ହାଇବ୍ରିଡ ମିଡ୍ଟର୍ମ ଏଣ୍ଡକୋନ୍ ଟିମ୍କୁ ରାଜ୍ୟପାଳଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ‘ହାଇବ୍ରିଡ ମିଡ୍ଟର୍ମ ଏଣ୍ଡକୋନ୍-୨୦୨୧’ ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ଚିକିତ୍ସକ ଡା. ମନୋଜ କୁମାର ସାହୁ ଏବଂ ତାଙ୍କ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡାକ୍ତରୀ ବିଦ୍ୟାର ଏକ ନୂଆ ବିପ୍ଳବ ପାଇଁ…
ଖେଳଣାକୁ ମିଳୁ ଭୌଗୋଳିକ ପ୍ରମାଣପତ୍ର
ଭୁବନେଶ୍ୱର, ୨୭।୨(ପିଆଇବି): ଆତ୍ମନିର୍ଭର ଭାରତ ପାଇଁ ସ୍ଥାନୀୟ ହସ୍ତକଳା କାରିଗରଙ୍କୁ ସବୁଠୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ଅଞ୍ଚଳର ଖେଳଣାକୁ ଭୌଗୋଳିକ ପରିଚିତି ପ୍ରମାଣପତ୍ର ପ୍ରଦାନ କରାଗଲେ ଏହାର ବିକଳ୍ପ ବା ନକଲି ପ୍ରସ୍ତୁତ ହୋଇପାରିବ ନାହିଁ…
୧୮୩ ଘରୋଇ ହସ୍ପିଟାଲରେ ଦିଆଯିବ କୋଭିଡ୍ ଟିକା
ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅଧୀନରେ ଥିବା ୧୮୩ଟି ଘରୋଇ ହସ୍ପିଟାଲକୁ ପ୍ରାଇଭେଟ୍ କୋଭିଡ୍ ଭ୍ୟାକ୍ସିନେଶନ ସେଣ୍ଟର (ପିସିଭିସି) କରାଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ…
ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଉର୍ବଶୀ ନିଜର ପ୍ରତିଟି ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ…
ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ
କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମିଶାଇ…
କରୋନା କାଳରେ ହୋଲ୍ଡିଂ ଟିକସ ମାଡ଼
ଭୁବନେଶ୍ୱର, ୨୭।୨ (ବ୍ୟୁରୋ): କରୋନା ଭୂତାଣୁଜନିତ ଲକ୍ଡାଉନ୍ ଓ ଶଟ୍ଡାଉନ୍ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି କଠିନ ସମୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ହୋଲ୍ଡିଂ ଟିକସ ବହୁଗୁଣା ବଢ଼ାଇ ଆଦାୟ କରିବା ନିଷ୍ପତ୍ତି ସହରବାସୀଙ୍କ…
ଗାଁ, ସହରରେ ନିୟମ କଡ଼ାକଡ଼ି କର
ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ସମ୍ଭାବ୍ୟ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ରୋକିବା ଲାଗି ଉଭୟ ଗ୍ରାମ ଓ ସହରାଞ୍ଚଳରେ କୋଭିଡ୍ ନିୟମ ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳ ଏବଂ ଜିଲା ଆରକ୍ଷୀ…
ଖାଦ୍ୟ ଅପମିଶ୍ରଣ କଲେ ଆଜୀବନ କାରାଦଣ୍ଡ
ଭୋପାଳ,୨୭।୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯିବ ବୋଲି ଶିବରାଜଙ୍କ କ୍ୟାବିନେଟ୍ରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ପୂର୍ବରୁ ରାଜ୍ୟରେ…
ଗୃହରେ ବାଲି ଝଡ଼
ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ହଜାର ହଜାର ଟ୍ରକ୍ ବାଲି ପଡ଼ୋଶୀ ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶକୁ ଚାଲିଯାଉଛି। ଦଲାଲମାନେ ଶହ ଶହ ଟ୍ରକ୍ ବାଲି ଚୋରାଚାଲାଣ କରୁଛନ୍ତି। ରାଜ୍ୟକୁ ୫ ହଜାର କୋଟି ଟଙ୍କାର ରାଜସ୍ବହାନି ହେଉଛି। ମାର୍…
ଭୁବନେଶ୍ୱର ଉତ୍ତପ୍ତ ସହର
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଭୁବନେଶ୍ବରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍ସିଅସ୍ ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ଆର. ବିଶ୍ୱାସ କହିଛନ୍ତି। ୨୦୧୧ରୁ ଏଯାବତ୍ ଚତୁର୍ଥ…
ସକାଳୁଆ ହେବ ସ୍କୁଲ
ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର…
ଚାଇନାର କରୋନା ଭ୍ୟାକ୍ସିନକୁ ସ୍ଥଗିତ ରଖିଲା ଶ୍ରୀଲଙ୍କା, ଏବେ ନେବ ଭାରତର ଭ୍ୟାକ୍ସିନ
କଲମ୍ବୋ,୨୭ ।୨: ଶ୍ରୀଲଙ୍କା ଚାଇନାର କୋଭିଡ-୧୯ ଭ୍ୟାକ୍ସିନ ସାଇନୋଫାର୍ମ ବ୍ୟବହାର କରିବ ନାହିଁ ବୋଲି ଜଣାପଡିଛି । ଏହା ବଦଳରେ ସେ ଭାରତର ଭ୍ୟାକ୍ସିନ ବ୍ୟବହାର କରିବ । ଶ୍ରୀଲଙ୍କା ୧.୪ କୋଟି ଲୋକଙ୍କ ପାଇଁ ଭାରତର ଭ୍ୟାକ୍ସିନ ବ୍ୟବହାର କରିବ…
Archives


