Home Left

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି କଳାକୃତିର ପ୍ରସିଦ୍ଧି ଯୋଗୁ ଏଥିରେ ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ…

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ହୃଦୟରୁ ପ୍ରେମର ସୃଷ୍ଟି। ଏହି ହୃଦୟ ବା ଦିଲ୍‌ ଯେତେଦିନ ନିର୍ମଳ ରହେ ପ୍ରେମ ସେତେ ଗାଢ଼ ରହିଥାଏ। ଏହା ଭିତରେ ଲୁଚି ରହିଥିବା ଅନେକ କଥା ପାଟିରେ କହି ନ ହେଲେ ମଧ୍ୟ ଆଖିରୁ ଜଣାପଡିଯାଏ। ତେବେ ନିଜ ପ୍ରେମ…

ପ୍ରଥମ ରୋଜଗାର ଦରମା ଟଙ୍କାରେ ମା’ଙ୍କୁ କାନଫୁଲ କିଣିକି ଦେଇଥିଲି

ସାମାଜିକ କର୍ମୀ ପୀତାମ୍ବର ରାଉତ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଗାଁରେ ମୋର ଜନ୍ମ। ଚାରି ଭାଇଭଉଣୀ (ଗୋଟିଏ ଭଉଣୀ ଓ ତିନି ଭାଇ) ଭିତରେ ମୁଁ ହେଲି ୨ୟ…

ତଳେ ରଖିବେ ନାହିଁ କେଉଁ ପୂଜା ସାମଗ୍ରୀ

ପୂଜା କରିବା ସମୟରେ ଜାଣତରେ ହେଉ ଅବା ଅଜାଣତରେ ଆମେ କିଛି ପୂଜା ସାମଗ୍ରୀକୁ ତଳେ ଥୋଇ ଦେଇଥାଉ; ଯଦ୍ଦ୍ବାରା ଏହାର ଅନେକ ନକାରାତ୍ମକ ପ୍ରଭାବ ଆମ ପରିବାର ଉପରେ ପଡିଥାଏ। ଆସନ୍ତୁ ଜାଣିବା ସେ ନେଇ କିଛି ଟିପ୍ସ.. ଜଳନ୍ତା…

ଝୁଣ୍ଟିଆ ଫ୍ୟାଶନ

ହିନ୍ଦୁ ସଂସ୍କୃତି ଅନୁସାରେ ବିବାହିତା ନାରୀ ସାଧାରଣତଃ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। କାରଣ ଏହା ସଧବା ନାରୀର ଏକ ଲକ୍ଷଣ ହୋଇଥାଏ। ସେଥିପାଇଁ ବାହାଘର ଦିନଠାରୁ ପ୍ରତି ସଧବା ନାରୀ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ପିନ୍ଧିବା ସହ ପାଦରେ…

ଜନସନ୍‌ ଟିକାକୁ ଆମେରିକାରେ ବ୍ୟବହାର ପାଇଁ ଅନୁମତି

ଓ୍ବାଶିଂଟନ,୨୮।୨: ଜନସନ୍‌ ଆଣ୍ଡ ଜନସନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସିଙ୍ଗଲ ଡୋଜ୍‌ କରୋନା ଟିକାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ବ୍ୟବହା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଆମେରିକା ସରକାର ଫାଇଜର ଏବଂ ମୋର୍ଡନା କରୋନା ଟିକାକରଣ ପାଇଁ…

ଆଜି ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରବିବାର ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୯୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ ଜଣ ଚିହ୍ନଟ…

ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନ

କର୍ନାଟକସ୍ଥିତ ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କ ସମେତ ଜାତିଜାତିକା କୁମ୍ଭୀର, ସାପ ତଥା ପ୍ରଜାପତି ଦେଖିବାର ସୁଯୋଗ ପାଇପାରିବେ। ଏପରିକି ବିଭିନ୍ନ କିସମର ବନସ୍ପତି ବୃକ୍ଷକୁ ଏଠାରେ ଦେଖିବା ସହ ଅନେକ କିଛି ଅଜଣା ତଥ୍ୟ ହାସଲ…

ମୂର୍ତ୍ତି ନୁହେଁ କେକ୍‌

ବିଭିନ୍ନ ଆକାର ଆକୃତିର କେକ୍‌ ଦେଖିଥିବେ। ହେଲେ ଆମେ ଏଠାରେ ଯେଉଁ କେକ୍‌ ସମ୍ପର୍କରେ କହୁଛୁ ତାହା ପ୍ରଥମ ନଜରରେ ମୂର୍ତ୍ତିଭଳି ଲାଗିବ। କିନ୍ତୁ ପ୍ରକୃତରେ ଏସବୁ ହେଉଛି କେକ୍‌। ଆଉ ଏସବୁକୁ ଏତେ ନିଖୁଣ ଓ ସୁନ୍ଦରଭାବେ କରାଯାଇଛି ଯେ,…

ବ୍ରାହ୍ମଣୀ ନଦୀ ପଠାରୁ ଚାଲିଛି ମାଟି, ବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୮।୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ବାଲି ଓ ମାଟି ଉଠାଣ ଚାଲିଛି। ପ୍ରତିଦିନ ଶତାଧିକ ଟ୍ରକରେ ବାଲି ଓ ମାଟି ଉଠାଯାଇ ବିଭିନ୍ନ ସ୍ଥାନକୁ…

କଂଗ୍ରେସର ନାଁ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା!

ନୂଆଦିଲ୍ଲୀ,୨୮ ।୨: ହିନ୍ଦୁ ମହାସଭାର ନେତା କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ହିନ୍ଦୁ ମହାସଭା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଳେଖିଥିବା ସୂଚନା ମିଳିଛି ।…

କରତ ଚକ ଲଗା ସାଇକେଲ

ବଡ଼ ବଡ଼ ଗଛ କାଟିବା ପାଇଁ ଗୋଲାକାର କରତର ବ୍ୟବହାର କରାଯାଏ। ତେବେ ଏହି ଧାରୁଆ କରତକୁ ଜଣେ ବ୍ୟକ୍ତି ଅସମ୍ଭବଭାବେ ଏକ ଭିନ୍ନ ଉପାୟରେ ବ୍ୟବହାର କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି କରତକୁ ନିଜ ସାଇକେଲର ଚକଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri