ମହିଳାଙ୍କୁ ମିଳୁଛି ୧୧ ହଜାର ଟଙ୍କାର ସହାୟତା, ମୋଦି ସରକାରଙ୍କ ଏହି ଯୋଜନାର କେମିତି ଉଠାଇବେ ଲାଭ, ଜାଣନ୍ତୁ…
ନୂଆଦିଲ୍ଲୀ,୩୧।୧୦: ଭାରତ ସରକାର ଦେଶରେ ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉନ୍ନତ କରିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)। ଏହି ଯୋଜନା…
କୁକୁର କାମୁଡାରେ ୨ ଦିନରେ ୧୦ ଆହତ: ଉତ୍ତ୍ୟକ୍ତ ହୋଇ କୁକୁରକୁ ପିଟିପିଟି ମାରିଦେଲେ ଲୋକେ
ପାଟଣା,୩୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ବୁଲା କୁକୁର କାବୁଲି ବେହେରାଙ୍କ ପୁଅ ପ୍ରୀତି ରାଜ ବେହେରା(୯) ଡିମିରି ଡିହାର ପଙ୍କଜ ବେହେରାଙ୍କୁ ଗୋଡାଇ ଗୋଡେଇ…
ନୂଆପଡାରେ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଦିବାସୀ ଜନଜାତିଙ୍କୁ କହିଲେ…
ଭୁବନେଶ୍ୱର,୩୧।୧୦: ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା, କର୍ମୀଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି । ତିନି ପ୍ରମୁଖ ଦଳ ଭାଜପା, ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନକୁ ଆହୁରି ମଜଭୂତ…
ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ
ଭୁବନେଶ୍ୱର,୩୧ା୧୦: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଲୋକସମ୍ପର୍କ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ କମିଶନ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନୂଆପଡ଼ା ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ମଧ୍ୟରେ ତନୁଜା ରାଜ୍ୟ…
ବାପାଙ୍କୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଲେ ଜେମିମା: ଭାଇ କଲେ ଏମିତି କାମ… ଭାଇରାଲ ହେଉଛି Video
ନଭୀ ମୁମ୍ବାଇ,୩୧।୧୦: ମହିଳା ବିଶ୍ୱକପ ସେମିଫାଇନାଲରେ ଭାରତ ଏକ ଦମଦାର ବିଜୟ ହାସଲ କରିଛି। ନକଆଉଟ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ସେମିଫାଇନାଲରେ ଜେମିମା ରୋଡ୍ରଗ୍ସ ୧୨୭ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ୧୩…
ନୂଆପଡ଼ା ଉପନିର୍ବାଚନ: ‘ସହାନୁଭୂତି’ର ଆୟୁଧରେ ଲଢ଼େଇ
ନୂଆପଡ଼ା, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡା ଉପନିର୍ବାଚନ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିୱେଟ ନେତାମାନେ ନୂଆପଡାର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ…
ଯୌନ ନିର୍ଯାତନା ମାମଲା: ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ସମସ୍ତ ରାଜକୀୟ ଉପାଧି ଛଡ଼ାଇନେଲେ କିଙ୍ଗ୍ ଚାର୍ଲ୍ସ
ବକିଂହାମ,୩୧।୧୦: ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ (King Charles III) ତାଙ୍କ ସାନ ଭାଇ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କଠାରୁ ବାକି ଥିବା ସମସ୍ତ ରାଜକୀୟ ଉପାଧି, ସମ୍ମାନ ଏବଂ ସୁବିଧା ଛଡ଼ାଇ ନେଇଛନ୍ତି। ଏଥିସହ ତାଙ୍କୁ ୱିଣ୍ଡସରରେ ଥିବା ସରକାରୀ ବାସଭବନ ‘ରୟାଲ୍…
ସାରା ଦେଶରେ ପୋଲିସ ପାଇଁ ସମାନ ପୋଷାକ
ଭୁବନେଶ୍ୱର,୩୧ା୧୦(ରବିନାରାୟଣ ଜେନା): ସାରା ଦେଶରେ ପୋଲିସ ସେବାରେ କାର୍ଯ୍ୟରତ କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଡିଏସ୍ପିଙ୍କ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ପୋଷାକ ପିନ୍ଧିବେ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତିକ୍ରମେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଦାଦନ: ସମସ୍ୟା ନୁହେଁ, ଦୁଃଖ
ନୂଆପଡ଼ା,୩୧ା୧୦(ପୀତାମ୍ବର ସାହୁ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଘୋଷଣା ପରଠାରୁ ଯଦିଓ ବିଭିନ୍ନ ଦଳର ନେତାମାନେ ବଡ଼ ଗାଡ଼ି ଧରି ଏଠାକାର ମୁଖ୍ୟ ରାସ୍ତାରେ ବାରମ୍ବାର ଏପାଖସେପାଖ ହୋଇ ନିଜ ଉପସ୍ଥିତି ଦେଖାଉଛନ୍ତି, ତଥାପି ବାସ୍ତବ ସମସ୍ୟା ଭିତରକୁ ପଶିବାର ଆଗ୍ରହ ସେମାନଙ୍କଠାରେ…
ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରି ଶ୍ରଦ୍ଧାଳୁ ହେଉଛନ୍ତି ଆନନ୍ଦିତ
ସାକ୍ଷୀଗୋପାଳ,(୩୧ା୧୦): ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ…
ମ୍ୟାଚ୍ ବିଜୟୀ ଇନିଂସ ପରେ କାନ୍ଦି ପକାଇଲେ ଜେମିମାହ ରଡ୍ରିଗ୍ସ; ଖୁଲାସା କଲେ ରଣନୀତି
ନବୀ ମୁମ୍ବାଇ,୩୧।୧୦: ଅଷ୍ଟ୍ରେଲିଆକୁ ୫ ଉଇକେଟ୍ରେ ହରାଇ ଭାରତ ମହିଳା ବିଶ୍ୱକପ୍ ଫାଇନାଲ୍କୁ ପ୍ରବେଶ କରିଛି। ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ। ଅଷ୍ଟ୍ରେଲିଆ ବିଦାୟ ନେବାରୁ ନୂଆ ଚାମ୍ପିଅନ୍ ହେବ। ଜେମିମାହ ରଡ୍ରିଗ୍ସ ୧୩୪ ବଲ୍ରେ ଅପରାଜିତ ୧୨୭…
ଏଇ ଭାରତରେ
ପ୍ରଦୂଷିତ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ସହ ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଅନେକେ ମଧ୍ୟ କୌଣସି କାରଣରୁ ଆହତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଶିକାରୀଙ୍କୁ ରୋକିବା…
Archives


