ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି ଦେଶରେ କରୋନାର ଚତୁର୍ଥ ଲହର ଆସି ସାରିଛି । ସେ ଟୁଇଟ୍ କରି କହିଛନ୍ତି ଦୁଇ ସପ୍ତାହ ପୂର୍ବରୁ ଆମର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ମଣ୍ଡଳ କହୁଛି କି ଚତୁର୍ଥ ଲହର ଆସିପାରେ । ହେଲେ ଏବେ ଯେଉଁ ସଙ୍କେତ ଦେଖାଯାଉଛି ତାହା ସ୍ପଷ୍ଟ କରୁଛି କି ଚତୁର୍ଥ ଲହର ଆସି ସାରିଛି । ଇମ୍ରାନ ଖାଁଙ୍କ ସରକାରରେ ମନ୍ତ୍ରୀ ଥିବା ଅସଦ ଉମର କହିଛନ୍ତି ଚତୁର୍ଥ ଲହରରେ ସରକାର ସମ୍ପୂର୍ଣ୍ଣ ଲକଡାଉନ କରିବେ ନାହିଁ । ଲୋକେ କରୋନା ଗାଇଡ୍ ଲାଇନକୁ ପାଳନ ନ କରିବା ଓ ଡେଲ୍ଟା ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ପାଇଁ ଚତୁର୍ଥ ଲହର ଶୀଘ୍ର ଆସିଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି...

କିଙ୍ଗ ଚାର୍ଲସ, ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ

ଲଣ୍ଡନ,୧୦ ।୧୧: କିଙ୍ଗ ଚାର୍ଲସ ତୃତୀୟ ଓ ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଜଣେ...

ଶ୍ରୀଲଙ୍କାକୁ ଭାରତ ଦେଲା ୭୫ ଯାତ୍ରୀବାହୀ ବସ, ପଡୋଶୀ ଭାବେ ପୂର୍ବରୁ ବି କରିଛି ସାହାଯ୍ୟ

କଲମ୍ବୋ,୯ ।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଏଥିରୁ ବାହାରିବାକୁ ଭାରତ ପୁଣିଥରେ ସହଯୋଗର ହାତ ବଢାଇଛି । ଯାତାୟତ ସମ୍ବନ୍ଧିତ ଢାଞ୍ଚାକୁ...

ପୃଥିବୀ ବିନାଶର କାରଣ ହୋଇପାରେ ଭୂକମ୍ପ: ପ୍ରତିବର୍ଷ ଚନ୍ଦ୍ରମା ଦୂରେଇ ଯାଉଛି ଦେଢ଼ ଇଞ୍ଚ

ଓ୍ବାଶିଂଟନ,୨୫।୯: ଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂକମ୍ପ ଘଟଣା ଘଟୁଛି। ହୁଏତ ଆଗାମୀ ଦିନରେ ପୃଥିବୀ ବିନାଶର କାରଣ ଭୂକମ୍ପ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ୍‌ ରାଜ୍ୟରୁ ୧୩,୨୨,୮୩୧ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର...

ଭୁବନେଶ୍ୱରରୁ ଆଜି ପୁଣି ୩୪ ପଜିିଟିଭ୍‌ ଚିହ୍ନଟ: ୪୩ ସୁସ୍ଥ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୩୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ଓମିକ୍ରନ୍‌କୁ ପ୍ରାକୃତିକ ଟିକା କହିବା ବିପଜ୍ଜନକ ଧାରଣା

ନୂଆଦିଲ୍ଲୀ, ୩।୧: ଓମିକ୍ରନ୍‌ ଏକ ପ୍ରାକୃତିକ ଟିକା ବୋଲି କେତେଜଣ ଦାୟିତ୍ୱଶୂନ୍ୟ ଲୋକ ପ୍ରଚାର ଚଳାଇଛନ୍ତି। ଏହା ଏକ ବିପଜ୍ଜନକ ଧାରଣା ବୋଲି ବିଶେଷଜ୍ଞମାନେ ମତ...

Advertisement
Archives

Model This Week