ୱାରା ଭାରତ ଧ୍ୱଂସ କରିବା...

ଭାରତର ଆକ୍ରମଣ ପରେ ପାକିସ୍ତାନ ସୁପର ଲିଗ ମ୍ୟାଚ ବାତିଲ: ଭୟରେ ବିଦେଶୀ ଖେଳାଳି, ଦେଶ ଛାଡ଼ିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ,୮।୫: ରାୱାଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ) ମ୍ୟାଚ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନର ବିଭିନ୍ନ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାର ଏବଂ...

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା...

ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପୁରୁଷୋତ୍ତମପୁର,୮।୫(ସୀମାଞ୍ଚଳ ମିଶ୍ର): ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତୀ ମୋହନ ଚରଣ ମାଝୀ ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ଶତବାର୍ଷିକ ଉସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଣୀକକ୍ଷକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ବସି ଭାବର...

ମହାଭାରତର ବେଳେ ଯେଉଁ ଗ୍ରହ ଚଳନ ହୋଇଥିଲା, ଏବେ ସେହି ଚଳନ, ଜ୍ୟୋତିଷ କହିଲେ ହେବ ମହାଯୁଦ୍ଧ

ନୂଆଦିଲ୍ଲୀ,୮।୫: ଭାରତରେ ହେବାକୁ ଯାଉଛି ବଡ଼ ଯୁଦ୍ଧ। ଏନେଇ ୧୦ମାସ ପୂର୍ବରୁ ହୋଇଛି ଭବିଷ୍ୟବାଣୀ। ଜଣେ ବିଶିଷ୍ଟ ଜ୍ୟୋତିଷ ଗତ ୧୦ ମାସ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ମେ ମାସରେ ଏକ ବିରଳ ଗ୍ରହସ୍ଥିତି ଘଟିବ, ଯାହା...

ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ସଭାପତି, ପାକିସ୍ତାନ ଉପରେ ଲାଗିବ ଆର୍ଥିକ ପ୍ରତିବନ୍ଧକ!

ନୂଆଦିଲ୍ଲୀ,୮।୫: ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର କିଛି ଦିନ ପରେ ହୋଇଛି। ଏହି...

ଆସନ୍ତାକାଲି ପାକିସ୍ତାନ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତ ନେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ, ୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମେ ୯ ତାରିଖ ପାକିସ୍ତାନ ପାଇଁ ଏକ ର୍ନିଣ୍ଣାୟକ ଦିନ ହେବ। ଏହି ଦିନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଚାଲିଥିବା ୩୭ ମାସିଆ ଏକ୍ସଟେଣ୍ଡେଡ...

କେସିଙ୍ଗା ଏନ୍‌ଏସିରୁ ଦୂର ହେବ ପାନୀୟ ଜଳ ସମସ୍ୟା, ୨୪ ଘଣ୍ଟିଆ ସେବା ପାଇବେ ଲୋକେ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଆଉ ପାନୀୟ ଜଳ ସମସ୍ୟା ରହିବ ନାହିଁ। ସେଥିପାଇଁ ପିଏଚ୍‌ଡି ବିଭାଗ ପକ୍ଷରୁ ୨ କୋଟିରୁ ଊଦ୍ଧର୍‌ବ ବ୍ୟୟ ଅଟକଳରେ ପିଏଚ୍‌ଡିର କାର୍ଯ୍ୟାଳୟ ପରିସରରେ ଥିବା ୧୦ ନମ୍ବର ଓ୍ବାର୍ଡ ଜାଗାରେ...

କଳିଙ୍ଗା ଘାଟିରେ ଦୁର୍ଘଟଣା

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ)- ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଞ୍ଜନଗର ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri